ଆପଣଙ୍କର ସୁନ୍ଦରତା ଉପରେ ଗ୍ରହଣ ଲଗାଇ ପାରେ ଏହି ଜିନିଷ ର ଅତ୍ୟଧିକ ସେବନ- ନିଶ୍ଚୟ ଜାଣନ୍ତୁ

ଉଥାନ ପଥାନ ଭରା ଜୀବନ ,ନିୟମିତ ଦିନଭରା କାମ ,ପୌଷ୍ଟିକ ତତ୍ଵର ଅଭାବ ଆଦି ଚେହେରାକୁ ଶ୍ୟାମଳ ବନାଇ ଦେଇଥାଏ । ସବୁବେଳେ ଦେଖାଯାଇଥାଏ କି ଝିଅମାନେ ବହୁତ ଯତ୍ନ କରିବା ପରେ ବି ନିଜ ଗୋରାପଣକୁ ହରାଇ ଶ୍ୟାମଳ ପଣର ଶିକାର ହୋଇଥାନ୍ତି । ଏମିତି ହୋଇଥାଏ ଖାଇବା ପିଇବାର ଭୁଲ ଅଭ୍ଯାସ କାରଣରୁ । ଖାଇବା ପିଇବା ଆପଣଙ୍କ ଚେହେରା ଉପରେ ଗଭୀର ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କୁ କିଛି ଏମିତି ଖାଦ୍ୟ ବିଷୟରେ କହିବୁ ଯାହା ଆପଣଙ୍କ ଚେହେରାକୁ ଶ୍ୟାମଳ କରିଦେଉଛି ।

ଆସନ୍ତୁ ଜାଣିବା ଏହା ବିଷୟରେ ।

ଧଳା ବ୍ରେଡ

ଜଳଖିଆରେ ବ୍ରେଡ ବହୁତ ସାରା ଲୋକଙ୍କର ପ୍ରିୟ ହୋଇଥାଏ ,କିନ୍ତୁ ଧଳା ପାଉଁରୁଟି ଖାଇଲେ ଇଂସୁଲିନ ର ସ୍ତର ବଢିଥାଏ । ଏହାଦ୍ୱାରା ଚେହେରାରେ ଅଏଲ ର ଉତ୍ପାଦାନ ବଢିବାରୁ ଚେହେରାର ରଙ୍ଗ ଶ୍ୟାମଳ ହେବାକୁ ଲାଗିଥାଏ ।

କଫି

ଦିନକୁ ଯଦି ଆପଣ ତିନି -ଚାରି କପ କଫି ପିଅନ୍ତି ତାହେଲେ ଆପଣଙ୍କର ଏହି ଅଭ୍ୟାସକୁ ଅଳ୍ପ ନିୟନ୍ତ୍ରିତ କରନ୍ତୁ । କଫିରେ ଥିବା କେଫିନ ଷ୍ଟ୍ରେସ ହରମୋନ ସ୍ତରକୁ ବଢାଇବାର କାମ କରିଥାଏ ,ଯାହାଦ୍ୱାରା ଚେହେରା ଡ୍ୟାମେଜ ହେବା ସହିତ କଳା ପଡିବାକୁ ଲାଗିଥାଏ ।

ତେଲ ଯୁକ୍ତ ଖାଦ୍ୟ

ଏହି ପରି ଖାଦ୍ୟ ଖାଇଲେ ଶରୀରରେ ମୋଟପଣ ବୃଦ୍ଧି ହୋଇଥାଏ । ଏହା ଫଳରେ ଶରୀରର ରକ୍ତ ସଞ୍ଚାଳନା କମ ହୋଇଯାଇଥାଏ ଏବଂ ଚେହେରାକୁ ଠିକ ଭାବେ ଅମ୍ଳଜାନ ମିଳି ନଥାଏ । ଏହି କାରଣରୁ ଚେହେରା କଳା ପଡି ଯାଇଥାଏ ।

ସ୍ପାଇସ ଫୁଡ

ସ୍ପାଇସ ଫୁଡ ଖାଇବାର ମଜା ବହୁତ ଅଲଗା । ଏହା ଖାଇବା ଦ୍ଵାରା ଶରୀରର ତାପମାତ୍ରା ବଢିଥାଏ ,ଯାହାଦ୍ୱାରା ବ୍ଲଡ଼ ଭେସେଲ୍ସ ଖେଳିଯାଇଥାଏ ଏବଂ ଚେହେରା କଳା ହେବାକୁ ଲାଗିଥାଏ ।

ଅଧିକ ଖରା

ଅଧିକ ଖରାରେ ରହିଲେ ବି ଚେହେରାର ରଙ୍ଗ ଶ୍ୟାମଳ ହେବାକୁ ଲାଗିଥାଏ । ଏଥିପାଇଁ ଖରାରେ ଚେହେରା କୁ ଘୋଡାଇ ବାହାରନ୍ତୁ ନହେଲେ ସଂସ୍କ୍ରିନ ଲୋଶନର ବ୍ୟବହାର କରନ୍ତୁ ।

ତେବେ ଯଦି ଆପଣ ଏହି ସବୁ ଜିନ୍ସ ପ୍ରତି ଧ୍ୟାନ ଦେବେ ତେବେ ନିଶ୍ଚିତ ଆପଣଙ୍କ ସ୍କିନ ଠିକ ରହିବ । କିନ୍ତୁ ଯଦି ଏହି ସବୁ କଥା ପ୍ରତି ଆପଣ ଧ୍ୟାନ ନ ଦେବେ ତେବେ ବହୁତ କମ ଦିନରେ ଆପଣଙ୍କ ସ୍କିନ ଭଉତ ଖରାପ ହୋଇଯିବ ।

Leave a Reply

Your email address will not be published. Required fields are marked *