ଦେଖନ୍ତୁ Video: କେମତି କୁନି ଝିଅଟି ନିଜ ମାଉସୀକୁ ଦେଖା କରିବା ପାଇଁ ଶିକୁରୀଟି ଅଫିସରଙ୍କ ଠାରୁ ମାଗୁଛି ଅନୁମତି… Video ହେଉଛି ଭାଇରାଲ

ଆଜିକାଲି ଇଣ୍ଟର ନେଟର ଯୁଗରେ କେତେ ଯେ ଘଟଣା ପ୍ରତି ଦିନ ସାମନାକୁ ଆସୁଛି ତାହା ଆପଣ ମାନେ ଦେଖୁଥିବେ । ତେବେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ କେ କୁନି ଝିଅର କାର୍ଯ୍ୟ କଳାପ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଭି-ଡି-ଓ ରେ କୁନି ଝିଅଟି ତାର କୁନି କୁନି ପାଦରେ ଚାଲି ଚାଲି ଯାଇ ଏୟାରପୋର୍ଟ ର ଅଫିସରଙ୍କୁ ଅନୁମତି ମାଗୁଛି କି ସାର ମତେ ଟିକେ ଅନୁମତି ଦିଅନ୍ତୁ ମୁଁ ମୋ ମାଉସୀକୁ ଟିକେ କୁଣ୍ଢେଇ ଧରିବି । ଏହି ଘଟଣା ଟି ହେଉଛି ହାମାଦ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟର । ଏହି ଅନ୍ତଜାତିୟ ବିମାନ ବନ୍ଦରରେ କୁନି ଝିଅଟି ତାର ମାଉସୀକୁ ବିଦାୟ ଦେବା ପାଇଁ ଶିକୁରୀଟି ଅଫିସରଙ୍କୁ ଠାରୁ ପାରମିସନ ମାଗୁଛି ।

ଏହା ପରେ ଶିକୁରୀତି ଅଫିସର ଝି କୁ ପାରମିସନ ଦେଇଥିଲେ । ଖୁସିରେ କୁନି ଝିଅ ଟି ତାର କୁନି ପାଦରେ ଚାଲି ଚାଲି ଯାଇ ତାର ମାଉସୀକୁ ହଗ କରିଥିଲା ଯାହାର ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଖୁବ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି । ସୋ-ସି-ଆ-ଲ ମି-ଡି-ଆରେ ବର୍ତ୍ତମାନ କୁନି ଝିଅକୁ ବହୁତ ସାରା ଭଲ ପାଇବା ମିଳିବା ସହ ତାର ବ୍ୟବହାର ଓ ଇନୋସେଣ୍ଟକୁ ସମସ୍ତେ ପ୍ରଶଂସା କରୁଛନ୍ତି । କଥା ରେ ଅଛି ଛୋଟ ଛୋଟ ପିଲାଙ୍କର କଥା କାହାକୁ ନ ଭଲ ଲାଗେ । ସେହି ଛୋଟ ପିଲା ମାନେ ନିଜ କଥା ଜରିଆରେ ଅନ୍ୟର ହୃଦୟ ଜିଣିଥାନ୍ତି । ଛୋଟ ପିଲା ହେଉଛନ୍ତି ଇଶ୍ଵରଙ୍କର ସ୍ୱରୂପ ।

ତେଣୁ ତାଙ୍କର ଭ-ଙ୍ଗା ଭ-ଙ୍ଗା କଥା ବା ଖନେଇ ଖନେଇ କଥା କହିବାର ଶୈଳୀକୁ ସମସ୍ତେ ଝୁରି ହୋଇଥାନ୍ତି । ପିଲା ମାନେ ଏମିତି କିଛି କଥା କହିଥାନ୍ତି ଯାହା ପାଇଁ କେହି ବି ତାଙ୍କୁ ଅନୁମତି ଦେବାକୁ ମନା କରନ୍ତି ନାହି । ତେବେ ଏହି ଭି-ଡି-ଓ ରେ କୁନି ଝିଅ ଟି ଯେଉଁ ଭଳି ଭାବେ କଥା କହି ଶିକୁରୀଟି ଅଫିସରଙ୍କ ମନ ଜିଣିଛି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ । ସେ ତାର କୁନି ବୁଦ୍ଧିରେ ଅଫିସରଙ୍କ ମନ ଜିଣି ପାରିଛି ତାହା ହେଉଛି ବଡ କଥା ।

ଏହା ସହ କୁନି ଝିଅ ଟି ଯେପରି ଭାବେ ନିଜ ମାଉସୀକୁ ହଗ କରି ଖୁସି ହେଉଛି ତାର ନଯାରା ଦେଖିବାକୁ ଖୁବ ନିଆରା ଲାଗୁଛି । କାରଣ ଛୋଟ ପିଲାଙ୍କୁ ସମସ୍ତେ ବହୁତ ଭଲ ପାଇଥାନ୍ତି । ତାଙ୍କର କଥା କହିବା ଠାରୁ ଆରମ୍ଭ କରି ଚାଲି ଚଲଣ ଓ ଆଚରଣ ସମସ୍ତଙ୍କ ଠାରୁ ଅଲଗା ଢଙ୍ଗର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ କୁନି ଝିଅର ଏହି କଥା କହିବାର ଶୈଳୀ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *