କରୋନା ରୋଗୀଙ୍କ ମୃତ ଦେହରୁ କଣ ଚୋରୀ ହେଉଛି ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ଗତବର୍ଷ କୋରୋନା ସଂକ୍ରମଣ ରେ ବହୁତ ରୋଗୀ ପ୍ରାଣ ହରାଇଛନ୍ତି । ବନ୍ଧୁଗଣ ଏହି ସଂକ୍ରମଣ ବର୍ତ୍ତମାନ ଚାରିଆଡେ ବ୍ୟାପିବାରେ ଲାଗିଛି । ଗତବର୍ଷ ଏହାର ପ୍ରଭାବ କମ ହୋଇଥିବା ବେଳେ ବର୍ତ୍ତମାନ ତାହା ବହୁତ ମାତ୍ରାରେ ବଢିବାରେ ଲାଗିଛି । ବନ୍ଧୁଗଣ କୋରୋନା ସଂକ୍ରମଣ ର ଦ୍ଵିତୀୟ ଲହରୀ ବହୁତ ଭୟାନକ ରୂପ ଧାରଣ କରିଛି ।

ସେ ବର୍ତ୍ତମାନ ବହୁତ ଲୋକଙ୍କ ଜୀବନ ନେବାରୀ ଲାଗିଛି ଏହା ସହିତ ଏହା ବର୍ତ୍ତମାନ ଧୃତ ଗତିରେ ବ୍ୟାପିବାକୁ ଲାଗିଅଛି । କୋରୋନା ସଂକ୍ରମଣ ରେ ସଂକ୍ରମିତ ହୋଇ ରୋଗୀ ବହୁତ ଦୁର୍ବଳ ହୋଇଯାଉଛନ୍ତି । ମାତ୍ର କେତେକ ମାତ୍ରାରେ ତାହା ଭଲ ହେଉଥିଲେ ଆଉ କେତେକ କ୍ଷେତ୍ରରେ ତାହା ସାଂଘାତିକ ରୂପ ଧାରଣ କରୁଛି । ବନ୍ଧୁଗଣ ଏହା ବହୁତ ବ୍ୟକ୍ତିଙ୍କ ଜୀବନ ନେବା ସଙ୍ଗେ ସଙ୍ଗେ ତାଙ୍କର ରୋଜଗାର କରିବାର କ୍ଷମତାକୁ ମଧ୍ୟ ହ୍ରାସ କରାଇଛି ।

ଫଳରେ ମନୁଷ୍ୟ ମାନେ ବହୁତ ହଇରାଣ ହେଉଛନ୍ତି । ବନ୍ଧୁଗଣ ଏଭଳି ପରିସ୍ଥିତି କୁ ଦୃଷ୍ଟିରେ ରଖି ସରକାର ମଧ୍ୟ ଲକଡାଊନ ର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସମସ୍ତ ରାଜ୍ୟରେ ବର୍ତ୍ତମାନ ଲକଡାଊନ ସଟଡାଊନ ଲାଗି ରହିଛି । ବନ୍ଧୁଗଣ ବର୍ତ୍ତମାନ ସ୍ଥିତି ଏତେ ଗମ୍ଭୀର ହୋଇ ସାରିଛି ଯେ, ହସ୍ପିଟାଲ ମାନଙ୍କରେ ଅକ୍ସିଜେନ ମଧ୍ୟ ମିଳୁନାହିଁ । ଫଳରେ ଲୋକେ ବିନା ଅକ୍ସିଜେନ ରୁ ପ୍ରାଣ ହରାଉଛନ୍ତି ।

ଆମ୍ଭେ ଆଜି ଆପଣଙ୍କୁ ଚକିତ କରୁଥିବା ଭଳି ଏକ ରହସ୍ୟ କହିବାକୁ ଯାଉଅଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଯେ ସୋସିଆଲ ମିଡିଆ ରେ କିଛିଦିନ ହେବ ଖେଳି ସାରିଛି ଯେ, ଡାକ୍ତର ଖାନା ରେ କୋରୋନା ରୋଗୀଙ୍କର ଅଙ୍ଗ ଚୋରୀ ହେଉଛି । ଏହାକୁ ଅଧିକାଂଶ ଲୋକେ ଗୁଜବ ବୋଲି କହିଥିବା ବେଳେ ଅନ୍ୟ କେତେକ ଏହାକୁ ଗୁରୁତ୍ଵର ଭାବେ ଗ୍ରହଣ କରିଥିଲେ ।

ବନ୍ଧୁଗଣ ଆଉ ଏକ ଦୃଶ୍ୟ ବର୍ତ୍ତମାନ ଆମ ସମୁଖକୁ ନଜର ଆସିଛି । ତାହା ହେଉଛି ଡାକ୍ତର ଖାନ ରେ କିଛି କର୍ମଚାରୀ କୋଭିଡ ସଂକ୍ରମଣ ରୋଗୀଙ୍କର ଶରୀରକୁ ବ୍ୟବଛେଦ କରୁଛନ୍ତି । ବନ୍ଧୁଗଣ ଏଠାରେ ମନକୁ ନାନା ପ୍ରଶ୍ନ ମାନ ଆସୁଅଛି । ବନ୍ଧୁଗଣ ଯଦି ସେହି ବ୍ୟକ୍ତିଟି କରୋନା ରେ ସଂକ୍ରମିତ ତେବେ ସେହି ବ୍ୟକ୍ତିଟିର ଶରୀରରୁ କ୍ଷୟ ନ କରାଇ ଡାକ୍ତର ଖାନା ରେ ରଖି ଶରୀରର କଣ କରୁଛନ୍ତି । ବନ୍ଧୁଗଣ ଏହାର ଅର୍ଥ ଶୋସିଆଲ ମିଡିଆ ରେ ଭାଇରାଲ ହେଉଥିବା ଅଙ୍ଗ ଚୋରୀ ହେବା ଖବର ଟି ଗୁଜ୍ଜବ ଅଟେ ନାହିଁ ।

ଏହା ସତ୍ୟ ଅଟେ । ବନ୍ଧୁଗଣ ବର୍ତ୍ତମାନ ଭାଇରାଲ ହୋଇଥିବା ଅଙ୍ଗ ଚୋରୀ ହେବା ଦୃଶ୍ୟ ଟି କେଉଁ ସ୍ଥାନ ର ତାହା ଜଣା ପଡିନାହିଁ । ବନ୍ଧୁଗଣ ଏହି ଘଟଣାକୁ ନେଇ ବର୍ତ୍ତମାନ ପ୍ରତ୍ୟକ ମନୁଷ୍ୟଙ୍କ ହୃଦୟରେ ଭୟ ଜାଗା ବନାଇ ବସିଛି । ଦେଶର ରକ୍ଷକ ସାଜିଲେ ଭକ୍ଷକ ବର୍ତ୍ତମାନ ସ୍ଥିତି ବହୁତ ଗମ୍ଭୀର । ବନ୍ଧୁଗଣ ଏହି ପ୍ରସଙ୍ଗ କୁ ନେଇ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *