ୟୁପି ଆଗ୍ରା ରେ ଏମିତି ଗୋଟେ ଘଟଣା ଘଟି ଯାଇଛି ଯାହା ଅବଶ୍ୟ ଟିକେ ପୁରୁଣା ଅଟେ, ୨୨ ଜାନୁଆରୀ ଆଗ୍ରା ରେ ସୁରେଶ ମିଶ୍ର ପୁଅ ଧିରଜ ବଡ ଧୂମ ଧାମ ସହ ବିବାହ କରି ଫିରୋଜାବାଦ ଝିଅ ତନୁକୁ ଘରେ ନେଇ ଆସିଲେ । ସବୁ ଝିଅଙ୍କର କେତେ ଆସା ଥାଏ ଯାହା ସେ ବିବାହ ପରେ ପୂର୍ଣ କରିବା ପାଇଁ ଇଛା କରନ୍ତି । ସବୁ ରଶମ ସରିଲା ପରେ ୨୩ ଜାନୁଆରୀ ରେ କନ୍ୟା ତନୁ ନିଜ ଶଶୁର ଘର ଆସିଥିଲେ ।
ନିଜ ସହ କେତେକ ସ୍ଵପ୍ନ ନିଜ ଶାଶୂଘରେ ଆଣିଥିଲେ ।
କିନ୍ତୁ ବିବାହ ପ୍ରଥମ ରାତିରେ ସତ କଥା ଜାଣି ସେ ସବୁ ଦିନ ପାଇଁ ନିଜ ଶାଶୁଘର ଛାଡି ପଳେଇଲେ, ଖବର ଅନୁଯାଇ ଫିରୋଜାବାଦ ପରେ ଘରର ସବୁ ସଦସ୍ୟ ଗୋଟେ ଘରେ ବନ୍ଦ ହୋଇଗଲେ ଓ ଦୁଇ ଦିନ ପର୍ଯ୍ୟନ୍ତ ସେଠି ବନ୍ଦ ହୋଇ ରହିଲେ କିଛି ଦିନ ପରେ ହଟାତ ଚିତ୍କାର ଶୁଣି ପାଖ ଲୋକ ପୋଲିସକୁ ଫୋନ କଲେ ଓ ପୋଲିସ ଆସି କବାଟ ଭାଙ୍ଗି ଦେଖିଲେ ।
ସମ୍ପର୍କୀୟ ଲୋକଙ୍କ ଅନୁଯାଇ ଧିରଜ ଓ ଶାଶୁ ଶାଶୁରକୁ ଏମିତି ଦେଖି କନ୍ୟା ସବୁ ଦିନ ପାଇଁ ଘର ଛାଡି ପଳେଇଛି । ପୋଲିସ ଅନୁଯାଇ ଧିରଜ ଓ ତା ମାଁ ବାପା ମାନସିକ ସ୍ଥିତି ଭଲ ନାହିଁ ଓ ତାଙ୍କ ଏହି ଅବସ୍ତା ଦେଖି କନ୍ୟା ଘର ଛାଡି ପଳେଇଛନ୍ତି । ପୋଲିସ ଧିରଜ ଓ ତା ମାଁ ବାପାକୁ ମେଣ୍ଥଲ ହସ୍ପିଟଲ ରେ ଭର୍ତି କରେଇଛନ୍ତି ଯେଉଁଠି ତାଙ୍କ ଚିକିତ୍ସା ଚାଲିଛି ।
ଗତ ବର୍ଷ ଧିରଜ ଓ ତନୁ ନିର୍ବନ୍ଧ ହେଇଥିଲା ଯାହା ପରେ ଧିରଜ ସ୍ୱାସ୍ଥ୍ୟ ଖରାପ ହେଲା କିନ୍ତୁ କେହି ଏହି କଥା ଉପରେ ବିଶେଷ ଧ୍ୟାନ ଦେଲେ ନାହିଁ ଓ ହଟାତ ବିବାହ ପରେ ଏହି କଥା ଜାଣିଲା ପରେ ତନୁ ଘର ଛାଡିଦେଲେ ।