ଆଜିକାଲି ଇଣ୍ଟର ନେଟର ଯୁଗରେ କେତେ ଯେ ଘଟଣା ପ୍ରତି ଦିନ ସାମନାକୁ ଆସୁଛି ତାହା ଆପଣ ମାନେ ଦେଖୁଥିବେ । ତେବେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ କେ କୁନି ଝିଅର କାର୍ଯ୍ୟ କଳାପ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଭି-ଡି-ଓ ରେ କୁନି ଝିଅଟି ତାର କୁନି କୁନି ପାଦରେ ଚାଲି ଚାଲି ଯାଇ ଏୟାରପୋର୍ଟ ର ଅଫିସରଙ୍କୁ ଅନୁମତି ମାଗୁଛି କି ସାର ମତେ ଟିକେ ଅନୁମତି ଦିଅନ୍ତୁ ମୁଁ ମୋ ମାଉସୀକୁ ଟିକେ କୁଣ୍ଢେଇ ଧରିବି । ଏହି ଘଟଣା ଟି ହେଉଛି ହାମାଦ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟର । ଏହି ଅନ୍ତଜାତିୟ ବିମାନ ବନ୍ଦରରେ କୁନି ଝିଅଟି ତାର ମାଉସୀକୁ ବିଦାୟ ଦେବା ପାଇଁ ଶିକୁରୀଟି ଅଫିସରଙ୍କୁ ଠାରୁ ପାରମିସନ ମାଗୁଛି ।
ଏହା ପରେ ଶିକୁରୀତି ଅଫିସର ଝି କୁ ପାରମିସନ ଦେଇଥିଲେ । ଖୁସିରେ କୁନି ଝିଅ ଟି ତାର କୁନି ପାଦରେ ଚାଲି ଚାଲି ଯାଇ ତାର ମାଉସୀକୁ ହଗ କରିଥିଲା ଯାହାର ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଖୁବ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି । ସୋ-ସି-ଆ-ଲ ମି-ଡି-ଆରେ ବର୍ତ୍ତମାନ କୁନି ଝିଅକୁ ବହୁତ ସାରା ଭଲ ପାଇବା ମିଳିବା ସହ ତାର ବ୍ୟବହାର ଓ ଇନୋସେଣ୍ଟକୁ ସମସ୍ତେ ପ୍ରଶଂସା କରୁଛନ୍ତି । କଥା ରେ ଅଛି ଛୋଟ ଛୋଟ ପିଲାଙ୍କର କଥା କାହାକୁ ନ ଭଲ ଲାଗେ । ସେହି ଛୋଟ ପିଲା ମାନେ ନିଜ କଥା ଜରିଆରେ ଅନ୍ୟର ହୃଦୟ ଜିଣିଥାନ୍ତି । ଛୋଟ ପିଲା ହେଉଛନ୍ତି ଇଶ୍ଵରଙ୍କର ସ୍ୱରୂପ ।
ତେଣୁ ତାଙ୍କର ଭ-ଙ୍ଗା ଭ-ଙ୍ଗା କଥା ବା ଖନେଇ ଖନେଇ କଥା କହିବାର ଶୈଳୀକୁ ସମସ୍ତେ ଝୁରି ହୋଇଥାନ୍ତି । ପିଲା ମାନେ ଏମିତି କିଛି କଥା କହିଥାନ୍ତି ଯାହା ପାଇଁ କେହି ବି ତାଙ୍କୁ ଅନୁମତି ଦେବାକୁ ମନା କରନ୍ତି ନାହି । ତେବେ ଏହି ଭି-ଡି-ଓ ରେ କୁନି ଝିଅ ଟି ଯେଉଁ ଭଳି ଭାବେ କଥା କହି ଶିକୁରୀଟି ଅଫିସରଙ୍କ ମନ ଜିଣିଛି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ । ସେ ତାର କୁନି ବୁଦ୍ଧିରେ ଅଫିସରଙ୍କ ମନ ଜିଣି ପାରିଛି ତାହା ହେଉଛି ବଡ କଥା ।
ଏହା ସହ କୁନି ଝିଅ ଟି ଯେପରି ଭାବେ ନିଜ ମାଉସୀକୁ ହଗ କରି ଖୁସି ହେଉଛି ତାର ନଯାରା ଦେଖିବାକୁ ଖୁବ ନିଆରା ଲାଗୁଛି । କାରଣ ଛୋଟ ପିଲାଙ୍କୁ ସମସ୍ତେ ବହୁତ ଭଲ ପାଇଥାନ୍ତି । ତାଙ୍କର କଥା କହିବା ଠାରୁ ଆରମ୍ଭ କରି ଚାଲି ଚଲଣ ଓ ଆଚରଣ ସମସ୍ତଙ୍କ ଠାରୁ ଅଲଗା ଢଙ୍ଗର ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ କୁନି ଝିଅର ଏହି କଥା କହିବାର ଶୈଳୀ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।