କେବଳ ଥରେ ଏହା ପ୍ରୟୋଗ କରି ଦାନ୍ତ ର ପୋକ ସହଜରେ ବାହାର କରନ୍ତୁ

ବନ୍ଧୁଗଣ ଯଦି ଆପଣଙ୍କ ଦାନ୍ତରେ ପୋକ ଲାଗିଅଛି ତେବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ଯକ ନାହିଁ । ଅନେକ ସମୟରେ ଆମେ ନିଜ ଦାନ୍ତ କୁ ସଠିକ ଭାବେ ସଫା କରିନଥାଉ ଏହା ଫଳରେ ପାଟି ଦୁର୍ଗନ୍ଧ ଛାଡିବା ସମେତ ଦାନ୍ତରେ ପୋକ ମଧ୍ୟ ଲାଗିଥାଏ । ଗୋଟିଏ ଦନ୍ତ ନଷ୍ଟ ହେବା ସମେତ ସବୁ ଦାନ୍ତ ଗୁଡିକୁ ମଧ୍ୟ ପୋକ ଗୁଡିକ ଧୀରେ ଧୀରେ ନଷ୍ଟ କରିଦିଅନ୍ତି । ଦାନ୍ତ ଆପଣଙ୍କର ଏତେ ଜୋର ସେ ଦରଦ ଏବଂ ବିନ୍ଧିଥାଏ ଯେ, ତାହାକୁ ସମ୍ଭାଳିବା ବହୁତ କଷ୍ଟ ହୋଇଯାଏ ଏବଂ ଆପଣ ମାନେ କ୍ରମଶ ପେନକିଲର ର ବ୍ୟବହାର କରିଥାନ୍ତି ।

ମାତ୍ର ତାହା କ୍ଷଣିକ ପାଇଁ ଆରାମ ଦେଇଥାଏ । ପୁଣି ଆପଣଙ୍କର ମୁଣ୍ଡ ବଥାର କାରଣ ହୋଇଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ ଯାହା ଆପଣଙ୍କୁ ଦାନ୍ତ ର ପୋକ ବାହାର ତଥା ଦାନ୍ତ ବିନ୍ଧାରୁ ରାହାତି ଦେବ । ଆସନ୍ତୁ ଏବେ ଜାଣିବା ଉପାୟଟି ସମ୍ବନ୍ଧରେ,- ବନ୍ଧୁଗଣ ଏଥିପାଇଁ ଆପଣଙ୍କୁ ୨ ଟି ସାମଗ୍ରୀ ର ଆବଶ୍ୟକ ପଡିବ । ପ୍ରଥମଟି ହେଉଛି “ଚୂନ”, ବନ୍ଧୁଗଣ ଏହା ଆପଣଙ୍କୁ ସାଧାରଣତ ବଜାରରେ ଅତି ସହଜରେ ମିଳିଯାଇ ପାରିବ । କୌଣସି ପାନ ଦୋକାନରୁ ଆପଣଙ୍କୁ ଚୂନ ମିଳିଯିବ । ପାନରେ ଲଗାଯାଉଥିବା ଚୂନ ର ପ୍ରୟୋଗ ଆପଣ କରନ୍ତୁ ।

ବନ୍ଧୁଗଣ ଏଥିପାଇଁ ଆପଣ କେବଳ ଚିମୁଟାଏ ଚୂନ ନିଅନ୍ତୁ । ବନ୍ଧୁଗଣ ଏହାପରେ ୨ ୟ ସାମଗ୍ରୀ ଟି ଆପଣଙ୍କୁ ଆବଶ୍ୟକ “ଫିଟକରୀ”, ବନ୍ଧୁଗଣ ସାଧାରଣତ ଏହାକୁ ପୁରୁଷ ମାନେ ଦାଢି ସେଭିଙ୍ଗ କରିବା ସମୟରେ ବ୍ୟବହୃତ କରିଥାନ୍ତି । ଏହା ଆଣ୍ଟିସେପ୍ଟିକ ର କାର୍ଯ୍ୟ କରିଥାଏ । ଏଥିପାଇଁ ଆପଣ ଫିଟକରୀ ର ସେବନ କରିଥାନ୍ତି । ସେଭିଙ୍ଗ ପରେ ଯେଉଁ ଫିଟକରୀ ବ୍ୟବହୃତ କରିଥାନ୍ତି ଏଠାରେ ସେହି ଫିଟକରୀ ର ପ୍ରୟୋଗ କରାଯିବ । ଏହି ଫିଟକରୀ କୁ ଗୁଣ୍ଡା କରି ଏଥିରୁ ମଧ୍ୟ ଚିମୁଟାଏ ନିଅନ୍ତୁ । ବନ୍ଧୁଗଣ ଏଥିରେ ଟିକିଏ ପାଣି ମିଶାଇ ଦିଅନ୍ତୁ । ଏହି ସାମଗ୍ରୀ ସାଧାରଣତ ଆପଣ ମାନଙ୍କୁ ଅତି ସହଜରେ ମିଳିଯାଇଥାଏ ।

ଏହି ସବୁ ସାମଗ୍ରୀକୁ ଆପଣ ମାନେ ଭଲ ଭାବରେ ମିଶାଇ ଦିଅନ୍ତୁ । ବନ୍ଧୁଗଣ ଏହା ପରେ ଆସନ୍ତୁ ଜାଣିବା ଏହାର ପ୍ରୟୋଗ ଆପଣ ମାନେ କିଭଳି କରିବେ । ବନ୍ଧୁଗଣ ଏଥିପାଇଁ ଆପଣଙ୍କୁ କଟନ ଅଥବା ତୁଳା ର ଆବଶ୍ଯକ ହେବ । ଆପଣ ଟିକେ ତୁଳା ନେଇ ସେହି ମିଶ୍ରଣରେ ଭଲଭାବେ ବୁଡାଇ ଦିଅନ୍ତୁ ଏହା ପରେ ତାହାକୁ ନେଇ ଆପଣଙ୍କ ଦାନ୍ତର ଯେଉଁ ସ୍ଥାନରେ ବ୍ୟଥା ହେଉଅଛି ସେହି ଜାଗାରେ ଲଗାନ୍ତୁ । ଯେଉଁ ଜାଗାରେ ଆପଣଙ୍କର ପୋକ ଲାଗିଥିବ ସେହି ଜାଗାରେ ଆପଣ ଭଲ ଭାବରେ ଲଗାନ୍ତୁ ଯାହାକି ପୋକୋରା ଦାନ୍ତ ର ଗାତ ଭିତରକୁ ଯିବ । ଏହାପରେ କିଛି ସମୟ ପର୍ଯ୍ୟନ୍ତ ଆପଣଙ୍କ ପାଟିକୁ ଖୋଲି ରଖନ୍ତୁ ।

ଯଦି ଆପଣ ପାଟି ବନ୍ଧ କରି ରଖନ୍ତି ତେବେ ଆପଣଙ୍କ ଜିଭ ଅଥବା ଉପର ଦାନ୍ତ ଲାଗି ଲଗାଯାଇଥିବା ମିଶ୍ରଣ ଟି ଛାଡିଯାଇଥାଏ । ଏଥିପାଇଁ ଦାନ୍ତରେ ଲଗାଇ ଆପଣ ପାଟିକୁ ଖୋଲି ରଖନ୍ତୁ । ଏପରି କରିବା ଦ୍ଵାରା ୨ ମିନିଟ ପରେ ଆପଣଙ୍କ ପାଟିରୁ ଲାଳ ନିର୍ଗତ ହେବାର ନଜର ଆସିବ । ଏହା ସହିତ ଆପଣଙ୍କ ଦାନ୍ତରେ ଲାଗିଥିବା ପୋକ ମଧ୍ୟ ବାହାରକୁ ବାହାରିବ । ଏହାକୁ ଆପଣ ପ୍ରସ୍ତୁତ କରି ପ୍ରୟୋଗ କରନ୍ତୁ ଆପଣଙ୍କ ସମସ୍ଯା ର କ୍ଷୟ ହେବ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *