Jasprit Bumrah ଙ୍କ ବିବାହରେ ଏହି ସବୁ ଦାମୀ ଗିଫ୍ଟ ଦେଲେ Cricketer ଓ Bollywoodର ଷ୍ଟାରମାନେ

ବନ୍ଧୁଗଣ ପ୍ରସିଦ୍ଧ କ୍ରିକେଟର “ଜସପ୍ରିତ ବୁମରାହ” ୧୪ ମାର୍ଚ୍ଚ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଲେଣି । ତାଙ୍କ ପତ୍ନୀ ଙ୍କ ନାମ “ସଞ୍ଜନା” ଅଟେ । ଏହି ଦୁହିଜଣ ଗୋଆ ରେ ନିଜ ଫ୍ୟାମିଲି ଏବଂ ବନ୍ଧୁ ମାନଙ୍କ ମଧ୍ୟରେ ଗୋଆରେ ବହୁତ ପ୍ରାଇଭେଟ ଭାବରେ ବିବାହ କରିଛନ୍ତି । ବିବାହଟି ପ୍ରାଇଭେଟ ଥିଲେ ମଧ୍ୟ “ଜସପ୍ରିତ ବୁମରାହ” ନିଜ ବିବାହ ଖବର ସମସ୍ତ କ୍ରିକେଟର ଏବଂ ବଲିଉଡ ରେ ଥିବା ବନ୍ଧୁ ମାନଙ୍କୁ ଜଣାଇ ସାରିଥିଲେ । ଏହି କାରଣରୁ ତାଙ୍କ ବନ୍ଧୁମାନେ ତାଙ୍କ ବିବାହରେ ଅନେକ ଗୁଡିଏ ଏକ୍ସପେନସିଭ ଗିଫ୍ଟ ପଠାଇଛନ୍ତି ।

ବନ୍ଧୁଗଣ ଆଜି ଆମେ “ଜସପ୍ରିତ ବୁମରାହ” ଏବଂ “ସଞ୍ଜନା” ଙ୍କ ବିବାହ ଉପହାର ସମ୍ବନ୍ଧରେ କହିବାକୁ ଯାଉଛୁ ଯାହା ବଲିଉଡ ର ବନ୍ଧୁ ଏବଂ କ୍ରିକେଟର ମାନଙ୍କ ଠାରୁ ଉପହାର ମିଳିଲା ।

୧- “ଅନୁଷ୍କା ଶର୍ମା”;- ବନ୍ଧୁଗଣ ସବୁଠାରୁ ପ୍ରଥମେ ଜଣେଇବାକୁ ଯାଉଛୁ ଇଣ୍ଡିଆନ ଟିମ ର କ୍ଯାପଟେନ “ବିରାଟ କୋହଲି” ଙ୍କ ପତ୍ନୀ “ଅନୁଷ୍କା ଶର୍ମା” ଙ୍କର ଉପହାର ସମ୍ବନ୍ଧରେ, “ଅନୁଷ୍କା ଶର୍ମା” “ଜସପ୍ରିତ ବୁମରାହ” ଏବଂ “ସଞ୍ଜନା” ଙ୍କୁ ବିବାହ ର ଶୁଭେଛା ଜଣାଇଲେ ଏବଂ ସଞ୍ଜନା ପାଇଁ ଡାଇମଣ୍ଡ ଇୟର ରିଙ୍ଗ ଏବଂ ଜସପ୍ରିତ ପାଇଁ ହାତ ଘଣ୍ଟା ଉପହାର ସ୍ୱରୂପ ପଠାଇଥିଲେ । ଏହି ଗିଫ୍ଟ ର ମୂଲ୍ୟ ପ୍ରାଏ ୬୦ ଲକ୍ଷ ଟଙ୍କା ଅଟେ ।

୨- “ବିରାଟ କୋହଲି”;- ବନ୍ଧୁଗଣ “ବିରାଟ କୋହଲି” ଦୁହିଜଣଙ୍କୁ ବିବାହର ଶୁଭେଛା ଜଣାଇଲେ ଏବଂ ପ୍ରାଏ ୩ କରୋଡ ର ଉପହାର ସ୍ଵୋରୂପ ଦୁହିଜଣଙ୍କୁ ବିଏମଡବ୍ଲୁ ଉପହାର ସ୍ଵୋରୂପ ଦେଇଥିଲେ ।

୩- “ଅକ୍ଷୟ କୁମାର”;- “ଜସପ୍ରିତ ବୁମରାହ” “ଅକ୍ଷୟ କୁମାର”ଙ୍କ ବହୁତ ବଡ ଫ୍ୟାନ ଅଟନ୍ତି । ବନ୍ଧୁଗଣ ଏହା ସମ୍ବନ୍ଧରେ ବହୁତ କମ ବ୍ୟକ୍ତି ଜାଣିଛନ୍ତି । ସେ “ଅକ୍ଷୟ କୁମାର”ଙ୍କ ସହିତ ଅନେକ ସମୟ ହେବ ଭେଟ କରିସାରିଛନ୍ତି । “ଅକ୍ଷୟ କୁମାର” “ଜସପ୍ରିତ ବୁମରାହ” ଙ୍କୁ ବିବାହ ର ଶୁଭେଛା ଜଣାଇଲେ, ଏବଂ ଉପହାର ସ୍ଵୋରୂପ “ମନିଷ ମାଲୋହତ୍ରା” ଡିଜାଇନ କରିଥିବା ଫୁଲ ସୁଟ ପଠାଇଥିଲେ, ଯାହାର ସମୁଦାୟ ମୂଲ୍ୟ ହେଉଛି ୧୨ ଲକ୍ଷ ଟଙ୍କା ।

