ମା’ ହେବାକୁ ଯାଉଛନ୍ତି Bollywoodର ଏହି ଫେମସ ଅଭିନେତ୍ରୀ !

ବଲିଉଡ ରେ ଥିବା ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ କିଛି ଅଭିନେତା ଓ ଅଭିନେତ୍ରୀ ମାନେ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି । ସେହି ଭଳି ଦେଖିବା ଅପାଇନ ଗଲେ ସୋନାମ କପୁର ବିବାହ ପରେ ନିଜ ସ୍ଵାମୀ ଙ୍କ ସହ ଲଣ୍ଡନ ରେ ରୁହନ୍ତି ।

ସେ ତାଙ୍କର ଫଟ ଓ ନିଜ ସ୍ଵାମୀ ର ଫଟ କୁ ସବୁ ବେଳେ ଅପଡେଟ କରୁଥାନ୍ତି ସୋସିଆଲ ମିଡିଆରେ । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି । ଆପଣ ମାନେ ଜାଣିଥିବେ କି ସୋନାମ କପୁର ହେଉଛନ୍ତି ଅନିଲ କପୁର ଙ୍କର ଝିଅ । ସେ ଏବେ ବିବାହ କରି ନିଜ ସ୍ଵାମୀ ଙ୍କ ଶ ରହୁଥିଲେ । ସେ ଏବେ ଭାରତ ଆସିଥିଲେ । ତେଣୁ କରି ଏହି ସମୟରେ ତାଙ୍କୁ ଏୟାର ପୋର୍ଟ ରେ ଦେଖା ଯାଇଥିଲା ।

ସୋନାମ କପୁର ଏୟାର ପୋର୍ଟ ରେ ପିନ୍ଧି ଥିବା ଡ୍ରେସ ଟି କ୍ଖୁବ ଢିଲା ଥିଲା । ତେଣୁ କରି କିଛି ଲୋକ ମାନେ ଅନ୍ଦାଜ ଲଗାଇ ଥିଲେ କି ସେ ମା ହେବା ପାଇଁ ଯାଉଛନ୍ତି । ଏହି ସମୟରେ ଆଉ କିଛି ଘଟଣା ମଧ୍ୟ ଦେଖିବା ପାଇଁ ମିଳିଥିଲା କି ସୋନାମ ଙ୍କୁ ନେବା ପାଇଁ ତାଙ୍କ ପିତା ନିଜେ ଆସିଥିଲେ । ତାଙ୍କୁ ଦେଖିବା ମାତ୍ରେ ହିଁ ସୋନାମ କପୁର କାନ୍ଦି ପକାଇ ଥିଲେ । ଏହା ମଧ୍ୟ ଖୁବ ଭାଇରାଲ ହୋଇଥିଲା ସୋସିଆଲ ମିଡିଆରେ ।

ଯଦି ଆମେ ଦେଖିବା ତ ଝିଅ ମାନେ ନିଜ ଘରକୁ ଆସିଲ୍ଲେ ଇମୋସନାଲ ହୋଇ ଯାଇଥାନ୍ତି । ସେହି ଭଳି ଭି ଝିଅ ମାନେ ନିଜ ବାପା ଙ୍କର ଅଧିକ ଗେଲହା ହୋଇ ଥାନ୍ତି ତ ତାଙ୍କୁ ସମାନାରେ ଦେଖିକି ଇମୋସନାଲ ହେବା ସ୍ଵଭାବିକ କଥା । ଯଦି ଆପଣ ଦେଖିବେ ତ ଜାଣି ପାରିବେ କି ଜଣଙ୍କୁ ଏତେ ଦିନ ଧରି ନିଜ ପାଖରେ ରାଖୀ ତାକୁ ଆଉ କାହାକୁ ଦେଇ ଦେବା ଉଚ୍ଚିତ ନୁହେଁ ତଥାପି ଜଣେ କନ୍ୟା ପିତା ନିଜ ଝିଅକୁ ଅନ୍ୟକୁ ଦେଇ ଥାଏ ।

ତେଣୁ କରି ସୋନାମ କାନ୍ଦିବା ନୂଆ କଥା ନୁହେଁ । ଏହାକୁ କ୍ୟାମେରା ରେ କ୍ୟାପଚର ହୋଇଥିବା ବେଳେ ସୋନାମ ନ୍ନିଜ ମୁହଁ କୁ ମାସ୍କ ରେ ଘୋଡାଇ ଦେଇଥିଲେ । ଏହା ପରେ ଦୁହେଁ ଚାଲି ଯାଇଥିଲେ । ମାତ୍ର ତାଙ୍କର ମା ହେବା କଥା କୁ ନେଇକି ଉଠିଥିବା କଥାକୁ ନେଇ ସ୍ପଷ୍ଟ କରିଥିଲେ କି ସେ ମା ହେବ ଅପାଇନ ଯାଉ ନାହାଁନ୍ତି । ସେ ଏକ ଭିଡିଓ ଦେଇଥିଲେ ଯେଉଁ ଥିରେ ସେ ଗରମ ପାଣି ପିଉଥିବାର ସେଖା ଯାଉଥିଲା ।

ଏହାକୁ ନେଇ ସେ କହିଥିଲେ କି ପିରିୟଡ ହେବା ଆଗରୁ ସେ ଦେଇଥିଲେ । ସେହି କଥା ପରେ ସେ ଆଉ ଏକ କଥା କହିଥିଲେ କି ତାଙ୍କ ଘରକୁ ଏକ ନୂଆ ମେମ୍ବର ଆସିଛନ୍ତି ସେ ହେଉଛି ଏକ କୁକୁର ଯିଏ କି ତାଙ୍କ ଘରକୁ ଆସିଛନ୍ତି । ଏହାକୁ ଦେଖିବା ପରେ ତାଙ୍କ ମା କଥା ମିଛ ବୋଲି ସବୁ ଜାଣିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *