ଚିତା ଜଳିବାର ଠିକ ପୂର୍ବରୁ ‘ଶବ’ ନିଶ୍ଵାସ ନେବାକୁ ଲାଗିଲା ,ତାପରେ ଯାହା ହେଲା ତାହା ଉଡାଇ ଦେବ ହୋସ

ଏହି ଦୁନିଆ ଏତେ ବଡ କିନ୍ତୁ କେହି ବି ବିନା ଚମତ୍କାର ରେ ମାନି ନଥାନ୍ତି ଯେ ପର୍ଯ୍ୟନ୍ତ ଚମତ୍କାର ଆଖି ଆଗରେ ନ ଦେଖିଛନ୍ତି ତାହାକୁ ବିଶ୍ଵାସ କରିବେ ନାହିଁ । ଏମିତି ହିଁ ଏକ ଚମତ୍କାର ବନାରସ ରେ ହୋଇଛି କି ଏକ ମୃତ ବ୍ୟକ୍ତି ଚିତାରେ ଶୋଇବା ପୂର୍ବରୁ ହିଁ ବଞ୍ଚିଗଲା । ଯାହାକୁ ଦେଖି ତାର ସବୁ ସମ୍ପର୍କୀୟ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ କଣ ଓ କେମିତି  ହେଲା ଏହି ବିଷୟରେ ଜାଣିବା ପାଇଁ ପଢନ୍ତୁ ସଂପୂର୍ଣ୍ଣ ଖବର । ଆସନ୍ତୁ ଜାଣିବା ପୁରା ଘଟଣା ।

Image Courtesy: Google

ଶ୍ମଶାନକୁ ଆଣିଥିବା ୨୧ ବର୍ଷର ବ୍ୟକ୍ତିକୁ ପୁଣିଥରେ ବଞ୍ଚିଥିବାର ଦେଖି ଆଖପାଖ ର ଲୋକ ଆଶ୍ଚଜ୍ୟ ହୋଇଯାଇଛନ୍ତି ଏବଂ ଶ୍ମଶାନରେ ଭିଡ ଜମି ଗଲା । ୨୧ବର୍ଷ ବ୍ୟକ୍ତିକୁ ସଡକ ଦୁର୍ଘଟଣାରେ ବହୁତ ଗମ୍ଭୀର ଆଘାତ ଲାଗିଥିଲା ଯାହାପରେ ସେ ବିଏଚୟୁ ହସ୍ପିଟାଲରେ ଡକ୍ଟର ଦେଖିବା ପରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ସେ ମୃତ ବୋଲି ଜାଣି ତାଙ୍କ ସମ୍ପର୍କୀୟ ତାଙ୍କୁ ଶ୍ମଶାନ କୁ ନେଇଗଲେ । ସେଟାକୁ ଯାଇ ତାଙ୍କର ଅନ୍ତିମ ସତ୍କାର ପାଇଁ ପ୍ରସ୍ତୁତ କରାଗଲା ।

Image Courtesy: Google

ବନାରସ ର ଗଙ୍ଗା ଘାଟ ଉପରେ ବୁଧବାର ସନ୍ଧ୍ଯାରେ ଯେତବେଳେ ତାଙ୍କ ଶରୀରକୁ ଚିତା ଉପରେ ଶୁଆଇବା ପୂର୍ବରୁ ଗଙ୍ଗାରେ ଗାଧୋଇ ଦିଆଗଲା । ଯେମିତି ତାଙ୍କୁ ପାଣି କୁ ନେଲେ ସେମିତି ତାଙ୍କ ଗୋଡ ହାତ ଚାଲି ବାକୁ ଲାଗିଲା ଏବଂ ତାଙ୍କ ଶରୀରରେ ନିଶ୍ଵାସ ଫେରି ଆସିଥିଲା । ତାଙ୍କ ଶରୀରରେ କିଛି ବ୍ୟବହାର ଦେଖି ସମ୍ପର୍କୀୟ ମାନେ ଖୁସି ହୋଇଗଲେ ଏବଂ ତାଙ୍କୁ BHUହସ୍ପିଟାଲରେ ପହଞ୍ଚିଲେ । BHU ରେ ଡାକ୍ତର ତାଙ୍କର ଚିକିସା ଆରମ୍ଭ କଲେ ଏବଂ ଯେମିତି ତାଙ୍କର ଚିକିସା ଆରମ୍ଭ ହେଲା ମାତ୍ର ୧୫ ମିନିଟ ପରେ ତାଙ୍କୁ ପୁଣି ଠାରେ ମୃତ ବୋଲି ଘୋଷଣା କରାଗଲା ।

Image Courtesy: Google

ତାଙ୍କ ସମ୍ପର୍କୀୟ କହିଲେ କି ମାତ୍ର ୧୫ମିନିଟ ପାଇଁ ହିଁ ତାର ଜୀବନ ଫେରି ଆସିଥିଲା ଏହା କୌଣସି ଚମତ୍କାର ଠାରୁ କମ ନୁହେଁ । ଏହା ଦେଖି ତାଙ୍କର ସମ୍ପର୍କୀୟ ମାନେ ଯେତିକି ଦୁଖଃ କଲେ ସେତିକି ଆସ୍କଜ୍ୟ ବି ହୋଇଗଲେ । ସେହି ବ୍ୟକ୍ତିଙ୍କ ନାମ ବିକାଶ ଥିଲା ଏବଂ ସେ ବନାରସ ରେ ବିବାହ ଗୁଡିକରେ ପାଣି ସପ୍ଳାଏ କାମ କରୁଥିଲେ । ତାଙ୍କ ବାପା ମାଆ କହିଛନ୍ତି କି ଯଦି ବିକାଶଙ୍କର ଆଉ କେଉଁ ହସ୍ପିଟାଲରେ ଚିକିସା ହୋଇଥାନ୍ତା ତାହେଲେ ସେ ବଞ୍ଚିଯାଇଥାନ୍ତେ ।

ଆପଣ କଣ ଭାବୁଛନ୍ତି ହସପିଟାଲର ଅବହେଳା ପାଇଁ ବିକାଶ ଙ୍କର ଜୀବନ ଚାଲିଗଲା । ଏବେ ଯାହା ବି ହେଉ ତାଙ୍କ ବାପାମାଆ ତ ୨୧ ବର୍ଷର ପୁଅକୁ ହରାଇ ସାରିଛନ୍ତି ,ଯଦି ଏହା ଡାକ୍ତରଙ୍କ ଅବହେଳା ପାଇଁ ହୋଇଛି ତାହେଲେ ତାଙ୍କ ଠାରୁ ହିସାବ ନେବା ନିହାତି ଦରକାର ।

Leave a Reply

Your email address will not be published. Required fields are marked *