କରୋନା ଭାଇରସ ଡରରେ ଝିଅକୁ ନେଇ ଦେଶକୁ ଫେରିଲେ କାଜୋଲ, ଏୟରପୋର୍ଟ ରେ କଲେ ଏତେ ବଡ ଭୁଲ କି ଯାହା ପାଇଁ ହେଇଛନ୍ତି ଟ୍ରୋଲ !

ପୁରା ଦୁନିଆରେ କରୋନା ଭାଇରସ ପ୍ରକୋପ ଦେଖିବାକୁ ମିଳୁଛି, ଏହାକୁ ଦେଖି ସରକାର ମଧ୍ୟ ଲୋକଙ୍କୁ ସତର୍କ ରହିବା ପାଇଁ କହିଛନ୍ତି କିନ୍ତୁ ବର୍ତମାନରେ ଫିଲ୍ମ ଜଗତ ଗାଇକା କନିକା କପୁର କରିବା ଭୁଲ ସାମ୍ନାକୁ ଆସିଛି କାହିଁକିନା କରୋନା ଦ୍ଵାରା ସଂକ୍ରମିତ ହବା ପରେ କୋଟି କୋଟି ଲୋକଙ୍କ ସମ୍ପର୍କ ରେ ଆସିଛନ୍ତି । କନିକା କପୁର କରୋନା ସଂକ୍ରମଣ ପଜେଟିବ ଆସିଲା ପରେ ଲୋକ ତାଙ୍କର କ୍ଳାସ ଲଗଉଛନ୍ତି ।

ଏମିତି ସମୟରେ ବଲୀଉଡ ଷ୍ଟାର୍ଷ ନିଜ ନିଜ ଶୁଟିଙ୍ଗ କ୍ୟାନ୍ସଲ କରି ନିଜ ନିଜ ଘରେ ରହିଛନ୍ତି ଓ ସମସ୍ତଙ୍କୁ ସୁଚିତ କରା ଯାଇଛି ଯେ ନିଜ ନିଜ ଘରେ ରୁହନ୍ତୁ ।

ଏମିତିକା ସମୟରେ ଯେତେବେଳେ ଲୋକଙ୍କୁ ଟ୍ରାଭେଲ କରିବା ପାଇଁ ମନା କରା ଯାଉଛି ସେତେବେଳେ କାଜୋଲ ନିଜ ଝିଅ ନ୍ୟାସାକୁ ସିଙ୍ଗାପୁରରୁ ଭାରତ ଆଣିଛନ୍ତି, କରୋନା ଭାଇରସ ଅବସ୍ତା ଦେଖି ସବୁ ସ୍କୁଲ କଲେଜ ବନ୍ଦ ରଖିବା ପାଇଁ ଆଦେଶ ଦିଆ ଯାଇଛି, ଯାହା ପରେ କାଜୋଲ ନିଜ ଝିଅ ନ୍ୟାସାକୁ ଘରୁକୁ ଫେରେଇ ଆଣିଛନ୍ତି । କିନ୍ତୁ ଭାରତ ଫେରିବା ପରେ କାଜୋଲକୁ ଟ୍ରୋଲର୍ସ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

କାଜୋଲ ଓ ତାଙ୍କ ଝିଅ ନ୍ୟାସାକୁ ଟ୍ରୋଲ ଏଥିପାଇଁ କରା ଯାଇଛି କାହିଁକିନା କରୋନା ଏତେ ଭୟ ଥିବା ପରେ ମଧ୍ୟ ଦୁହେଁ ମାସ୍କ ବ୍ୟବହାର କରି ନଥିଲେ ଯାହା ବହୁତ ଡରର କଥା ଅଟେ, ଟ୍ବିଟର ୟୁଜର ମାସ୍କ ନଲଗେଇବା କାରଣ କାଜୋଲକୁ ପଚାରୁଛନ୍ତି, ତେବେ ଅନ୍ୟ କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ଆଙ୍କ ଠାରୁ ଅଧିକ ସାବଧାନ ଏୟରପୋର୍ଟ କର୍ମଚାରୀ ଅଛନ୍ତି ।

ଆପଣଙ୍କୁ ଆମେ ଏହା କହିବାକୁ ଚାହୁଁଛୁ ଯେ କାଜୋଲ ଓ ଅଜୟ ଦେବଗନ ଝିଅ ନ୍ୟାସା ଗତ କିଛି ସମୟ ଠାରୁ ସିଙ୍ଗାପୁରରେ ଗୋଟେ ଇଣ୍ଟରନେସନଲ ସ୍କୁଲରେ ପାଠ ପଢୁଛନ୍ତି, ନ୍ୟାସା ପ୍ରାୟତଃ ଛୁଟି ରେ ମା ବାପା ସହ ରହିବା ପାଇଁ ଆସନ୍ତି । କଜୋଲ ଓ ଅଜୟ ମଧ୍ୟ ଖାଲି ସମୟରେ ପ୍ରାୟତଃ ଦୁଇ ଛୁଆଙ୍କ ସହ ସମୟ ବିତେଇବା ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *