Ollywood ଇଣ୍ଡଷ୍ଟ୍ରି ର ଅଭିନେତ୍ରିମାନେ କାହାକୁ ବିବବାହ କରିଛନ୍ତି ଓ ତାଙ୍କ ସ୍ଵାମୀ କଣ କରନ୍ତି ଜାଣନ୍ତୁ, ଦେଖନ୍ତୁ Video

ଓଲିଉଡ ରେ ଅନେକ ଅଭିନେତ୍ରୀ ବିବାହ ପରେ ଖୁବ ଖୁଶିରେ ଅଛନ୍ତି ସେମାନକ ମଧ୍ୟରୁ ତ କିଛି ଜଣ ଏହି ରାସ୍ତା କୁ ଆଉ ଫେରି ନାହାଁନ୍ତି । ଯଦି ଦେଖିବା ପାଇଁ ଯିବା ଅନେକ ଅଭିନେତ୍ରୀ ନିଜ କ୍ଯାରିୟର କୁ ସେଇଠି ହିଁ ଶେଷ କରି ଦେଇଛନ୍ତି ।

ଆଜି ଆମେ ଆପଣନ୍ନ୍କୁ ମାନଙ୍କୁ ସେମାନଙ୍କ ବିଷୟରେ ନୁହେଁ ବରଂ ଆପଣଙ୍କୁ କହିବୁ କି ସେମାନେ କାହାକୁ ବିବାହ କରିଛନ୍ତି ଓ କିଭଳି ତାଙ୍କ ସ୍ଵାମୀ ମାନେ ଦେଖିବା କୁ ତାହା ମଧ୍ୟ ଦେଖାଇବୁ । ଆପଣ କିଛି ଅଭିନେତ୍ରୀ ମାନଙ୍କୁ ଏବେ ଦେଖୁ ମଧ୍ୟ ଥିବେ କି ସେମାନେ ଏବେ ଭି ଅଭିନୟ କରୁଛନ୍ତି କିଛି ସିରିୟାଲ ହହେଉ କିମ୍ବା କିଛି ଚଳଚିତ୍ର ହେଉ କିନ୍ତୁ କିଛି ଜଣ ଆଉ ଏହି ଦୁନିଆକୁ ନ ଫେରି ନିଜ ଦୁନିଆ ରେ ଖୁଶିରେ ଅଛନ୍ତି ।

ତେବେ ଆସନ୍ତୁ ଜାଣିବା କେଉଁ ଅଭିନେତ୍ରୀ କାହାକୁ ବିବାହ କରିଛନ୍ତି ତାଙ୍କ ସ୍ଵାମୀ କିଏ ଅଟନ୍ତି । ପ୍ରଥମେ ଆମେ ଜାଣିବା ଅର୍ଚ୍ଚିତା ଙ୍କ ବିଷୟରେ ସେ ବିବାହ କରିଛନ୍ତି ଜଣା ଶୁଣା ଅଭିନେତା ସବ୍ୟଶଚି ଙ୍କୁ ଦୁଇ ଜଣ ବିବାହ କରିଥିଲେ ୨୦୨୧ ରେ । ଏହା ପରେ ନାମ ଆସେ ବର୍ଷା ପ୍ରିୟଦର୍ଶନୀ ସେ ବିବାହ କରିଛନ୍ତି ଅନୁଭବ ଙ୍କୁ ଯିଏ କି ଜଣେ ରାଜନେତା ଓ ଜଣେ ଅଭିନେତା ମଧ୍ୟ ଦୁଇ ଜଣ ୨୦୧୪ ମଶିହାରେ ବିବାହ କରିଥିଲେ ।

