ଅଧିକ କାନ୍ଦୁଥିବା ଝିଅଙ୍କ ପାଖରେ ଥାଏ ଏହି ସବୁ ଖାସ ଗୁଣ

ନମସ୍କାର ବନ୍ଧୁଗଣ , ଆଜି ଆମେ ଆପଣଙ୍କୁ କହିବୁ ଯେଉଁ ଝିଅମାନେ ଅଧିକ କାନ୍ଦି ଥାଆନ୍ତି ସେମାନଙ୍କ ପକାହରେ କଣ ସବୁ ଖାସ ଗୁଣ ଥାଏ । ଅଧିକ କାନ୍ଦୁଥିବା ଝିଅମାନେ ସ୍ୱଭାବର ଶାନ୍ତ ଓ ଟିକେ ଲାଜୁଆ ଥାଆନ୍ତି । ବେଳେ ବେଳେ ଛୋଟ ଛୋଟ କଥାରେ ସେ କାନ୍ଦି ବି ପକାନ୍ତି । ଏମିତି ଝିଅମାନେ ମନରୁ କମଜୋର ନ ଥାନ୍ତି । ବିଜ୍ଞାନ କହେ ବେଶୀ କାନ୍ଦିଲେ ଦେହ ଭଲ ରହେ, ମନ ହାଲ୍କା ହୁଏ ଏବଂ ମସ୍ତିସ୍କ ଶାନ୍ତ ରହେ । ଏବେ ଜାଣିବା ଅଧିକ କାନ୍ଦୁଥିବା ଝିଅଙ୍କ ବିଶେଷ ଗୁଣ।

ଅଧିକ କାନ୍ଦୁଥିବା ଝିଅମାନେ ଅନ୍ୟର ମନ କଥାକୁ ଭଲ ଭାବରେ ବୁଝିପାରନ୍ତି । ସ୍ୱାମୀଙ୍କ ପରିବାର ସହିତ ହସ ଖୁସିରେ ଚଳି ପାରନ୍ତି । ଏହି ଝିଅମାନେ ସର୍ବଦା ଶାନ୍ତ ସ୍ୱଭାବ ହେବା ସହିତ ଭଲ ବନ୍ଧୁଟିଏ ମଧ୍ୟ ହେଇପାରନ୍ତି। ଅଧିକ କାନ୍ଦୁଥିବା ଝିଅ ଜୀବନସାଥୀଙ୍କ ଭାବନା ସହ ଯୋଡି ହୁଅନ୍ତି । ଜୀବନସାଥୀଙ୍କୁ ସଫଳତାର ଶ୍ରେୟ ଦେଇଥାନ୍ତି । ମୁଖ୍ୟ କଥା ହେଲା ଏମାନେ କାଳ୍ପନିକ ଦୁନିଆରେ ନ ଉଡ଼ି ବାସ୍ତବ ଜୀବନରେ ଚାଲିବାକୁ ପସନ୍ଦ କରନ୍ତି । ସବୁବେଳେ ଏମାନେ ବ୍ୟବସ୍ଥିତ ଓ ଅନୁଶାସନ ଜୀବନକୁ ପସନ୍ଦ କରିଥାନ୍ତି ।

ଲେଖାଟି ଯଦି ଭଲ ଲାଗିଲା ତେବ ଅନ୍ୟମାନଙ୍ କସହିତ ଶେୟାର କରନ୍ତୁ।

Leave a Reply

Your email address will not be published. Required fields are marked *