ଏହି ଛଅଟି ରାଶିର ଭାଗ୍ୟ 16 ରୁ 22 ତାରିଖ ମଧ୍ୟରେ ଚମକିବ , ହେଇଯିବ ବିଗିଡି ଯାଇଥିବା କାମ ,ହେବେ ମାଲାମାଲ୍

ଦୁନିଆରେ କିଏ ବା ବଡ ହେବା ପାଇଁ ଚାହେଁ ନାହିଁ ଆମକୁ କୁହନ୍ତୁ । ଏପରି ବେଳେ ଲୋକତ ବହୁତ ବଡ ହେବାର ସ୍ବପ୍ନ ଦେଖି ଥାନ୍ତି କିନ୍ତୁ କେବେ ତାହାକୁ କିପରି ଭାବେ ସାକାର କରିବେ ସେମାନଙ୍କୁ ଜଣା ନଥାଏ । କେଉଁ ସ୍ଥିତି ରେ ଆପଣଙ୍କୁ ନିଜର ଭାଗ୍ୟ ପରିବର୍ତନ କରିବା ଦରକାର ଓ ଏହା କରିବା ଦ୍ବାରା ଆପଣଙ୍କର କିପରି ଫାଇଦା ହୋଇଥାଏ । ଆମେ ସେଇଥି ପାଇଁ ଆଜି କିଛି ଏମିତି ରାଶି ବିଷୟ ରେ କହିବା ପାଇଁ ଜାଉଛୁ ଯେଉଁମାନେ କି ନିଜ ଭାଗ୍ୟ ଏହି ଦୂର୍ଗା ପୂଜା ରେ ସେମାନେ ବଦଳା ଦେଇ ପାରିବେ ଜାହାକି 15 ରୁ 18 ତାରିଖ ଭିତରେ ପଡୁଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ କଣ ।

ମେଷ ରାଶି : ଏହି ରାଶିପାଇଁ ଜାତକ ହିସାବରେ ବହୁତ ଶୁଭ ଯୋଗ ହେଉଛି , ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ବହୁତ ବଡ ଦାୟିତ୍ୱ ମିଳିବାର ଅଛି , ଏହି ସମୟରେ ଆପଣଙ୍କ ଦାଦା ପୁଅ ଭାଇମାନଙ୍କ ଠାରୁ ବଡ ସହଯୋଗ ମିଳିବ , ପରିବାର ସହ ଧାର୍ମିକ ସ୍ଥାନକୁ ଯାଇପାରନ୍ତି , ସାମାଜିକ ଓ ଧାର୍ମିକ ସମାରୋହରେ ସବୁଠାରୁ ଭଲ ସମୟ ଅଛି ବୋଲି ଜଣାଯାଉଛି ।

ମିଥୁନ ରାଶି : ଏହି ରାଶିମାନଙ୍କର ଜାତକରେ ଭାଗ୍ୟ ଖୋଲିବ , ଏମାନଙ୍କର ଭାଗ୍ୟରେ ପରିବର୍ତ୍ତନ ଦେଖା ଦେବ , ଆପଣଙ୍କ ଜୀବନରେ ଖୁସି ଆସିବ , ଓ କେଉଁ କାରଣ ବଶତଃ ଆପଣଙ୍କ ଜୀବନସାଥି ଠାରୁ ଦୂରରେ ରହିବାକୁ ପଡିପାରେ , ନିଜର ଭଲ ବ୍ୟବହାର ପାଇଁ ସମାଜରେ ପ୍ରତିଷ୍ଠା ହାସଲ କରିପାରିବେ ,

କନ୍ୟାରାଶି : ଏହି ରାଶିମାନଙ୍କର ଭାଗ୍ୟ ଚମକିବାର ଅଛି , ଲାଭ ଓ ଲାଭ ହିଁ ହେବ , ଆପଣଙ୍କ ବନ୍ଧୁ ଆପଣଙ୍କୁ କେଉଁ ଭଲ ସମାଚାର ଶୁଣାଇବେ , ପରିବାରରେ ପ୍ରେମ ବଢିବ , ପ୍ରେମ ସଂବନ୍ଧିତ ମାମଲାରେ ଆପଣଙ୍କୁ ସଫଳତା ମିଳିବ , ସଂମ୍ପତ୍ତି ନିବେଶରେ ଦୁଇ ଗୁଣା ଲାଭ ମିଳିବ ।

ତୁଳା ରାଶି : ଏହି ରାଶିର ଜୀବନରେ କିଛି ବଡ ପରିବର୍ତ୍ତନ ହେବାର ଦେଖାଯାଉଛି , ଆପଣଙ୍କୁ ଅଚାନକ ଭାରି ଧନ ଲାଭ ହେବାର ଯୋଗ ରହୁଛି , ଆପଣ ବହୁତ ଜଲଦି ଆଗକୁ ବଢିବେ ଓ ସଫଳତା ପାଇବେ , ସରକାରଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ , ଆପଣଙ୍କ ଅଟକିଥିବା କାମ ପୂରା ହେବ ।

କୁମ୍ଭରାଶି : ଜୀବନସାଥିଙ୍କ ଠାରୁ ଭରପୁର ସହଯୋଗ ମିଳିବ , ଶିକ୍ଷା ଓ ଚାକିରି କ୍ଷେତ୍ରରେ ଚାଲୁଥିବା ପ୍ରୟାସରେ ସଫଳତା ପାଇବେ , ଯଦି ଆପଣ ନିଜ ପରିଶ୍ରମ ଜାରି ରଖିବେ , ଆପଣଙ୍କ ଭାଗ୍ୟ ବଦଳିବ , ନିବେଶ କରିବା ଦ୍ୱାରା ଆପଣଙ୍କ ଉନ୍ନତି ହେବ ।

ମକର ରାଶି : ଏହି ରାଶିର ଜାତକରେ ଚାକିରି କରୁଥିବା ଲୋକଙ୍କ ନିଜ ଦକ୍ଷତା ଯୋଗୁଁ ଉନ୍ନତି କରିବେ , ଦରମାରେ ବୃଦ୍ଧି ଘଟିବ , ଆପଣଙ୍କ ନୂଆ ଯୋଜନା ଅନୁକୁଳ ଫଳ ପ୍ରଦାନ କରିବ , ଆଜି କେବଳ ବସିବା ଅପେକ୍ଷା କିଛି ଏପରି କାମ କରନ୍ତୁ , ଯାହା ଦ୍ୱାରା ଆପଣ କମେଇବାରେ କିଛି ଲାଭ ମିଳିବ , ଏହି ଦିନ ମା ଲକ୍ଷ୍ମୀଙ୍କ କୃପାରୁ ସୁଖ ସୁବିଧା ଓ ବସ୍ତୁର ପ୍ରାପ୍ତି ହେବ ।

Leave a Reply

Your email address will not be published. Required fields are marked *