ଖରାପ ସମୟ ସମାପ୍ତ ହେଲା, ଆଜିଠାରୁ ୨୭ ମାର୍ଚ୍ଚ ପର୍ଯ୍ୟନ୍ତ, ଜାଣନ୍ତୁ କଣ ଲେଖା ହୋଇଛି ଆପଣଙ୍କ ଭାଗ୍ୟରେ

ମେଷ, ସିଂହ, ଧନୁ ରାଶି :

ଗ୍ରହ ସ୍ଥିତି ଏମିତି ହବାକୁ ଯାଉଛି ଯାହା ଦ୍ଵାରା ଆପଣଙ୍କ ପୁରା ଜୀବନ ବଦଳି ଯିବ, ଆପଣଙ୍କ ଦ୍ଵାରା ହୋଇଥିବା ଗତ ସମୟ କିଛି ଭୁଲ ଆପଣ ସ୍ଵୀକାର କରିବେ, ଓ ସାମ୍ନା ଲୋକଙ୍କୁ ସନ୍ତୁଷ୍ଠ କରିବାରେ ସଫଳତା ପ୍ରାପ୍ତ କରିବେ । ଯେମିତି ଲଙ୍କା ଦ୍ଵାରା ଖାଦ୍ୟ ସ୍ଵାଦିଷ୍ଟ ହୋଇଥାଏ ସେମିତି ଦୁଃଖ ମଧ୍ୟ ଜୀବନ ପାଇଁ ଆବଶ୍ୟକ ଅଟେ, ଓ ଦୁଃଖ ସହିଲା ପରେ ସୁଖ ମୂଲ୍ୟ ଅନୁଭବ ହୋଇଥାଏ ।

ଆପଣଙ୍କ ଆସନ୍ତା ସମୟରେ ଆର୍ଥିକ ସ୍ଥିତି ରେ ସୁଧାର ଆସିବ କିନ୍ତୁ ଟଙ୍କା ପାଣି ଭଳି ଖର୍ଚ୍ଚ ହବ, ସମ୍ପର୍କୀୟ ଲୋକ ଆପଣଙ୍କ ଉଦାର ଓ ଦୟା ସ୍ଵଭାବ ଉପରେ ଲାଭ ଉଠାଇବେ ।

ବୃଷ, କନ୍ୟା, ମକର ରାଶି :

ଆପଣଙ୍କ ଜୀବନ ବହୁତ ବ୍ୟସ୍ତ ଅଟେ, ଆପଣନ ନିଜ କ୍ଷୟମତା ଅନୁଯାଇ କାମ କରିବେ ଯାହା ଫଳ ଆପଣଙ୍କୁ ଖୁବ ଶୀଘ୍ର ପ୍ରାପ୍ତ ହବ । ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦବା ଉଚିତ, ଖାଇବା ଉପରେ ଧ୍ୟାନ ଦିଅନ୍ତୁ, ଏକ୍ସରସାଇଜ କରିବା ଦରକାର ଅଟେ, ରେଷ୍ଟ୍ରୋନେଣ୍ଟ ଖାଇବା ଖାନ୍ତୁ ନାହିଁ ଓ ଥଣ୍ଡା ଜିନିଷ ଖାଇବାରୁ ବଞ୍ଚିକି ରୁହନ୍ତୁ । ଆପଣଙ୍କ ଦିନ ଚାକିରି ପାଇଁ ଅନୁକୂଳ ଅଟେ, ଭାଗ୍ୟ ଖରାପ ଥିଲା କିନ୍ତୁ ଏବେ ଆପଣଙ୍କ ଭାଗ୍ୟ ପରିବର୍ତନ ଚାଲିଛି ଯାହା ପରେ ଆପଣଙ୍କ ସ୍ଥିତି ଅନୁଯାଇ ଭାଗ୍ୟ ଅନୁକୂଳ ରହିବ ।

କର୍କଟ, ବିଛା, ମୀନ ରାଶି :

ଏହି ଦିନ କିଛି କଥା ସ୍ପଷ୍ଟ ହବ ଯାହା ବହୁତ ଦିନ ଧରି ଲୁଚିକି ଥିଲା, ଆଜି ଆପଣଙ୍କ କାମ ଚର୍ଚା ରେ ରହିବ, ଗତ ସମସ୍ୟା ଆଜି ସମାପ୍ତ ହୋଇ ଜୀବ, ନିଜ କାମ ଓ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ । ଆଜି ସମାଜ ରେ ଆପଣଙ୍କ ମହତ୍ଵ ବଢିବାକୁ ଲାଗିବ ଆଜି ଲୋକମାନେ ଆପଣଙ୍କୁ ସମ୍ମାନିତ କରିବେ, ଜୀବନସାଥି ଓ ସନ୍ତାନ ପରାମର୍ଶ କାର୍ଯ୍ୟ କଲେ ଆପଣଙ୍କୁ ସଫଳତା ପ୍ରାପ୍ତ ହବ, ଆଜି ଆପଣଙ୍କ ଜୀବନ ରେ ସବୁ ପ୍ରକାର ସୁଖ ପ୍ରାପ୍ତ କରିବେ ।

ବିଛା ରାଶି ଲୋକଙ୍କ ମନୋବଳ ଆଜି ବଢିବ, ଧନ ଓ ପ୍ରତିଷ୍ଠା ରେ ଲାଭ ପ୍ରାପ୍ତ ହବ । ଆଜି ଆପଣଙ୍କୁ ଆପଣଙ୍କ ଭାଇ ଭଉଣୀ ଦ୍ଵାରା ସାହାଜ୍ଯ ପ୍ରାପ୍ତ ହବ, ଆଜି ଆପଣ ବହୁତ ଗୁଡିକ କାର୍ଯ୍ୟ ଏକା ସହ କରି ପାରିବେ, କୋର୍ଟ ଆଇନ ସମ୍ବନ୍ଧିତ କାର୍ଯ୍ୟ ରେ କିଛି ସମୟ ଲାଗି ପାରେ । ଧନ ଅଟକିବା ପାଇଁ ଆପଣଙ୍କୁ ବହୁତ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡି ପାରେ, ଏହି ସମୟ ପ୍ରେମ ସମ୍ବନ୍ଧ ପାଇଁ ବହୁତ ଭଲ ଅଟେ ।

Leave a Reply

Your email address will not be published. Required fields are marked *