GK Questions & Answers – କେଉଁ ଜୀବ ପାଣି ପିଇବା ମାତ୍ରେ ହିଁ ମରିଯାଏ ?

ଆପଣ ମାନେ ଜାଣିଥିବେ ଇଣ୍ଟରବିୟୁରେ ଅନେକ ପ୍ରଶ୍ନ ପଚାରାଯାଏ । କିଛି ପ୍ରଶ୍ନ ସହଜ ହୋଇଥାଏ ତ ଆଉ କିଛି କଷ୍ଟକର ହୋଇଥାଏ । ତେବେ ଏମିତି କିଛି ପ୍ରଶ୍ନ ରହିଛି ଯାହା ବିଷୟରେ ଅନେକ ଲୋକ ମାନେ ଜାଣି ନାହାନ୍ତି ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ଭଳି ରୋମାଞ୍ଚକର କଥା ନେଇ ଆସିଛୁ । ଯାହା ଦ୍ଵାରା ଆପଣ ମାନେ ଅନେକ କିଛି ଶିଖିବାକୁ ପାଇବେ । ତେବେ ଆସନ୍ତୁ ଜାଣିବା ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧- ଏକ ଅକ୍ଟୋପାସର କେତୋଟି ହୃଦୟ ରହିଛି ?

ଉତ୍ତର- ୩ଟି

୨- ଜିଆ କାହା ସାହାଜ୍ଯରେ ଶ୍ଵାସକ୍ରିୟା କରିଥାଏ ?

ଉତ୍ତର- ଚର୍ମ

୩- କେଉଁ ପକ୍ଷୀ ପଛକୁ ଉଡିପାରେ ?

ଉତ୍ତର- ହାମିଙ୍ଗ ବାର୍ଡ

୪- ଗୋଟେ ବିଲେଇର ପ୍ରତି କାନରେ କେତୋଟି ମାଂସପେଶୀ ଥାଏ ?

ଉତ୍ତର- ୩୨ଟି

୫- କେଉଁ ପ୍ରାଣୀ କେବଳ ୟୁଉକାଲି ପଟାସ ଗଛର ପାତ୍ର ଖାଏ ଓ ଅନ୍ୟ କିଛି କହେ ନାହି ?

ଉତ୍ତର- କୋଆଲା

୬- ପେଚା ତାର ମୁଣ୍ଡକୁ କେତେ ଡିଗ୍ରୀ ଯାଏଁ ଘ୍ରାୟ ପାରେ ?

ଉତ୍ତର- ୨୭୦ ଡିଗ୍ରୀ

୭- ବିଶ୍ଵର କେଉଁ ଦେଶରେ ଉଭୟ ବାଘ ଓ ଶିଙ୍ଗ ଦେଖିବାକୁ ମିଳିଥାଏ ?

ଉତ୍ତର- ଭାରତ

୮- ଭାରତର ପ୍ରଥମ ଫୁଟବଲ କ୍ୟାପେଟେନ କିଏ ଥିଲେ ?

ଉତ୍ତର- ଟାଲିମେରେନ ଏଓ

୯- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ ଏହା ଯେବେ ଡିସେମ୍ବର ୧୯୨୮ରେ ଆରମ୍ଭ ହୋଇଥିଲା ?

ଉତ୍ତର- ଆର ଇ ଗ୍ରାଣ୍ଟ ଗୋଭନ

୧୦- ରାଜୀବ ଗାନ୍ଧୀ ଖେଳ ରତ୍ନ ସମ୍ମାନରେ ସମାନୀତ ହୋଇଥିବା ଭାରତର ପ୍ରତ୍ନ କ୍ରୀଡାବିତ କିଏ ଥିଲେ ?

ଉତ୍ତର- ବିଶ୍ଵନାଥନ ଆନନ୍ଦ

୧୧- ଟି-୨୦ ଅନତରାଷ୍ଟ୍ରୀୟ କ୍ରିକେଟ ମ୍ଯାଚରେ ଆଫଗାନିସ୍ଥାନ ସହିତ ସଂଯୁକ୍ତ ରୂପେ ଅନ୍ୟ କେଉଁ ଦେଶ ସର୍ବାଧିକ ରଣ ସ୍କୋର କରିବାର ରେକର୍ଡ କରିଛନ୍ତି ?

ଉତ୍ତର- ଚେକ ରିପବ୍ଲିକ

୧୨- ଡିଏଗୋ ମାରାଡୋନୋଙ୍କ ଅଧିନାୟକତ୍ଵରେ ଆର୍ଜେଣ୍ଟିନା ଫିଫା ବିଶ୍ଵକପର କେଉଁ ସଂସ୍କରଣ ବିଜେତା ହୋଇଥିଲା ?

ଉତ୍ତର- ୧୮୮୬ ମେକ୍ସିକୋ

୧୩- ପଦ୍ମଶ୍ରୀ ସମାନରେ ସମାନୀତ କୈଳାଶ ସାଙ୍ଖଲା ୧୯୭୩ ରେ କେଉଁ ବନ୍ୟ ଜନ୍ତୁ ସଂରକ୍ଷଣ ପରିଯୋଜନାରେ ପ୍ରଥମ ନିର୍ଦେଶକ ହୋଇଥିଲେ ?

ଉତ୍ତର- ବାଘ ସଂରକ୍ଷଣ

୧୪- ତରୁଣା ଗୋଗୁଲ ଯାହାଙ୍କର ନଭେମ୍ବର ୨୩ ୨୦୨୦ ମସିହାରେ ମୃ-ତ୍ୟୁ ହୋଇଥିଲା ସେ କେଉଁ ରାଜ୍ୟରେ ସବୁଠାରୁ ଲମ୍ବା ସମୟ ମୁଖ୍ୟମନ୍ତ୍ରୀ ପଦଭାର ନେଇଥିଲେ ?

ଉତ୍ତର- ଆସାମ

୧୫- ପନ୍ନା ଓ ଗୋଲକୋଣ୍ଡା ନାମକ ସ୍ଥାନ ଏଗୁଡିକ ଅମଧ୍ୟରୁ କେଉଁ ଖଣିଜ ପଦାର୍ଥ ପାଇଁ ପରିଚିତ ?

ଉତ୍ତର- ହୀରା

୧୬- କେଉଁ ଜୀବ ପାଣି ପିଇବା ମାତ୍ରେ ମରିଯାଏ ?

ଉତ୍ତର- କଙ୍ଗାରୁ ରିୟାଟ

ବନ୍ଧୁଗଣ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *