ଏହି ବିଶେଷ ଉପାୟ ଦ୍ଵାରା ଶିବଲିଙ୍ଗ ଉପରେ ଅଭିଷେକ କରନ୍ତୁ, ଏହା ପରେ ମହାଦେବଙ୍କ ଚମାତ୍କାର ଦେଖନ୍ତୁ

ହିନ୍ଦୁ ଧର୍ମ ରେ କେତେ ଦେବୀ ଦେବତା ଅଛନ୍ତି, ଅନୁମାନ ଅନୁଯାଇ ଲୋକଙ୍କ ଅନୁଯାଇ ୩୩ କୋଟି ଦେବୀ ଦେବତା ଅଛନ୍ତି କିନ୍ତୁ କିନ୍ତୁ ବହୁତ ଏମିତି ଲୋକ ମଧ୍ୟ ଅଛନ୍ତି ଯିଏ ବହୁତ ପ୍ରସିଦ୍ଧ ଅଟନ୍ତି । ତେବେ ଆପଣ ସମସ୍ତେ ଶିବ ଠାକୁରଙ୍କୁ ଜାଣନ୍ତି ଓ ଏହି ପ୍ରସିଦ୍ଧ ଦେବୀ ଦେବତାଙ୍କ ମଧ୍ୟରେ ଶିବ ଠାକୁର ମଧ୍ୟ ଅଛନ୍ତି ବହୁତ ଲୋକ ପ୍ରତି ଷୋମବାର ଶିବ ମନ୍ଦିର ଠାକୁରଙ୍କ ଦର୍ଶନ ପାଇଁ ଯାନ୍ତି ।

କୁହା ଯାଏ ଯେ ଯିଏ ଥରେ ଶିବ ଠାକୁରଙ୍କୁ ପ୍ରଶାନ କରି ପାଇଲା ସେହି ଲୋକ ଜୀବନ ରେ କୌଣସି ଦୁଃଖ କେବେ ଆସେ ନାହିଁ ।

ଶିବଲିଙ୍ଗ ଉପରେ ଜଳ ଅଭିଷେକ ଏହି ଭଳି କରନ୍ତୁ, ଅତ୍ୟଧିକ ଲାଭ ପ୍ରାପ୍ତ ହବ :

୧. ଏମିତି କୁହା ଯାଏ ଯେ ଯେଉଁ ଲୋକ ସୂର୍ଯ୍ୟ ଉଦୟ ହବା ଆଗରୁ ଶିବଲିଙ୍ଗ ଉପରେ ଅଭିଷେକ କରିଥାଏ ସେହି ଲୋକ ମନୋକାମନା ବହୁତ ଶୀଘ୍ର ପୂର୍ଣ ହୋଇଥାଏ । ଏହାର ଏକମାତ୍ର କାରଣ ଏହା ଯେ ସୂର୍ଯ୍ୟ ଉଦୟ ଆଗରୁ ଗାଧେଇଲେ ଭଗବାନ ଅତି ପ୍ରଶାନ ହୋଇଥାନ୍ତି କାହିଁକିନା ଏହି ସମୟ ବହୁତ ପବିତ୍ର ଅଟେ । ସୂର୍ଯ୍ୟ କିରଣ ରେ କେତେ ପ୍ରକାର ହାନିକାରକ ଜିନିଷ ହୋଇଥାଏ ଯାହା ଆପଣଙ୍କ ଜଳ ଅପବିତ୍ର କରିଥାଏ ଏହି କାରଣ ପାଇଁ ସୂର୍ଯ୍ୟ ଉଦୟ ଆଗରୁ ଅଭିଷେକ କଲେ ଠାକୁର ଅତ୍ୟନ୍ତ ପ୍ରଶାନ ହୋଇଥାନ୍ତି ।

୨. ଶିବଲିଙ୍ଗ ଉପରେ ଅଭିଷେକ କରୁଥିବା ଜଳରେ ଯଦି ଦୁଇ ବୁନ୍ଦା ମହୁ ଓ ଖିର ମିଶା ଯାଏ ତେବେ ଏହା ଆହୁରି ଲାଭପୂର୍ଣ ହୋଇଥାଏ, ଏହି ଧଳା ରଙ୍ଗ ଖିର ଆପଣଙ୍କ ଜୀବନ ରେ ସୁଖ ଓ ଶାନ୍ତି ଆଣିଥାଏ ଓ ମହୁ ଆପଣଙ୍କ ଜୀବନ ସବୁ ଅସୁବିଧା ଦୂର କରିଥାଏ । କେସର ମିଶାଇ ଅଭିଷେକ କଲେ ଆପଣଙ୍କ ପ୍ରେମ ଜୀବନ ସବୁ ପ୍ରକାର ଅସୁବିଧା ଖୁବ ଶୀଘ୍ର ଦୂର ହୋଇଥାଏ ।

୩. କେତେକ ଲୋକ ଅଭିଷେକ ପରେ ତୁରନ୍ତ ଘରୁକୁ ଚାଲି ଯାନ୍ତି କିନ୍ତୁ ଯଦି ସମୟ ବାହାର କରି ଅଭିଷେକ ପରେ କିଛି ସମୟ ମନ୍ଦିର ରେ ଶିବଙ୍କ ଆରାଧନା କରିବେ ତେବେ ଆପଣଙ୍କୁ ଅଧିକ ଲାଭ ହବ ଏବଂ ସୁଖ ଶାନ୍ତି ପ୍ରାପ୍ତ ହବ । ଯଦି ସମ୍ଭବ ତେବେ ଅଭିଷେକ କଲା ପରେ ଶିବ ଚାଳିଶା ପାଠ କରିବା ଆରମ୍ଭ କରି ଦିଅନ୍ତୁ ଏହା ଆପଣଙ୍କ ଘର ପରିବାର ପାଇଁ ଲାଭକାରୀ ଅଟେ ।

Leave a Reply

Your email address will not be published. Required fields are marked *