ଦିନକୁ ଦିନ ଖାଇବା ତେଲର ମୂଲ୍ୟ ବଢିବାକୁ ଲାଗିଛି,ତେଲ ବିନା ମଣିଷ କୌଣସି ଜିନିସବି କରିପାଋବ ନହିଁ କିନ୍ତୁ ତେଲ ଦର ବୃଦ୍ଧି ହୋଇ ଲୋକଙ୍କ ଚିନ୍ତା ବଢାଇଛି । ୬ ମାସରେ ଦେଢଗୁଣ ବଢିଛି । କିଛିମାସ ପୂର୍ବରୁ ୧୧୦ ଟଙ୍କାରେ ମିଳୁଥିଲା କିନ୍ତୁ ଏବେ ୧୬୦ ଟଙ୍କାରେ ବିକ୍ରୀ ହେଉଛି । ଏବେ ପ୍ରତିଦିନ ଖାଇବା ତେଲ ବୃଦ୍ଧି ଦେଖାଯାଉଛି । ଜନସାଧାରଣ ଏବେ ଖାଇବା ତେଲ ବୃଦ୍ଧିକୁ ନେଇ ବହୁତ ଚିନ୍ତିତ ହେଉଛନ୍ତି । ରୋଷେଇ ଗ୍ଯାସ ଦର ବୃଦ୍ଧି ହେଲା ପରେ ତେଲ ଦର ବୃଦ୍ଧି ହୋଇଛି ।
କିନ୍ତୁ ତେଲ ଦର ଜନସାଧାରଣଙ୍କୁ ବହୁତ ବଢିଛି । ତେଲ ବୃଦ୍ଧି ଏବେ ଗୋଟିଏ ଚିନ୍ତାର ବିଶ୍ବାସ ହୋଇଛି । ତୁଳନା କଲେ ଜାଣିବେ ପ୍ରାୟ ଗ୍ଯାସ ତୁଳନାରେ ତେଲ ୫୦ ପ୍ରତିଶତ ବୃଦ୍ଧି ପାଇଛି । ତେଲର ଦାମ କିଛିଟା ବୃଦ୍ଧି ହୋଇଥିଲା ବେଳେ ଗତ ୬ ମାସରେ ଦେଢଗୁଣ ବଢିଛି ଖାଇବା ତେଲ ମୂଲ୍ୟ । ଖାଲି ଟ୍ଵିନ ସିଟିରେ ବହୁତ ପ୍ରକାର ବ୍ରାଣ୍ଡ ଯେମିତିକି ପମୋଲିନ, ରିଫାଇନ ଓ ସୋରିଷ ତେଲର ମୂଲ୍ୟ ଜହ ଥିଲା ଏବେ ତାହା ୧୬୦ ଟଙ୍କାରେ ପହଞ୍ଚିଛି ।
ପୂର୍ବ ୬ ମାସରୁ ରିଫାଇନ ତେଲର ମୂଲ୍ୟ ୯୫ ରୁ ୧୬୦ ଟଙ୍କା ହୋଇଛି । ସୋରିଷ ତେଲର ମୂଲ୍ୟ ୯୦ ରୁ ୧୬୦ ଟଙ୍କା । ଏବଂ ପାମୋଲିନ ତେଲ ଲିଟର ପିଛା ୮୦ ରୁ ୧୩୦ ଟଙ୍କା । ବିଦେଶରୁ ଆସୁଥିବା ତେଲର ମୂଲ୍ୟ ମଧ୍ୟ ୪୦ ପ୍ରତିଶତ ବୃଦ୍ଧି ହୋଇଛି ।
ଆମ ଦେଶରେ ୭୦ ପ୍ରତିଶତ ଖାଇବା ତେଲ ବିଦେଶରୁ ଆମଦାନୀ ହୋଇଥାଏ । କିନ୍ତୁ ଯେତିକି ଦରକାର ହେଉଛି ତେଲ ତାର ପରିମାଣ ଏବେ କମିବାକୁ ଲାଗିଛି ଏବଂ ସେଥିଲାଗି ଖାଇବା ତେଲର ଦର ବୃଦ୍ଧି ପାଉଛି । ଆଗକୁ ମଧ୍ୟ ଏମିତି ରହିବ ବୋଲି ବ୍ୟବସାୟ ମାନେ କହିଛନ୍ତି । ଗ୍ଯାସ ପରେ ତେଲର ବୃଦ୍ଧି ଏବେ ମୁଣ୍ଡ ବିନ୍ଧାର କାରଣ ହେଲାଣି । ଯଦି ଏମିତି ପରିସ୍ଥିତି ଆସିବ ତେବେ ଜନସାଧାରଣ ବହୁତ ଅସୁବିଧାର ସମୁଖିନ ହୋଇବେ ।
ଯେଉଁ ଭାବେ ସବୁ ଦରଦାମ ବଢୁଛି ଜଣା ନାହିଁ ଆଗକୁ କଣ ହେବ । ତେବେ ସରକାରଙ୍କ ଏହି ସବୁ ନିଷ୍ପତ୍ତି ଉପରେ ଆପଣଙ୍କ ମତ କଣ ନିଶ୍ଚୟ କମେଣ୍ଟ କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।