ଦେଖନ୍ତୁ କିପରି ହୋଇ ଥାନ୍ତି ଅସଲ ଜଳପରି, କ୍ୟାମେରାରେ ହେଲା କଏଦ… ଦେଖନ୍ତୁ Video

ଆପଣମାନେ ଜଳପରି ବିଷୟରେ ନିଶ୍ଚିତ ଶୁଣିଥିବେ କିମ୍ବା କିଛି ଭିଡିଓ ଦେଖିଥିବେ ଯେଉଁଥିରେ ଜଳପରି ଭଳି କିଛି ନଜର ଆସିଥାଏ । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଦୃଶ୍ୟ ବିଷୟରେ କହିବୁ ଯେଉଁଠି କେବଳ ଜଳପରିକୁ ଦେଖା ଯାଏ ନାହିଁ ଏହା ଛଡା ତାଙ୍କୁ ବନ୍ଦୀ ମଧ୍ୟ କରାଯାଇଛି । କହିଦେଉଛୁ କି ଜଳପରି ଏହିଭଳି ବ୍ୟକ୍ତିକୁ କୁହାଯାଏ ଯାହାର ଶରୀରର ତଳ ଅଂସ ମାଛ ଭଳି ଓ ଅଣ୍ଟାରୁ ଉପର ଅଂସ ମଣିଷଙ୍କ ଭଳି ହୋଇଥାଏ ।

ଏହି ଦୃଶ୍ୟରେ ଦୁଇ ଜଣ ବ୍ୟକ୍ତି ହଳଦିଆ ରଙ୍ଗର ଡ୍ରେସ ପିନ୍ଧି ଆସୁଛନ୍ତି ଓ ଏମାନେ ସମୁଦ୍ର କୁଳରୁ ଏକ ଅଜବ ଗଜବ ଜୀବକୁ ଟାଣି ବାହାରକୁ ଆଣୁଛନ୍ତି । ଧ୍ୟାନର ସହ ଦେଖିଲେ ଜଣା ପଡୁଛି କି ଏହି ଦୁଇ ଜଣ ବ୍ୟକ୍ତି ଯାହାକୁ ଧରିଛନ୍ତି ତାହାର ଶରୀରର ଅଧ ଅଂସ ମଣିଷଙ୍କ ଭଳି ଓ ଅଧା ଅଂସ ମାଛ ଭଳି ।

ଅର୍ଥାତ ଏହା ଏକ ଜଳପରି ଅଟେ । କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟ କର କଥା ଏହା ଅଟେ କି ଏହି ଦୁଇ ଜଣ ବ୍ୟକ୍ତି ଜଳପରିକୁ ଦେଖି ଡରିଲେ ନାହିଁ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ବିଭିନ ପ୍ରକାରର ପ୍ରଶ୍ନ ଆସିଥିଲା ।

ଏହି ଦୃଶ୍ୟରେ ଜଣେ ଜୀବ ବିଜ୍ଞାନୀ ସମୁଦ୍ର ଗଭୀରତାକୁ ଏକ କ୍ୟାମେରା ନେଇ ଶୁଟିଙ୍ଗ କରୁଥିଲା । କିନ୍ତୁ ଏହି ସମୟରେ ଅଚାନକ ସେ ଏକ ଜଳପରିକୁ ଦେଖିଲା । ଦେଖି ପାରିବେ କି ମାଛର ଆକୃତି ଭଳି କୌଣସି ଜିନିଷ ବହୁତ ଜଲ୍ଦି ସେହି ସ୍ଥାନ ଦେଇ କେଉଁ ସ୍ଥାନକୁ ଯାଉଛି ।

ଏହି ଦୃଶ୍ୟକୁ ଦେଖିଲେ ଜାଣି ପାରିବେ କି ଏଠି ଗୋଟିଏ କିମ୍ବା ଦୁଇଟି ନୁହେଁ ବହୁତ ଜଳପରିକୁ ଦେଖା ଯାଇଛି । ଏମାନେ ବହୁତ ଜଲ୍ଦି ଗୋଟିଏ ଦିଗ ଆଡକୁ ଯାଉଛନ୍ତି । ବିଶେଷଜ୍ଞମାନେ ବି ଏମାନଙ୍କୁ ଅସଲ ଜଳପରି ବୋଲି କହିଛନ୍ତି ।

ଏହି ଦୃଶ୍ୟ ଇଜ୍ରାଇଲର ଅଟେ । ଏଠି ସନ୍ଧ୍ୟା ସମୟରେ ସମୁଦ୍ର କୂଳରେ କିଛି ପର୍ଯ୍ୟଟକ ଛିଡା ହୋଇଥିଲା । ଏହି ସମୟରେ ସେମାନେ ଗୋଟିଏ ପଥର ଉପରେ ଅଜବ ଜିନିଷ ଦେଖିଲେ । ଭଲ ଭାବରେ ଦେଖିବାକୁ ଜଣା ପଡିଲା କି ତାହା ଏକ ଜଳପରି ଅଟେ ।

ଗୋଟିଏ ମସ୍ୟଜୀବୀମାନେ ଥରେ ଯେତେବେଳେ ନିଜର ମାଛ ଜାଲକୁ ବୋଟ ଉପରକୁ ଆଣିଲେ ତେବେ ସେମାନେ ଦେଖିଲେ କି ଗୋଟିଏ ଜଳପରିକୁ ତାଙ୍କ ଜାଲରେ ଫସି ଯାଇଛି । ସେମାନଙ୍କ ମଧ୍ୟରୁ ଜଣେ କହିଲେ କି ସେମାନେ ଜଳପରିର କେବଳ ଲାଞ୍ଜ ଓ ହାତ ଦେଖି ପାରି ଥିଲେ ଓ ତାର ମୁହଁ ମାଛମାନଙ୍କ ମଧ୍ୟରେ ଫସି ଯାଇଥିଲା । ଶେଷରେ ସେମାନେ ତାକୁ ସମୁଦ୍ର ଭିତରକୁ ଛାଡି ଦେଲେ ।

Leave a Reply

Your email address will not be published. Required fields are marked *