୪-  “ରୋହିତ ଶର୍ମା” ;- ବନ୍ଧୁଗଣ “ରୋହିତ ଶର୍ମା” ଇଣ୍ଡିଆନ କ୍ରିକେଟ ଟିମ ର ବହୁତ ଭଲ ଖେଳାଳି ଅଟନ୍ତି । ସେ “ଜସପ୍ରିତ ବୁମରାହ” ଙ୍କୁ ବିବାହର ଶୁଭେଛା ଜଣାଇଲେ, ଏବଂ ଉପହାର ସ୍ଵୋରୂପ ୟୁରୋପ ର ହନିମୁନ ପ୍ଯାକେଜ ମଧ୍ୟ ପଠାଇଲେ ।

୫- “ସାରୁଖ ଖାନ”;-  ପ୍ରସିଦ୍ଧ ଅଭିନେତା “ସାରୁଖ ଖାନ” ଅନେକ ସମୟ ହେବ ଇଣ୍ଡିଆକୁ ଷପୋର୍ଟ ମଧ୍ୟ କରିଛନ୍ତି । ବନ୍ଧୁଗଣ ସେ “ଜସପ୍ରିତ ବୁମରାହ” ଙ୍କୁ ସୁଜୁକି ହାୟା ବୋଶା ନାମକ ବାଇକ ଉପହାର ସ୍ଵୋରୂପ ଦେଲେ, ଯାହାର ମୂଲ୍ୟ ୧୩ ଲକ୍ଷ ଅଟେ ।

୬- “ମହେନ୍ଦ୍ର ସିଂହ ଧୋନୀ”;- ବନ୍ଧୁଗଣ ଭାରତ କ୍ରିକେଟ ର ଅଧିନାୟକ ଧୋନୀଙ୍କୁ କିଏ ବା ନଜାଣନ୍ତି । ସେ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ର ହିସା ଅଟନ୍ତି ନାହିଁ ମାତ୍ର ସେ ଆଜି ମଧ୍ୟ ଭାରତୀୟ କ୍ରିକେଟ ଟିମ ର ମେମ୍ବର ମାନଙ୍କ ସହିତ ଭଲ ସମ୍ପର୍କ ରଖିଆସିଛନ୍ତି । ସେ “ଜସପ୍ରିତ ବୁମରାହ” ଙ୍କୁ ବିବାହର ଶୁଭେଛା ଜଣାଇଲେ ଏବଂ ତାଙ୍କ ପତ୍ନୀ “ସଞ୍ଜନା” ଙ୍କ ପାଇଁ ଗୋଟିଏ ଡାଇମଣ୍ଡ ନେକଲେସ ଉପହାର ସ୍ଵୋରୂପ ପଠାଇଲେ । ଏହାର ମୂଲ୍ୟ ପ୍ରାଏ ୨୦ ଲକ୍ଷ ଟଙ୍କା ଅଟେ ।

୭- “ଅମିତାଭ ବଚ୍ଚନ”;-  ବନ୍ଧୁଗଣ “ଅମିତାଭ ବଚ୍ଚନ” କ୍ରିକେଟ ର ବହୁତ ବଡ ଫ୍ୟାନ ଅଟନ୍ତି ସେ “ଜସପ୍ରିତ ବୁମରାହ” ଉପହାର ସ୍ଵୋରୂପ ଗୋଟିଏ କଷ୍ତୋମାଇଜ କଲମ ଉପାହାର ଦେଲେ, ଯାହାର ମୂଲ୍ୟ ୮୦ ହଜାର ଟଙ୍କା ଅଟେ ।

୮- “ସଚ୍ଚିନ ତେନ୍ଦୁଲକର”;- ବନ୍ଧୁଗଣ “ସଚ୍ଚିନ ତେନ୍ଦୁଲକର” ବିଏମଡବ୍ଲୁ କୁ ପ୍ରେଜେଣ୍ଟ କରନ୍ତି ଏବଂ ସବୁ ବନ୍ଧୁ ମାନଙ୍କୁ ବିଏମଡବ୍ଲୁ ଉପହାର କରିଥାନ୍ତି । ସେ “ଜସପ୍ରିତ ବୁମରାହ” ଏବଂ “ସଞ୍ଜନା” ଙ୍କୁ ବିଏମଡବ୍ଲୁ x5 କାର ଉପହାର ସ୍ଵୋରୂପ ପ୍ରଦାନ କଲେ, ଯାହାର ମୂଲ୍ୟ ପ୍ରାଏ ୭୦ ଲକ୍ଷ ଟଙ୍କା ଅଟେ । ବନ୍ଧୁଗଣ ଏହା ଥିଲା “ଜସପ୍ରିତ ବୁମରାହ” ଏବଂ “ସଞ୍ଜନା” ଙ୍କୁ ବହୁମୂଲ୍ୟ ଉପହାର ଦେଇଥିବା କ୍ରିକେଟର ଏବଂ ବଲିଉଡ ଅଭିନେତା ଙ୍କ ବିବରଣୀ । ଆପଣଙ୍କୁ ଏହା ପସନ୍ଦ ଆସୁଥିଲେ ଦୟାକରି ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *