ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ନୂଆ ନାମ, ବିଦ୍ୟାଭାରତୀଙ୍କ ଚିଠିରେ ଆର୍ଶୁ ଅପା କିଏ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ଘ-ଟ-ଣା କୁ ନେଇ ଗତ ୧୫ ଦିନ ବିତି ଗଲାଣି । କିନ୍ତୁ ଆଜି ଯାଏଁ ପ୍ରକୃତ ଅ-ପ-ରା-ଧୀ କିଏ ତାହା ସଠିକ ଭାବେ ଜଣା ପଡି ନାହି । ପୋଲିସ ଓ ହ-ତ୍ୟା-କା-ରୀ ମଧ୍ୟରେ ଚାଲିଛି ଛକାପଞ୍ଜାର ଖେଳ । ସମୟ ଯେତିକି ବିତୁଛି ସେତିକି ଗୋଟିଏ ପରେ ଗୋଟିଏ ବିଦ୍ୟା ଭାରତୀଙ୍କ ହାତ ଲେଖା ଚିଠି ପୋଲିସ ହାତରେ ସୁରାଗ ମିଳୁଛି ।

ବିଦ୍ୟାଙ୍କ ପ୍ରଥମ ହାତ ଲେଖା ଚିଠିରେ ଥିଲା ସ୍ଵାମୀ ସୋମ୍ୟଙ୍କ ପାଇଁ ବିଦ୍ୟାଙ୍କ ମନରେ ଘୃଣା ଯାହା ପୋଲିସକୁ ଜବତ କରିଛି । ବର୍ତ୍ତମାନ ସୂଚନା ଅନୁସାରେ ବିଦ୍ୟାଙ୍କ ଦିତୀୟ ହାତ ଲେଖା ଚିଠିର ସନ୍ଧାନ ପାଇଛି ପୋଲିସ । ଏହି ଚିଠିରେ ଲେଖାଥିବା ଶବ୍ଦ ଅନ୍ୟ କିଛି କଥା କହୁଛି । ଏହି ଦିତୀୟ ଚିଠିର ଶେଷ ଆଡକୁ ଦୁଇ ଜଣକ ନାଁ ଲେଖା ରହିଛି । ସେହି ଦୁଇ ନାଁ ହେଉଛି ଅକ୍ଷୟ ଓ ଆର୍ସୁ ଅପା ।

ଦିନ ଗଡିବା ସହ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା କୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ବିଦ୍ୟାଙ୍କ ଦିତୀୟ ଚିଠିରେ ଅକ୍ଷୟଙ୍କ ନାଁ ଲେଖା ହେବା ସହ ତାଙ୍କର ଷ୍ଟାଟସ ଦେଖିବାକୁ ବିଦ୍ୟା ଆକୁଳ ଥିବାର ଏହି ଚିଠି ରୁ ସ୍ପଷ୍ଟ ହେଉଛି । ଏହି ଚିଠିର ଅନ୍ୟ ଏକ ନାଁ ଆର୍ସୁ ଅପା କିଏ ତାହାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି ।

ଏହି ଚିଠି କାହା ଉଦେଶ୍ୟରେ ବିଦ୍ୟା ଲେଖିଛନ୍ତି ଓ ଅନେକ କଥା ଅଛି ଯାହା ପରେ କହିଛି ଏମିତି କିଛି ଶବ୍ଦର ପ୍ରୟୋଗ ବିଦ୍ୟା ନିଜ ଚିଠିରେ କରିଛନ୍ତି । “ମୁଁ ତୁମକୁ ଘୃଣା କରେ” ଏହି ଭଳି ଶବ୍ଦର ମଧ୍ୟ ପ୍ରୟୋଗ ବିଦ୍ୟା ଏହି ଚିଠିରେ କରିଛନ୍ତି । ଏହା ଛଡା ଓଡିଆ ଭାଷା ସହ ଇଂରାଜୀ ଶବ୍ଦର ମଧ୍ୟ ପ୍ରୟୋଗ ଏହି ଚିଠିରେ କରା ଯାଇଛି ।

ବର୍ତ୍ତମାନ ବିଦ୍ୟାଙ୍କ ଏହି ଦିତୀୟ ଚିଠି ଜବତ ହେବା ପରେ ଏହି ଚିଠି ସେ କାହା ଉଦେଶ୍ୟରେ ଲେଖିଛନ୍ତି ତାହା ତାଙ୍କୁ ପଚରାଉଚରା କରିବା ପରେ ହିଁ ଜଣା ପଡିବ ବୋଲି ସୂଚନା ମିଳିଛି । ତେବେ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ଘ-ଟ-ଣା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ଯାହାର ସମାଧାନ ହେବା ବଦଳରେ ଦିନକୁ ଦିନ ଅନେକ ନୂଆ ନୂଆ ଦିଗ ବଦଳୁଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *