କ୍ରିଷ୍ ଗେଲଙ୍କ ପତ୍ନୀ ଏତେ ସୁନ୍ଦର ଯେ ତାଙ୍କ ଆଗରେ ଦିପିକା ଓ ଅନୁସ୍କା ଫିକା ପଡିଯିବେ । ଦେଖନ୍ତୁ ଫଟୋ ଗୁଡିକ

କ୍ରିଷ୍ ଗେଲ୍ ଜେଣେ ଏପରି ଖେଳାଳି ଜାହାଙ୍କୁ ପ୍ରତ୍ୟେକ ଦେଶର ପ୍ରାୟ ସମସ୍ତ ବଲୋର ତାଙ୍କୁ ଡରି ଥାନ୍ତିକି ବଲ ପକାଇବା ପାଇଁ ଓ ଏମିତିରେ ସେ ଖାସ କରି ଜଣା ଜାଆନ୍ତି କି ବିସ୍ବରେ ସବୁଠୁ ଅଧିକ ଛକା ମାରିବା ପାଇଁ ଓ ଏହା ସହିତ ସେ ସବୁଠୁ ଲମ୍ବା ଛକା ମାରିବା ପାଇଁ ଜଣା ଜାଆନ୍ତି । ବର୍ତ୍ତମାନ ସମୟ ରେ କ୍ରିଷ୍ ଗେଲ୍ ଜଣେ ଏମିତି ଖେଳା ରହିଛନ୍ତି ଜାହାଙ୍କ ନାମ ରେ 50 ରୁ ଅଧିକ ଛକା ରହିଛି ଓ ଏହା ସହିତ ସେ ପ୍ରାୟ 30 ହଜାର ରୁ ଅଧି୍କ ଚାରି ମାରିବା ରେ ସକ୍ଷମ ହୋଇଛନ୍ତି । ତେବେ ଦୁନିଆଁ ରେ ଏହି ବଡ ଖେଳାଙ୍କ ଘୋରଣି ଙ୍କ ବିଷୟରେ ବି ଟିକିଏ ଜାଣି ନଅନ୍ତୁ ।

ଏମିତି କୁହାଯାଏ କି କ୍ରିଷ୍ ଗେଲ୍ ଙ୍କ ପତ୍ନୀ ବି ବହୁତ ସୁନ୍ଦର ଅଟନ୍ତି । ତାଙ୍କୁ ଯେ କେହି ବି ଦେଖିବ କହିବେ କି ସେ ଦିପିକା ବା ଅନୁସ୍କାଙ୍କ ଠାରୁ କମ ନୁହନ୍ତି । ଏମିତି ରେ ସେ ବହୁତ ଥର କ୍ରିଷ୍ ଗେଲ୍ଙ୍କ ସହିତ IPL ଦେଖିବା ପାଇଁ ଆସିଛନ୍ତି। ଓ ସେବି ଏହି ସବୁ କ୍ରିକେଟର ବହୁତ ମଜା ଉଠାଇ ଥାନ୍ତି ।

କିନ୍ତୁ ଅସଲ ଜିବନ ରେ କ୍ରିଷ୍ ଗେଲ୍ ଙ୍କ ପତ୍ନୀ ଙ୍କ କୈଣସି ବି ସୋଉକ ନାହିଁ ଯେପରି କି ଖେଳ ଦେଖିବାର । ଏମିତି ରେ ସେ କୁହନ୍ତି କି ମୁଁ କ୍ରିକେଟ କୁ ପସନ୍ଦ ନ କରିଲେ କଣ ହେବ କିନ୍ତୁ ମୋର ସ୍ବାମୀ ଙ୍କୁ ବହୁତ ସାପଟ କରିଥାଏ ।

ଖାସ ସେଇଥି ପାଇଁ ସେ ଆଜି ଏଠାରେ ପହଞ୍ଚିଛନ୍ତି । ଏପରି ସେ ଏହା ବି କହିଥାନ୍ତି କି ସେ ଭାରତୀୟ ଖେଳାଙ୍କୁ ବହୁତ ଭଲ ପାଆନ୍ତି ବୋଲି । ସେ ଗୋଟିଏ ମଜାଳିଆ ବୋଲି ତାଙ୍କ ପରିବାର ରୁ ହିଁ ଜଣା ପଡିଥାଏ କାରଣ ସେ ଘରେ ସମସ୍ତ ଙ୍କ ପ୍ରିୟ ହୋଇଥାନ୍ତି ଏପରି କି ନତାସା ଙ୍କୁ ଘରେ ତାସା ଭାବେ ବୁଲାଇ ଥାନ୍ତି । ଏପରି ବେଳେ ବହୁତ ଖୁସି ରହିଛନ୍ତି ବୋଲି କୁହନ୍ତି ।

କ୍ରିଷ୍ ଗେଲ୍ ଟିକିଏ ସ୍ୟାମଳ ବର୍ଣ୍ଣ ର ଥିବା ବୂେଳେ କିନ୍ତୁ ତାଙ୍କ ପତ୍ନୀ ବହୁତ ଗୋରା ଓ ସୁନ୍ଦର ବି ଲାଗନ୍ତି । ବରଂ ସେ ତାଙ୍କ ସୁନ୍ଦରତା ପ୍ରତି ବହୁତ ଧ୍ଯାନ ଦିଅନ୍ତି ବୋଲି ଜଣା ପଡିଛି । ବର୍ତ୍ତମାନ ସମୟ ରେ ବହୁତ ସୁନ୍ଦର ଦେଖା ଦେବାରେ ଲାଗିଛନ୍ତି । ଗୋଟିଏ ସେୟାର କରି ଏହି ଖବରକୁ କ୍ରିସ ଗେଲଙ୍କୁ ପସନ୍ଦ କରୁଥିବା ସମସ୍ତ ଲୋକଙ୍କ ପାଖେ ପହଞ୍ଚାନ୍ତୁ.

Leave a Reply

Your email address will not be published. Required fields are marked *