ମୃତ୍ୟୁ ପୂର୍ବରୁ Soumya ଙ୍କୁ ବିଦ୍ୟା ଭାରତୀ ଏବଂ DFO ଦେଇଥିଲେ ହତ୍ୟା ଧମକ, ସୌମ୍ଯଙ୍କ ବାପା ଯାହା କହୁଛନ୍ତି ଶୁଣି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ Video

ବିଦ୍ୟା ଭାରତୀ ଆଉ ଡି ଏଫ ଓ ସୌମ୍ଯଙ୍କୁ ଦେଇଥିଲେ ହ-ତ୍ୟା ଧ-ମ-କ । ମୃ-ତ୍ୟୁ ପୂର୍ବରୁ ସୌମ୍ୟଙ୍କୁ ମିଳିଥିଲା ମୃ-ତ୍ୟୁ ଧ-ମ-କ । ପି ସି ସି ଏଫଙ୍କୁ ସୌମ୍ଯଙ୍କ ବାପା ଲେଖିଥିବା ଚିଠିରେ ଆଭିଯୋଗ ସାଂଘାତିକ ଅ-ଭି-ଯୋ-ଗ । ଡି ଏଫ ଓ ଙ୍କୁ ଖସାଇବା ପାଇଁ ହୋଇଛି କି ଷଡଯନ୍ତ୍ର ।

କାହିଁକି ଡିଏଫଙ୍କୁ ଅନ୍ୟ ସ୍ଥାନକୁ ଟ୍ରାନ୍ସଫର କଲେ ନହିଁ ପିସିସି ଏଫ । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ପଶିସିଏଫଙ୍କୁ ଲେଖି ଥିବା ଏହି ଚିଠି ଉପରେ ନଜର ପକାନ୍ତୁ ଏହି ଚିଠିରେ ରହିଛି ସାଂଘାତିକ ଅ-ଭି-ଯୋ-ଗ । ଅଭିରାମ ମହାପାତ୍ର ଲେଖିଛନ୍ତି ବିଦ୍ୟା ଭାରତୀ ଡିଏଫଓ ସଂଗ୍ରାମ କେସୋରି ବେହେରା ଓ ରୋଷେଇୟା ସୌମ୍ୟଙ୍କୁ ହ-ତ୍ୟା ଧ-ମ-କ ଦେଇଥିଲେ ।

ଏକଥା ସୌମ୍ଯ ଜଣାଇଥିବା ନେଇ ଚିଠିରେ ଉଲେଖା ରଖିଛନ୍ତି ତାଙ୍କ ବାପା ଅଭିରାମ ମହାପାତ୍ର । ସୌମ୍ଯ ତାଙ୍କ ମାଙ୍କ ଆଗରେ ମଧ୍ୟ ବିଦ୍ୟଭରତିଙ୍କ ବିଷୟରେ କିଛି କଥା କହିଥିଲେ । ସୌମ୍ୟଙ୍କ ବାପା ଏହା ମଧ୍ୟ କହିଲେ ପୁଅ ମୋର ନବେ ପ୍ରତିଶତ ପୋଡି ଗଲା କିନ୍ତୁ ବୋହୁର କିଛି ହୋଇନି କେମିତି । ଖାଲି ସେତିକି ନୁହେଁ ଡିଏଫ ଓ ଙ୍କ ସହ ବିଦ୍ୟାଭାରତିଙ୍କ ଅନଇତିକ ସ-ମ୍ପ-ର୍କ କଥା ସୌମ୍ୟଙ୍କୁ ଜଣାଇ ଥିଲେ ।

ଡି ଏଫ ଓ  ସଂଗ୍ରାମ କେସୋରି ବିଦ୍ୟା ଭାରତୀଙ୍କ ସହିତ ସ-ମ୍ପ-ର୍କ ବଢାଇବା ପାଇଁ ସୌମ୍ୟଙ୍କୁ ରାତି ଡିଉଟିରେ ପକାଉଥିଲେ । ବିଦ୍ୟା ଭାରତୀଙ୍କ ଡିଏଫ ଓ ଙ୍କ ସହିତ ସ-ମ୍ପ-ର୍କ ଜାଣିବା ପରେ ସୌମ୍ଯ ଅତ୍ୟନ୍ତ ଭାଙ୍ଗି ପଡିଥିଲେ । ଚିଠିରେ ନିରପେକ୍ଷ ତଦନ୍ତ ନେଇ ବି ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ବାପା । ଯେହେତୁ ଡିଏଫ ଓ ଙ୍କ ନାମରେ ଅ-ଭି-ଯୋ-ଗ ରହିଛି । ଡିଏଫ ଓ ତଦନ୍ତକୁ ପ୍ରଭାବିତ କରିବେ ବୋଲି ଆଶଙ୍କା କରିଥିଲେ ସୌମ୍ୟଙ୍କ ବାପା । ସଂଗ୍ରାମ କେସୋରି ଜଣେ ଉଚ ପଦସ୍ଥ ଅଫିସର ଅଟନ୍ତି ।

ତାଙ୍କ ବିରୋଧରେ କର୍ମଚାରୀ ମାନେ ବୟାନ ଦେବା ପାଇଁ  ଭୟ କରିବେ । ଶେଥି ପାଇଁ ଡିଏଫ ଓ ଙ୍କୁ ଶୀଘ୍ର ବଦଳି କରିବା  ପାଇଁ ଅନୁରୋଧ କରିଥିଲେ ସୌମ୍ୟଙ୍କ ବାପା । ଶୁକ୍ରବାର ଏସପି କହିଲେ  ସାଇ ପଡିସା କେବେ କେହି  ଡିଏଫ ଓ ଙ୍କୁ ବିଦ୍ୟା ଭାରତୀଙ୍କ ଘରକୁ ଯିବାର ଦେଖି ନାହାନ୍ତି ।

ତେବେ ଡି ଏଫ ଙ୍କ ବିରୋଧରେ କେହି ବୟାନ ଦେବାକୁ ସାହସ କରିବେକୀ । ଡିଏଫଙ୍କ ବିରୋଧରେ ତାଙ୍କ ଅଧିନସ୍ଥ କର୍ମଚାରୀ କେବେବି ବୟାନ ଦେବେ ନହିଁ । ଆଗକୁ ଏମିତି ଭଲ ଭଲ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ ଓ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *