ବ୍ରିଟେନ ପ୍ରଧାନମନ୍ତ୍ରୀ ବରିସ ଜନସନ ନିଜ ଚିକିତ୍ସା କଥା ସାର୍ବଜନିକ ପ୍ରଧାନମନ୍ତ୍ରୀ ଜନସନ ୨୬ ମାର୍ଚ କରୋନା ପୋଜେଟିବ ଯାଞ୍ଚ ହୋଇଥିଲା ଏହା ପରେ ଲଣ୍ଡନ ସେଟ ଥମସ ହସ୍ପିଟଲ ରେ ଭର୍ତି ହୋଇଥିଲେ, ଅଲଗା ଦିନ ଆଇସିୟୁରେ ରଖା ଗଲା, କିନ୍ତୁ ପୂର୍ଣ ରୂପରେ ଭଲ ହେଲା ପରେ ସେ ନିଜ କାମକୁ ଫେରି ଆସିଛନ୍ତି । ଗୋଟେ ଇଣ୍ଟରଭ୍ୟୁରେ ରେ ବୋରୀସ ଜନସନ କହିଲେ ହସ୍ପିଟଲରେ ତାଙ୍କୁ ଜୀବନ ଦବା ପାଇଁ ତାଙ୍କୁ କେତେ ପ୍ରକାର ଡକ୍ଟର କେତେ ଲିଟର ଅକଶିଜନ ଦିଆ ଯାଉଥିଲା ।
ହସ୍ପିଟଲରେ ଥିଲା ବେଳେ ଜନସନ କେବଳ ଏହା ଭାବୁଥିଲେ ଯେ ଏହି ସବୁ ଠାରୁ କେତେବେଳେ ବାହାରିବେ । ତାଙ୍କ ପାର୍ଟନର କେରି ସାଇମଣ୍ଡସ୍ କହିଥିଲେ ତାଙ୍କ ଦୁଇ ପୁଅ ନାମ ଦୁଇ ଡକ୍ଟର ଯିଏ ଜନସନକୁ ଭଲ କରିଥିଲେ ତାଙ୍କ ନାରେ ରଖା ଯାଇଛି । ବୋରୀସ ଜନସନ କହିଥିଲେ ଯେ ଡକ୍ଟର ଏହି କଥା ଧ୍ୟାନ ରଖିଥିଲେ ଯେ ଯଦି ମୋ ସ୍ୱାସ୍ଥ୍ୟ ଖରାପ ହେଲା ତେବେ କଣ କରା ଜୀବ, ଜନସନ କହିବା ଅନୁଯାଇ ଏହା ବିଶ୍ଵାସ କରିବା କଠିନ ଥିଲା ଯେ କେବଳ କିଛି ଦିନରେ ମୋ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା ।
ତାଙ୍କ କହିବା ଅନୁଯାଇ ଡକ୍ଟର ତାଙ୍କ ବହୁତ ଧ୍ୟାନ ରଖିଥିଲେ ଯାହା କାରଣରୁ ଆଜି ମୁଁ ସ୍ଵସ୍ଥ ହେଇ ପାରିଲି । ସୋଶିଅଲ ମିଡିଆ ରେ ନିଜ ଛୁଆଙ୍କ ଫଟୋ ପୋଷ୍ଟ କଲା ବେଳେ କେରି ସାଇମଣ୍ଡ୍ସ କହିଲେ ଛୁଆ ଦୁତୀୟ ମିଡିଲ ନାମ ନିକୋଲସ ଡକ୍ଟର ନିକ ପ୍ରାଇସ ଏବଂ ଡକ୍ଟର ନିକ ହାର୍ଟ ନାମ ଉପରେ ରଖା ଯାଇଛି ଯିଏ ପ୍ରଧାନମନ୍ତ୍ରୀ ଜୀବନ ବଞ୍ଚାଇଥିଲେ । ଦୁଇ ଡକ୍ଟର କହିବା ଅନୁଯାଇ, ଏହି ଭଳି ସମ୍ମାନ ଏବଂ ବିନମ୍ର ଅନୁଭବ କରୁଅଛୁ, ସେଟ ଥମସ ହସ୍ପିଟଲ ରେ ଜିନ ଡକ୍ଟର ସହ ସୁକ୍ରିୟା କହିବା ଅନୁଯାଇ ଏବଂ ଏହି କଥା ସୁନିଶ୍ଚିତ କରି ସବୁ ରୋଗି ସବୁଠାରୁ ଭଲ ଚିକିତ୍ସା ଏଠାରେ ପ୍ରାପ୍ତ କରିଥିଲେ, ନୂଆ ପରିବାର ଭଲ ସ୍ୱାସ୍ଥ୍ୟ ଏବଂ ସୁଖ ପାଇଁ ଆମେ କାମନା କରୁଅଛୁ ।
କେରି ସାଇମଣ୍ଡ୍ସ ଇଂଷ୍ଟାଗ୍ରାମ ରେ ନିଜ ପୁଅ ଗୋଟେ ଫଟୋ ସହ ଲେଖିଲେ ଏହି ନାମ ନିଜ ଦାଦା ନାନା ଏବଂ ହସ୍ପିଟଲ ରେ ବୋରୀସ ଚିକିତ୍ସା କରୁଥିବା ଡକ୍ଟରମାନଙ୍କ ସମ୍ମାନ ରେ ଦିଆ ଯାଇଛି । ୟୁନିୱର୍ସିଟି କଲେଜ ଲଣ୍ଡନ ହସ୍ପିଟଲ କର୍ମଚାରି ମାନଙ୍କୁ ଧନ୍ୟବାଦ କହିବା ପାଇଁ ଲେଖିଲେ- ମୁଁ ଏହା ଠାରୁ ଅଧିକ ଖୁସି ହୋଇ ପାରିବି ନାହିଁ, ମୋ ମନ ଏହା ଦେଖି ଭାରି ଯାଇଥିଲା । ସେ ଆଗକୁ ଲେଖିଲେ ତାଙ୍କ ପ୍ରଥମ ନାମ ପ୍ରଧାନମନ୍ତ୍ରୀ ଦାଦାଙ୍କ ନାମ, ମଧ୍ୟ ପ୍ରଥମ ନାମ ସ୍ଵୟଂ ତାଙ୍କ ଦାଦା ନାମ ଉପରେ ରଖା ଯାଇଛି ।