ଏହା ପରେ ନାମ ଆସେ ଝିଲ୍ଲିକ ଭତାଚାର୍ଜ୍ୟ ସେ ବିବାହ କରିଛନ୍ତି ୨୦୨୦ ପ୍ରୀତି ରଞ୍ଜନ ଘଡାଇ ଙ୍କୁ ସେ ଜଣେ ରାଜନୀତିଜ୍ଞ ଅଟନ୍ତି । ଏହା ନାମ ଆସେ କୋଏଲ ବାନାର୍ଜୀ ସେ ବିବାହ କରିଥିଲେ ଅଭିନେତା ବବି ମିଶ୍ରଙ୍କୁ । ଜିନ୍ନା ସାମଲ ଯେ କି ଜଣେ ଅଭିନେତ୍ରୀ ଓ ସେ ଏକ ରିଆଲିଟି ସୋ ଦ୍ଵାରା ବିବାହ କରିଥିଲେ ରୁଦ୍ର ପାଣିଗ୍ରାହୀ ଙ୍କୁ ୨୦୧୭ ମଶିହାରେ । ଅନିଶା ଙ୍କୁ କିଏ ବା ନ ଜାଣେ ସେ ଖୁବ ସାରା ସିରିୟାଲ ଓ ଫିଲ୍ମ କରିଛନ୍ତି ତେବେ ସେ ଶୁଭାଶିଷ ଙ୍କୁ ବିବାହ କରିଥିଲେ ।

ସେ ମଧ୍ୟ ଏକ ଅଭିନେତା ଅଟନ୍ତି ଦୁହେଁ ୨୦୧୬ ରେ ବିବାହ କରିଥିଲେ । ଆପଣ ରଚନା ଙ୍କୁ ତ ଜାଣି ଥିବେ ଓଡିଆ ଜଗତର କୁଇନ ସେ ସେ ଦ୍ଵିତୀୟ ବିବାହ କରିଥିଲେ ପ୍ରୋବାଲ ବାଶୁ ଙ୍କୁ ସେ ୨୦୦୭ ରେ ବିବାହ କରିଥିଲେ । ଏହା ପରେ ନାମ ଆସେ ପ୍ରିୟା ନକାର ସେ ବିବାହ କରିଛନ୍ତି କୁସନ କୁମାର ଙ୍କୁ । ଆପଣ ମିଥ୍ୟ ଙ୍କୁ ତ ଜଣାଇ ଥିବେ ସେ ବିଭାଘର ପରେ ଅଭିନୟ ଛାଡ଼ି ଦେଇ ଥିଲେ ।

ଅନୁଚଉଧୁରୀ ୨୦୧୦ ରେ ଫିଲ୍ମ ମେକର ବିଶାଳ ଭେରମା ଙ୍କୁ ବିବାହ କରିଥିଲେ ଦ୍ଵିତୀୟ ବିବାହ । ଏହା ପରେ ନାମ ଆସେ ଆମେଲି ପଣ୍ଡା ଙ୍କ ର ସେ ବିବାହ କରିଛନ୍ତି ନୀଳ ହୋତା ଙ୍କୁ ୨୦୧୧ ରେ ସେ ଗମେଣ୍ଟ କଣ୍ଟ୍ରାକ୍ଟର । ଏହା ଅପରେ ନାମ ଆସେ ଏଲିନା ଦାସ ସେ ବିବାହ କରିଛନ୍ତି ସାଣ୍ଡି ଙ୍କୁ ୨୦୧୧ ମଶିହାରେ ।

ଏହା ପରେ ନାମ ଆସେ ସୁଇଟି ପଟନାୟକ ସେ ବିବାହ କରିଛନ୍ତି ଚନ୍ଦନ ମହାପାତ୍ରଙ୍କୁ ୨୦୧୬ ମଶିହାରେ ସେ ଜଣେ ଡାଇରେକ୍ଟର । ରାଲି ପଣ୍ଡା ବିବାହ କରିଥିଲେ ପ୍ରଶାନ୍ତ ପଣ୍ଡା ଙ୍କୁ ୨୦୧୪ ରେ ସେ ହେଉଛନ୍ତି ବ୍ଯାଙ୍କ ମ୍ୟାନେଜର ।

Leave a Reply

Your email address will not be published. Required fields are marked *