ସ୍ତ୍ରୀ ପ୍ଳେନକୁ ଯିବା ପୂର୍ବରୁ ଫୋନ କରି ସ୍ଵାମିଙ୍କୁ କହିଲା ‘ପହଞ୍ଚି କି ଫୋନ କରିବି’ କିନ୍ତୁ ୧୫ ମିନିଟ ପରେ ଯାହା ହେଲା

ସବୁବେଳେ ଭାଗ୍ୟ ଉପରେ କାହାର ବି ରାଜ ଚାଲି ନଥାଏ ଏବଂ ଏହି କଥା ସଂପୂର୍ଣ୍ଣ ଭାବେ ସତ ଅଟେ । ବହୁତ କିଛି ଘଟଣା ଏମିତି ବି ଅଚଚି ଯାହା ଆମର ଜୀବନକୁ ସଂପୂର୍ଣ୍ଣ ବଦଳାଇ ଦେଇଥାଏ ଏବଂ ଏମିତି ହିଁ କିଛି ହେଲା ଶିଖା ଏବଂ ସୌମ୍ୟଙ୍କ ସହିତ , ଶିଖା ପର୍ଜ୍ୟାବରଣ ମନ୍ତ୍ରାଳୟରେ କାମ କରୁଥିଲେ ଏବଂ କିଛି କାମରେ ବାହାରକୁ ଯାଉଥିଲେ  । ଶିଖା ଏଥୋପିଅନ ଏୟାରଲାଇନ ର ଫ୍ଲାଇଟ ଧରିଲେ ।

ଏବଂ ସେ ଯାଉଥିବା ସମୟରେ ଶିଖା ନିଜ ସ୍ଵାମୀ ସୌମ୍ୟ ଙ୍କୁ କଲ କଲେ ଏବଂ କହିଲେ କି ସେ ଫ୍ଲାଇଟରେ ବସିବାକୁ ଯାଉଛନ୍ତି ଏବଂ ଯେମିତି ସେ ପହଞ୍ଚିବେ ସାଙ୍ଗେ ସାଙ୍ଗେ କଲ କରିବେ ।

ଏହା ଶୁଣି ସ୍ଵାମୀ ବି ନିଶିନ୍ତ ହୋଇଗଲେ । ଏପର୍ଯ୍ୟନ୍ତ ସବୁ ଠିକ ଥିଲା ଏବଂ ପ୍ରାୟ ୧୫ ମିନିଟ ପରେ ସ୍ଵାମୀ ଥରେ ଭାବିଲେ କି ଯାଉଛି ଶିଖାଙ୍କୁ ଏକ ମେସେଜ କରିଦେବି କିନ୍ତୁ ସେତବେଳେ ହଠାତ ଏକ କଲ ଆସିଲା ଏବଂ ସେହି କଲ ରେ ଖବର ଦିଆଗଲା କି ଶିଖା ଯେଉଁ ପ୍ଳେନ ରେ ଥିଲେ ସେହି ପ୍ଳେନ କ୍ରାସ ହୋଇଗଲା । ଏହି ଖବର ଶୁଣି ସୌମ୍ୟଙ୍କ ଆଖି ଆଗରେ ଅନ୍ଧାର ଖେଳିଗଲା ଏବଂ ସେ କିଛି ବି ବୁଝି ପାରୁନଥିଲେ କି ଏସବୁ କେମିତି ହୋଇଗଲା ?

ଏହି ଯୋଡି ଙ୍କର ବିବାହକୁ ମାତ୍ର ୩ମାସ ହୋଇଥିଲା ଏବଂ ଭାବି ବି ନଥିଲେ ଏହି କାହାଣୀର ଶେଷ ଏମିତି ହେବ । ଏହି ଯୋଡି ଏକା ନଥିଲେ ଯେଉଁ ମାନେ ଏହି ଘଟଣାର ସାମ୍ନା କରିଛନ୍ତି ବରଂ ଏହି ଘଟଣାରେ ପାୟଲଟ ଏବଂ ଚାଳକ ଦଳ ସହ ୧୫୭ ଲୋକଙ୍କର ଜୀବନ ଚାଲି ଯାଇଥିଲା ।

ବହୁତ ଘଣ୍ଟା ପର୍ଯ୍ୟନ୍ତ କେତେକ ଲୋକଙ୍କ ପରିବାର ଲୋକଙ୍କ ପାଖକୁ ଏହି ଖବର ପହଞ୍ଚି ପାରି ନଥିଲା । ଏହି ପରି ପ୍ଳେନ ଦୁର୍ଘଟଣା ବହୁତ କମ ହୋଇଥାଏ କିନ୍ତୁ ଯେତବେଳେ ହୋଇଥାଏ ଏକା ସହିତ ବହୁତ ସାରା ଜୀବନ ନେଇ ଯାଇଥାଏ ଏବଂ ବଞ୍ଚିବା ପାଇଁ ତ ସେଠାରେ କିଛି ବି ଆସାର ଦେଖିବାକୁ ମିଳିନଥାଏ । ଏହି ଦୁଃଖଦ ଖବରରେ ପ୍ଲେନ ରେ ଥିବା ସମସ୍ତଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିଲେ । ସୌମ୍ୟ ମଧ୍ୟ ଏହି ଖବର ଶୁଣି ପାଗଳ ପରି ହେବାକୁ ଲାଗିଲେ ।

Leave a Reply

Your email address will not be published. Required fields are marked *