ମହିଳାଙ୍କ ଚୁଡ଼ିରେ ଲୁଚିଛି ନିଜ ସ୍ୱାମିର ଭାଗ୍ୟ – ନିଜ ଚୁଡି ସହ ଏମିତି କିଛି କରୁଥିଲେ ଦେଖିନିଅନ୍ତୁ କଣ ହୋଇପାରେ ଏହାର ପରିଣାମ

ଆମ ହିନ୍ଦୁ ଧର୍ମରେ ବହୁତ ନୀତି ନିୟମ ସବୁ ରହିଛି । ଯାହାକୁ ପାଳନ କଲେ ଆମେ ଆମ ଜୀବନରେ ବହୁତ ଉନ୍ନତି କରି ପାରିବା । ସେହିଭଳି କିଛି ନିୟମ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଯାହା ହେଉଛି ଆମ ହିନ୍ଦୁ ଧର୍ମର ନାରୀ ମାନଙ୍କ ପାଇଁ । ଯେତେବେଳେଳ ଗୋଟେ ଝିଅ ବିବାହ କରେ ତା ହାତରେ ଚୁଡି ମଥାରେ ସିନ୍ଦୁର ଆଦି ଲଗାଇ ଥାଏ । ଯାହାକି ତାର ସୁହାଗର ପ୍ରତୀକ ଅଟେ । ଗୋଟେ ନାରୀ ଏହି ସବୁ ଜିନିଷ ପିନ୍ଧିଥିଲେ ଜାଣିବେ ଯେ ସେ ବିବାହିତ ଓ ସଧବା ମଧ୍ୟ । ତେବେ ଆଜି ଆମେ ଆପଣଙ୍କୁ ସେହି ଚୁଡି ସମ୍ପର୍କରେ କିଛି ଖାସ କଥା କହିବୁ ।

Image Courtesy: Google

କେମିତି ଗୋଟେ ସଧବା ନାରୀର ଚୁଡି ତା ସ୍ଵାମୀର ଭାଗ୍ୟ ପରିବର୍ତ୍ତନ କରିପାରେ ଆସନ୍ତୁ ଜାଣିବା ।

ମହିଳାମାନେ ତାଙ୍କର ଦୁଇ ହାତରେ ସମାନ ଚୁଡି ପିନ୍ଧିବା ଅନୁଚିତ । ଅର୍ଥାତ ଯଦି ଡାହାଣ ହାତରେ ଯେତେ ଚୁଡି ପିନ୍ଧିଥିବେ ତେବେ ବାମ ହାତରେ ତା ଠାରୁ ଗୋଟିଏ ଚୁଡି ଅଧିକ ପିନ୍ଧିବା ଉଚିତ । ଏହା ଦ୍ୱାରା ସ୍ଵାମୀଙ୍କୁ ବହୁତ ଫାଇଦା ମିଳିଥାଏ ।

ମହିଳା ମାନେ କେଶ ଖୋଲା ରଖି ଚୁଡି ପିନ୍ଧିବା ଅନୁଚିତ । ଯଦି ଆପଣ ଏପରି କରିଥାନ୍ତି ତେବେ ଆପଣଙ୍କ ସ୍ଵାମୀ ଗରିବ ହୋଇଯାଇଥାନ୍ତି । ଏହାର ପ୍ରଭାବ ବାପଘରେ ଓ ଶାଶୁ ଘରେ ପଡିଥାଏ ।

ବିବାହିତ ମହିଳାଙ୍କୁ ତମ୍ବାର କୌଣସି ବି ଆଭୁସଣ ପିନ୍ଧିବା ଅନୁଚିତ ବିଶେଷ କରି ଚୁଡି ଏବଂ ମୁଦି ତ ବିଲକୁଲ ପିନ୍ଧିବା କଥା ନୁହଁ । ଏହା ଦ୍ଵାରା ବହୁତ କ୍ଷତି ହୋଇଥାଏ ।

Image Courtesy: Google

ଯେଉଁଚୁଡ଼ି ଗୁଡିକ ପିନ୍ଧିବା ବେଳେ ତୁଟି ଯାଇଥାଏ ସେହି ଚୁଡିକୁ ଖାଲି ଫୋପାଡିଦେବା ଅନୁଚିତ । ଏହା ଆପଣଙ୍କର ସୁହାଗର ପ୍ରତୀକ ହୋଇଥାଏ । ତେଣୁ ଏହି ଚୁଡିକୁ ପ୍ରଥମେ ମୁଣ୍ଡରେ ୩ ଥର ଲଗାଇ କାଗଜରେ ରଖି ଡ଼ଷ୍ଟବିନ ରେ ପକାଇବା ଉଚିତ । ଏହା ଦ୍ଵାରା ଆପଙ୍କ ଵୈବାହିକ ଜୀବନରେ ଝଡ ସୃଷ୍ଟି ହୋଇ ନ ଥାଏ ।  ବେଳେବେଳେ କିଛି ମହିଳା ମାନେ ଫାଟି ଯାଇଥାଏ ଚୁଡିକୁ ପିଧି ଦିଅନ୍ତି । ଏପରି କରିବା ଦ୍ଵାରା ଆପଣଙ୍କ ସ୍ଵାମୀଙ୍କ ପାଇଁ ଦୁର୍ଭାଗ୍ୟ ଆସିଥାଏ । ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏମିତି କରିବା ପାଇଁ ମାନ କର ଯାଇଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *