ଡିଡିଏଲଜେ ଫିଲ୍ମରେ କାଜୋଲ ମାଁ ଅଭିନୟ କରୁଥିବା ଏହି ଅଭିନେତ୍ରୀଙ୍କ ଅବସ୍ଥା ହୋଇଯାଇଛି ଏବେ ଏମିତି- ଯାହା ଦେଖି ଆପଣଙ୍କୁ ମଧ୍ୟ ଖରାପ ଲାଗିବ

ଯଦି ଆମେ ବଲୀଉଡ କଥା କହିବୁ ତେବେ ଆପଣମାନେ ସମସ୍ତେ ଦିଲୱାଲେ ଦୁଲହନିୟା ଲେ ଯାଏଙ୍ଗେ ଫିମ ଦେଖିଥିବେ, ଏହି ଫିଲ୍ମ ଦ୍ଵାରା ଶାରୁଖ ଓ କାଜୋଲଙ୍କୁ ବଲୀଉଡ ବେସ୍ଟ ଯୋଡି କୁହାଯାଏ । ଦୁହିଙ୍କ ଏହି ଫିଲ୍ମ ପରେ କାଜୋଲ ବହୁତ ପ୍ରସିଦ୍ଧ ହୋଇ ଯାଇଥିଲେ, ଏହା ଆଗରୁ କାଜୋଲ କାମ କରିଥିଲେ କିନ୍ତୁ ସବୁଠାରୁ ଅତ୍ୟଧିକ ପ୍ରଶିଧତା ଏହି ଫିଲ୍ମ ଦ୍ଵାରା ପାଇଥିଲେ । ଆଜି ଆମେ ଏହି ଫିଲ୍ମ ଗୋଟେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛୁ ଯିଏ ଫିଲ୍ମ ରେ କାଜୋଲ ମାଁ ଅଭିନୟ କରିଥିଲେ ।

Image Courtesy: Google

ଏହି ଅଭିନେତ୍ରୀ ନା ଫରିଦା ଜଲାଲ ଅଟେ, ଯାହାଙ୍କୁ ଆପଣ ମାନେ ସମସ୍ତେ ପ୍ରାୟତଃ ଫିଲ୍ମରେ ଦେଖିଥିବେ ଓ ଟିବି ସିରିୟାଲ ରେ ମଧ୍ୟ ଦେଖିବାକୁ ପାଇଥିବେ । ନିଜ ଅଭିନୟ ପାଇଁ ସେ ବଲୀଉଡ ରେ ନିଜ ନା ଗଢିଛନ୍ତି, ଆପଣଙ୍କୁ ଆଜି ଆମେ ଏହା କହିଦବାକୁ ଚାହୁଁଛୁ ଜେ ୧୯୯୦ରେ ଫିଲ୍ମ “ଚୋଦହୱି କା ଚାନ୍ଦ”ଦ୍ଵାରା ନିଜ କେରିୟର ଫିଲ୍ମ ଜଗତରେ ଆରମ୍ଭ କରିଥିଲେ ।

Image Courtesy: Google

ଏହା ପରେ ସେ ବହୁତ ଫିଲ୍ମରେ କାମ କଲେ ଓ ଫିଲ୍ମ ଜଗତ ରେ ନିଜର ଅଲଗା ପରିଚୟ ସ୍ଥାପିତ କଲେ । ବହୁତ କମ ଲୋକ ଏହା ଜାଣିଥିବେ ଜେ ଫରିଦା ଜଲାଲ ରାଜେଶ ଖନ୍ନାଙ୍କ ସହ ମଧ୍ୟ ସ୍କ୍ରିନ ଶେୟର କରିଛନ୍ତି, ତାଙ୍କୁ ଲିଡ ରୋଲ ଠାରୁ ଷପୋର୍ଟିଙ୍ଗ ରୋଲ ରେ ଅଧିକ ଭଲପାଇବେ ପ୍ରାପ୍ତ ହେଲା । ଫରିଦା ଜଲାଲ ୧୯୭୮ରେ ବଲୀଉଡ ଅଭିନେତା ତାରେରେଜ ବାରମ୍ଵାର ସହ ବିବାହ କରିଥିଲେ, ତାରେରେଜଙ୍କ ପ୍ରସିଦ୍ଧ ଫିଲ୍ମ “ଦୟାଲ ଏ ମଦିନା”ଥିଲା ଯାହା ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା ଓ ଲୋକ ଏହି ଫିଲକୁ ବହୁତ ଭଲ ପାଇଥିଲେ ।

Image Courtesy: Google

କିନ୍ତୁ ଦୁଃଖ ର ବିଷୟ ଜେ ୨୦୦୩ରେ ତାଙ୍କ ସ୍ଵାମୀ ମୃତ୍ୟୁ ହୋଇ ଗଲା, ଫରିଦାଙ୍କ ଗୋଟେ ପୁଅ ମଧ୍ୟ ଅଛି ଯାହା ନା ୟାସିନ ଜଲାଲ ଅଟେ । ସ୍ଵାମୀ ମୃତ୍ୟୁ ପରେ ସେ ନିଜ ପୁଅ ସହ ରହୁଛନ୍ତି, ଏମିତି ଗୋଟେ ସମୟ ଥିଲା ଯେତେବେଳେ ଫରିଦା ସବୁ ଅଭିନେତ୍ରୀଙ୍କ ବାଗୟା ସୁନ୍ଦର ଥିଲେ କିନ୍ତୁ ବୟସ ସହ ବହୁତ କିଛି ବଦଳି ଗଲା, ଏବେ ତାଙ୍କୁ ଚାଲିବା ବୁଲିବା ରେ ମଧ୍ୟ କଷ୍ଟ ହଉଛି । ଆମର ଠାକୁରଙ୍କୁ ଏହି ଅନୁରୋଧ ଫରିଦାଙ୍କୁ ବୟସ ଦିଅନ୍ତୁ ଓ ତାଙ୍କୁ ସ୍ଵସ୍ଥ ରଖନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *