ଲିଙ୍ଗ ପରିବର୍ତ୍ତନ କରିବା ପରେ ପୋଲିସ କନେଷ୍ଟବଳ କରିଥିଲେ ଝିଅଟିକୁ ବିବାହ, କହିଥିଲେ ଏବେ ଖୁସିରେ ବଞ୍ଚି ପାରିବି

ମହାରାଷ୍ଟ୍ରର ପୁଲିସ କନେଷ୍ଟବଳ ଲଳିତ ସଲଭେ , ଯିଏ ଗୋଟେ ବର୍ଷ ପୂର୍ବରୁ ସେକ୍ସ ଚେଞ୍ଜ ସର୍ଜରୀ କରିଥିଲେ । ସେ 16 ଫେବୃଆରୀ ରେ ଜଣେ ମହିଳାଙ୍କୁ ବିବାହ କରିଥିଲେ । ତାଙ୍କର ଲଳିତାରୁ ଲଳିତ ଯାଏ ଯାତ୍ରା ଦୁଃଖ କଷ୍ଟ ଓ କାନୁନର ଲଢେଇରେ ଭରି ଥିଲା, ସେ 2018 ମେ ରେ ମୁମ୍ବାଇର ରାଜକୀୟ ଷ୍ଟେଟ ଯାଞ୍ଚ ହସ୍ପିଟାଲରେ ଲିଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀର ପ୍ରଥମ ଷ୍ଟେପ କରିଥିଲେ ।

ଗତ ମାସରେ ଦ୍ଵିତୀୟ ଓ ତୃତୀୟ ଅପରେସନ କରିବା ପରେ, ବିଡ ଜିଲ୍ଲାର ମଝଲଗାଁ ତହସିଲ ସ୍ଥିତ ରାଜେଗାଁର ନିବାସୀ 30 ବର୍ଷର ସଲଭେ ନୁଆ ପରିଚୟ ଓ ନା ଲଳିତ ହାସଲ କରିଥିଲେ ।

ତାପରେ ସେ ମହାରାଷ୍ଟ୍ରରେ ଗୋଟେ ପୁରୁଷ କନେଷ୍ଟବଳ ଭାବରେ ଚାକିରି କରିଥିଲେ ଓ ରବିବାର ଦିନ ଔରଙ୍ଗାବାଦ ସହରର ଗୋଟେ ଝିଅକୁ ବିବାହ କରିଥିଲେ । ସେ କହିଛନ୍ତି 3 ଥର ଲିଙ୍ଗ ଚେଞ୍ଜ ସର୍ଜରୀ କରିବା ପରେ ତାଙ୍କୁ ପୁନର୍ଜନ୍ମ ମିଳିଛି । ବିବାହ ପରେ ନୂଆ ଜୀବନ ଆରମ୍ଭ କରି ଖୁସିରେ ଅଛି । 2014ରେ ଟ୍ରାଂଶସେକ୍ସୁଆଲ ଲିଙ୍ଗର ଲକ୍ଷଣ ଦେଖାଦେବା ପରେ ସେ ଷ୍ଟ୍ରେସରେ ପଡିଯାଇଥିଲେ । ତାଙ୍କ ଜିନରେ ବାଇଷ୍ଟେଟସ ଥିବାରୁ ସେ  ମହିଳାଙ୍କ ପ୍ରତି ବେଶୀ ଆକର୍ଷିତ ହେଉଥିଲେ ।

କେତେ ଟେଷ୍ଟ ପରେ 2016 ଡାକ୍ତର ଲିଙ୍ଗ ପରିବର୍ତ୍ତନ ସର୍ଜରୀ ପାଇ କହିଥିଲେ । ସେ ପୋଲିସ ଚାକିରି ପରେ ରାଜ୍ୟ ପୋଲିସ ବିଭାଗଙ୍କ ସହ କଥା କରିଥିଲେ, ଯେ ସେ ଯେମିତି ଏ ସର୍ଜରୀରେ ସଫଳ ହେବେ ।

Leave a Reply

Your email address will not be published. Required fields are marked *