ଦୁନିଆରେ ସ୍ୱାସ୍ଥ୍ୟ ଚିକିତ୍ସାରେ ଏତେ ଉନ୍ନତି କରିବା ପରେ ମଧ୍ୟ ଏବେ ପର୍ଯ୍ୟନ୍ତ କରୋନା ଭାଇରସ ଭଳି ମହାମାରୀର ଉପଚାର ମିଳିପାରି ନହିଁ । ଅପରପକ୍ଷରେ ଆଜି ବି ବହୁତ ଲୋକ ଝଡା ଫୁଙ୍କା ଓ ଟୋନେ- ଟୋଟକେ ରେ ଉପଚାର କରି ଅନ୍ଧବିଶ୍ଵାସ ରେ ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି । ମଧ୍ୟ ପ୍ରଦେଶର ରତମାଲରେ ଗୋଟେ ଢୋଙ୍ଗି ବାବଙ୍କର କରୋନାରେ ମୃତ୍ୟୁ ହୋଇଛି । ସୂଚନା ଅନୁଯାଇ ବାବା ଲୋକଙ୍କ ହାତ ଚୁମି ଉପଚାର କରୁଥିଲେ । ଏହା ଛଡା ପାଣିରେ ଫୁଙ୍କ ମାରି ମନ୍ତୁରେଇ ଲୋକଙ୍କ ଚିକୀସ୍ଥ୍ୟ କରି ଔଷଧ ଦେଉଥିଲେ ।
ଝଡାଫୁଙ୍କା କରୁଥିବା ବାବା ର ମୃତ୍ୟୁ ହେଲାପରେ ପ୍ରଶାସନ କଡାକଡି ବ୍ୟବସ୍ଥା କରିଛି ଓ ଆନନ – ଫନନ ରେ ବାବଙ୍କ ଠାରୁ ଉପଚାର ନେଇଥିବା ଲୋକଙ୍କ ତାଲିକା ବାହାର କରିଥିଲେ । ବାବଙ୍କ ସଂସ୍ପଶରେ ଆସିଥିବା ଲୋକଙ୍କ ଲମ୍ବା ଲିଷ୍ଟ ରେ ପ୍ରଶାସନ ର ବି ହାତ ପାଦ ଫୁଲିଗଲାଣି । ସିଏଚଏମ ଓ ରତମାଲ ଡାଃ ପ୍ରଭାକର ନାନବରେ କହିଥିଲେକି ଏବେ ପର୍ଯ୍ୟନ୍ତ ମୃତ ବାବଙ୍କ ସଂସ୍ପର୍ସ ରେ ଆସିଥିବା ୭ ଟି ଲୋକଙ୍କୁ କୋରନା ରିପୋର୍ଟ ପଜେଟିଭ ହୋଇଛି । ଯେଉଁଥିରେ ଗୋଟେ ଗର୍ଭବତୀ ମହିଳା ବି ସାମିଲ ଅଛି ।
ଏମିତି ସମୟରେ ପ୍ରଶାସନ ସହରରେ ଅନ୍ଧବିଶ୍ଵାସ ନାଁରେ ଝଡା ଫୁଙ୍କା କରୁଥିବା ବାବଙ୍କ ସୂଚନା ପାଇଛି । ପାଖାପାଖି ୩୭ ଲୋକ କେବଳ ସହରରେ ଅଛନ୍ତି ଝଡା ଫୁଙ୍କା ଓ ଧାଗା ବନେଇ ଅନ୍ଧବିଶ୍ବାସରେ ଲୋକଙ୍କ ସେବା କରୁଛନ୍ତି । ପ୍ରଶାସନ ସବୁ ଝଡା ଫୁଙ୍କା ବାବଙ୍କୁ କ୍ଵାରେଣ୍ଟିନେ ରେ ରଖିଛନ୍ତି । ଏହି ସବୁ ବାବା କ୍ଵାରେଣ୍ଟିନେ ସେଣ୍ଟର ରେ ଅଛନ୍ତି । ବାବା ମାନଙ୍କୁ କ୍ଵାରେଣ୍ଟିନେ ରେ ରଖୀ ବି ତାଙ୍କୁ ଆପତି ଅଛି । ତାଙ୍କ କହିବ କଥା କି ବହୁ ବର୍ଷରୁ ସେ ଚିକିସ୍ଥ୍ୟ କରୁଛନ୍ତି । ଲକ ଡାଉନ ରେ କେହି ଆସିନାହାନ୍ତି ତ କଣ ପାଇଁ ବେକରେ ଏଠାରେ ରଖାଯାଇଛି ।
ଆମେ ଆପଣଙ୍କୁ ଅନୁରୋଦ କରୁକି କି ଏଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଏହା କୌଣସି ଛୋଟିଆ କଥା ନୁହେଁ, ଏହି ମହାମାରୀ ବହୁତ ଭୟଙ୍କର ରୂପ ନେଇ ସରିଲାଣି । ସାରା ଦେଶ ବର୍ତ୍ତମାନ ଏହି ମହାମାରୀରେ ପୀଡିତ । ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ଘରେ ରୁହନ୍ତୁ ଓ ଯେତେ ସମ୍ଭବ କମ ଘରୁ ବାହାରନ୍ତୁ । ନଚେତ ଏହା କେମତି କେଉଁଠି ଆପଣଙ୍କୁ ସଂକ୍ରମିତ କରିବ ଆପଣ ଜାଣିବି ପାରିବେନି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।