ଦେଖନ୍ତୁ ଅଭିନେତ୍ରୀ ତୁଳସୀ (Swetalina)ଙ୍କ ନିର୍ବନ୍ଧର ସଂପୂର୍ଣ୍ଣ Video

ବନ୍ଧୁଗଣ ଆପଣ ମାନେ ଓଲିଉଡ ଜଗତର କଳାକାର ମାନଙ୍କର ଅଭିନୟ କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ଠିକ ସେହିପରି ଟେଲିଭିଜନ ଜଗତର କଳାକାର ମାନେ ମଧ୍ୟ କିଛି କମ ନୁହନ୍ତୁ । ସେମାନେ ନିଜର ଅଲଗା ଅନ୍ଦାଜ ରେ ଖୁବ ସୁନ୍ଦର ଓ ନିଖୁଣ ଅଭିନୟ କରି ଖୁବ ଚର୍ଚ୍ଚା ରେ ରହିଛନ୍ତି । ଆଜିକାଲି ଘରେ ଘରେ ଲୋକ ମାନେ ଟିଭି ସିରିଏଲ ଦେଖିବାକୁ ବହୁତ ଆଗ୍ରହୀ ହେଉଛନ୍ତି ତାହା ଆପଣ ମାନେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଶ୍ବେତଲିନା ଙ୍କ ନିର୍ବନ୍ଧ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଟେଲିଭିଜନ ଅଭିନେତ୍ରୀ ଶ୍ଵେତଲୀନା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ସାର୍ଥକ ଚ୍ୟାନେଲ ରେ ତୁଳସୀ ସିରିଏଲ ରେ ତୁଳସୀ ଭୂମିକାରେ ଖୁବ ନିଖୁଣ ଅଭିନୟ କରି ବେଶ ଚର୍ଚ୍ଚା ରେ ରହିଛନ୍ତି । ତାଙ୍କର ଅଭିନୟ ଏତେ ଜବରଦସ୍ତ କି ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେବା ସହ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।

ତେବେ ଏହି ନିକଟରେ ତାଙ୍କର ନିର୍ବନ୍ଧ ଶେଷ ହୋଇଛି ଯାହାର ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଦେଖା ଯାଉଛି । ଏହି ଭିଡିଓ ରେ ଅଭିନେତ୍ରୀ ଶ୍ଵେତଲୀନା ତାଙ୍କର ଭାବି ସ୍ଵାମୀ ଙ୍କ ସହ ନଜର ଆସୁଛନ୍ତି । ଦୁହିଙ୍କର ରିଙ୍ଗ ସେରିମନି ଖୁବ ଧୂମଧାମ ରେ ପାଳନ କରା ଯାଇଛି ଯାହା ଏହି ଭିଡିଓ ରେ ନଜର ଆସୁଛି ।

ତେବେ ଶ୍ଵେତଲୀନା ନିଜର ଜୀବନ ସାଥି ରୂପେ ଯାହାକୁ ବାଛିଛନ୍ତି ସେ ଜଣେ ବହୁତ ଭଲ ମଣିଷ ଅଟନ୍ତି । ତେବେ ଦୁହିଙ୍କର ନିର୍ବନ୍ଧ ରେ ଉଭୟଙ୍କର ପରିବାର ବର୍ଗ ଙ୍କ ଠାରୁ ଆରମ୍ଭ କରି ସାଙ୍ଗ ସାଥି ଓ ପ୍ରିୟଜନ ମାନେ ମଧ୍ୟ ସାମିଲ ହୋଇଥିଲେ । ଦୁହେଁ ନିଜର ନିର୍ବନ୍ଧ କୁ ବେଶ ଖୁସି ଥିବାର ମଧ୍ୟ ନଜର ଆସୁଛନ୍ତି ।

କୌଣସି ଆୱାର୍ଡ କାର୍ଯ୍ୟକ୍ରମ ରେ ଯେମିତି ମୁଣ୍ଡ ରେ ମୁକୁଟ ପିନ୍ଧାଯାଏ ଠିକ ସେମିତି ଶ୍ଵେତଲୀନା ଓ ତାଙ୍କ ଭାବି ସ୍ଵାମୀ ପିନ୍ଧିଛନ୍ତି । ଦୁହେଁ ଖୁବ ସୁନ୍ଦର ଡ୍ରେସ ପିନ୍ଧିବା ସହ ଖୁବ ସୁନ୍ଦର ପୋଜ ନେଇ ଫୋଟୋ ମଧ୍ୟ ଉଠାଇଛନ୍ତି । ଦୁହେଁ ନିଜର ନିର୍ବନ୍ଧ ରେ ବହୁତ ଉପୋଭୋଗ କରିବାର ମଧ୍ୟ ନଜର ଆସୁଛନ୍ତି । ଏହା ବ୍ଯତୀତ ଶ୍ଵେତଲୀନା ଖୁବ ଗରେଜସ ନଜର ଆସୁଛନ୍ତି ।

ତେବେ ଅଭିନେତ୍ରୀ ଶ୍ଵେତଲୀନା ଆଜି ବି ନିଜର ଅଭିନୟ ଜାରି ରଖିଛନ୍ତି । ତେବେ ବହୁତ ଜଲ୍ଦି ଦୁହିଙ୍କର ମ୍ଯାରେଜ ହେବ ବୋଲି ମଧ୍ୟ ସୂତ୍ର ରୁ ଜଣା ପଡିଛି । ଶ୍ଵେତଲୀନା ତୁଳସୀ ଚରିତ୍ର ଏତେ ସୁନ୍ଦର ଅଭିନୟ କରନ୍ତି କି ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି । ଆଶା କରୁଛୁ ଦୁହିଙ୍କର ମ୍ୟାରେଡ ଲାଇଫ ଆନନ୍ଦମୟ ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଶ୍ଵେତଲୀନା ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *