ଗୁରୁବାର ଦିନ ଯେଉଁ ବ୍ୟକ୍ତି କରିଥାଏ ଏହି ୪ଟି କାମ, ସେ ହେଇଯାଇଥାଏ ପାପର ଭାଗୀଦାର- ଯିବାକୁ ହୋଇଥାଏ ନର୍କକୁ

ଆମ ଅତୀତର ଶାସ୍ତ୍ର ଏବଂ ଗ୍ରନ୍ଥରେ କିଛି ଏମିତି କଥା ଲେଖାଯାଇଛି ଯାହାକୁ କରିବା ଦ୍ଵାରା ଆପଣଙ୍କର ପାପ ବଢିଯାଇଥାଏ ଏବଂ ଶେଷରେ ଆପଣଙ୍କୁ ନର୍କକୁ ଯିବାକୁ ପଡିଥାଏ । କେବଳ ହିନ୍ଦୁ ଧର୍ମ ହିଁ ନୁହଁ ବରଂ ଦୁନିଆର ସବୁ ଧର୍ମରେ ସ୍ଵର୍ଗ ଏବଂ ନର୍କର କଥା କୁହାଯାଇଛି । ଏମିତି କୁହାଯାଇଥାଏ କି ଆପଣ ଆପଣଙ୍କ ଜୀବନ କାଳରେ ଯୋଉ ଯୋଉ କାମ କରନ୍ତି ତାହାକୁ ଆଧାର କରି ଶେଷରେ ଆପଣଙ୍କୁ ଯମରାଜା ସ୍ଵର୍ଗ ବା ନର୍କକୁ ନେଇଯାଇଥାନ୍ତି ।

ଆପଣଙ୍କୁ ଏହି କଥାର ବିଶେଷ ଧ୍ୟାନ ରଖିବାକୁ ଦରକାର କି ଆପଣଙ୍କର ପାପର ଭାର ନବଢୁ ନହେଲେ ପରେ ଆପଣଙ୍କୁ ନର୍କର ମୁହଁ ଦେଖିବାକୁ ପଡିପାରେ ।

ଆଜି ଆମେ ଆପଣଙ୍କୁ କିଛି ଏମିତି କାମ ବିଷୟରେ କହିବୁ ଯାହାକୁ ଯଦି ଆପଣ ଗୁରୁବାର ଦିନ କରିବେ ତାହେଲେ ଆପଣଙ୍କର ପାପର ଭାର ବଢିଯିବ ଏବଂ ଆପଣ ନର୍କକୁ ବି ଯାଇପାରନ୍ତି । ତେଣୁ ଏହି କାମ ଭୁଲରେ ବି ଗୁରୁବାର ଦିନ କରନ୍ତୁ ନାହିଁ ।

ଆମିଷ ଖାଇବା

ଗୁରୁବାର ଦିନ ଆମିଷ ଖାଇବା ଉଚିତ ନୁହେଁ । ଏହି ଦିନ ଭଗବାନ ବିଷ୍ଣ ଙ୍କର ଦିନ ହୋଇଥାଏ । ଯଦି ଆପଣ ଏହି ଦିନ ଆମିଷ ଖାଇଛନ୍ତି ଏବଂ ଲୌନଶୀ ବି ପ୍ରକାରର ପୂଜା ପାଠ କରୁଛନ୍ତି ତାହେଲେ ଆପଣଙ୍କୁ ପାପ ଲାଗିଥାଏ । ଏଥିପାଇଁ ଯେପରଜ୍ଯନ୍ତ ସମ୍ଭବ ଏହି ଦିନ ଆମିଷ ଖାଆନ୍ତୁ ନାହିଁ ।

ଭଗବାନଙ୍କ ପାଖରେ ଦୀପ ନ ଲଗାଇବା

ଆପଣଙ୍କୁ ସବୁଦିନ ସକାଳେ ଏବଂ ସନ୍ଧ୍ୟା ରେ ଭଗବାନଙ୍କ ଆଗରେ ଦୀପ ଜଳାଇବା ଉଚିତ । କିନ୍ତୁ ଯଦି ଆପଣ ଗୁରୁବାର ଦିନ କୌଣସି କାରଣରୁ ଦୀପ ଲଗାଇବା ପାଇଁ ଭୁଲି ଯାଇଛନ୍ତି ତାହେଲେ ଆପଣ ପାପର ଭାଗୀଦାରୀ ହୋଇପାରନ୍ତି । ସବୁ ଘରେ ଗୁରୁବାର ଦିନ ଭଗବାନଙ୍କର ପୂଜାପାଠ ନିହାତି କରିବା ଦରକାର । ଆପଣଙ୍କର ସବୁ ପୁରୁଣା ପାପକୁ କମାଇବା ପାଇଁ ଏହି ଦିନ ଭଗବାନଙ୍କର ପୂଜା ନିହାତି କରନ୍ତୁ । ଏଥିପାଇଁ ଗୁରୁବାର ଦିନ ଭୁଲରେ ବି ପୂଜାପାଠ ବନ୍ଦ କରନ୍ତୁ ନାହିଁ ।

ଘରର ବଡମାନଙ୍କର ଅପମାନ

ଆପଣଙ୍କୁ କୌଣସି ବି ଦିନ ଘରର ବଡମାନଙ୍କୁ ଅପମାନ କରିବା କଥା ନୁହଁ କିନ୍ତୁ ଗୁରୁବାର ଦିନ ଆପଣଙ୍କର କୋସିସ ଏହା ହାବା ଦରକାର କି ଆପଣ ଏମାନଙ୍କର ହୃଦୟକୁ ଡୁଖାଇବେ ନାହିଁ । ଏମାନଙ୍କ ସହିତ ଭଲ କଥା ହୁଅନ୍ତୁ ଏବଂ ଏମାନଙ୍କୁ ପୁରା ମାନ ସଂମ୍ମାନ ଦେଇ ଖୁସିରେ ରଖନ୍ତୁ । ଏମିତି କଲେ ଆପଣ ପାପର ଭାଗୀଦାର ହେଇପାରନ୍ତି ।

ଘରକୁ ଆସିଥିବା ଅତିଥିଙ୍କର ଅପମାନ

ଗୁରୁବାର ଦିନ ଯଦି ଆପଣଙ୍କ ଘରକୁ କେହି ଅତିଥି ଆସିଛନ୍ତି ତାହେଲେ ତାଙ୍କ ହୃଦୟ ଦୁଖାନ୍ତୁ ନାହିଁ । ଯଦି ଏହି ଦିନ ଆପଣଙ୍କର ଘରର କବାଟ ପାଖରେ କେହି କିଛି ମାଗୁଛି ତାହେଲେ ତାକୁ ଖାଲି ହାତରେ ଫେରାଇ ଦିଅନ୍ତୁ ନାହିଁ ।

ଯଦି ଆପଣଙ୍କୁ ଏହି ଖବର ପସନ୍ଦ ଆସୁଛି ତାହେଲେ ଏହାକୁ ଅନ୍ୟ ମାନଙ୍କ ପାଖକୁ ଶେୟାର କରନ୍ତୁ ,ସେମାନେ ବି ଏହି ପ୍ରକାର ଭୁଲ କରିବେ ନାହିଁ ।

Leave a Reply

Your email address will not be published. Required fields are marked *