ଘରୋଇ କଳହର କରୁଣ ପରିଣତି, ସାମାନ୍ଯ ଝଗଡା ପାଇଁ ମହିଳାର ନିର୍ମମ ଭାବେ ହତ୍ୟା…. ଦେଖନ୍ତୁ Video କାନ୍ଦି କାନ୍ଦି କଣ କହୁଛନ୍ତି ମହିଳା ଜଣଙ୍କ, ଶୁଣି ଆପଣଙ୍କ ରକ୍ତ ଗରମ ହୋଇଯିବ

ନମସ୍କାର ବନ୍ଧୁଗଣ । ଆଜିକା ଡେଟରେ ଦିନକୁ ଦିନ ଘରୋଇ କ-ଳ-ହ ବଢିବାକୁ ଲାଗିଥିବା ବେଳେ ଉ-ଗ୍ର ହେଉଛି ମଣିଷର ସ୍ଵଭାବ । କ୍ଷଣକ ରା-ଗ ପାଇଁ ଆଗ ପଛ ନ ବିଚାର କରି ବିଭଶ୍ଚ ଭାବେ ହ-ତ୍ୟା କରିବାକୁ ପଛାଉ ନାହାନ୍ତି ଲୋକ ମାନେ । ଏହାର କରୁଣ ପରିଣତି ଦେଖିବାକୁ ମିଳିଛି ଆନନ୍ଦପୁର ରେ । ସୂଚନା ଯୋଗ୍ୟ ଯେ ଆନନ୍ଦପୁର ର ଜଣେ ମହିଳାଙ୍କର ଅତି ନି-ର୍ମ-ମ ଭାବେ ହ-ତ୍ୟା କରା ଯାଇଛି । ମୃ-ତ ମହିଳାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କ ସହ କିଛି ଘରୋଇ ଶ-ତ୍ରୁ-ତା ରହିଥିଲା । ଯାହା ପାଇଁ ସେହି ରା-ଗ ରଖି ତାଙ୍କର ହ-ତ୍ୟା କରା ଯାଇଛି । ବୈତରଣୀ ନଦୀରେ ଜଣେ ମହିଳାଙ୍କର ଅଧା ମୃ-ତ ଶ-ରୀ-ର ଜବତ କରା ଯାଇଛି ।

ଯେଉଁ ମହିଳାଙ୍କର ଶ-ବ ଉଦ୍ଧାର କରା ଯାଇଛି ତାଙ୍କ ଝିଅ କହିଛନ୍ତି ଯେ ତାଙ୍କ ବଡବାପା ଅନେକ ଦିନ ହେବ ତାଙ୍କ ମା ଙ୍କ ସହ କ-ଳ-ହ କରୁଥିଲେ । ଏମିତି କି ଗୋଟେ ସମୟରେ ତାଙ୍କ ମା ଙ୍କର ଗୋଡ ହାତ ମା-ରି-କି ଫୁଲାଇ ଦେଇଥିଲେ । ସେହି ରା-ଗ ସୁଝାଇବାକୁ ଯାଇ ତାଙ୍କ ବଡବାପା ତାଙ୍କ ମା ଙ୍କର ହ-ତ୍ୟା କରିଛନ୍ତି ବୋଲି ଝିଅ ଅ-ଭି-ଯୋ-ଗ କରିଛି । ଗତ କାଲି ରାତି ୧୦ତା ରୁ ୧୧ ଟା ମଧ୍ୟରେ ତାଙ୍କ ମା ଙ୍କର ହ-ତ୍ୟା କରା ଯାଇଛି ବୋଲି ଝିଅ ସ-ଙ୍ଗି-ନ ଅ-ଭି-ଯୋ-ଗ କରିଛି । ବର୍ତ୍ତମାନ ତାଙ୍କ ମା ଙ୍କର ହ-ତ୍ୟା-କା-ରୀ କୁ କ-ଠୋ-ର ରୁ କ-ଠୋ-ର ଦ-ଣ୍ଡ ଦିଆଯାଉ ବୋଲି ଝିଅ ନ୍ୟା-ୟ ମାଗୁଛି ।

ତେବେ ଯେଉଁ ଶ-ବ ଉଦ୍ଧାର କରା ଯାଇଛି ତାର ଅଧା ଶ-ରୀ-ର ଅଛି ଆଉ ଅଧା ଶ-ରୀ-ର ନାହି । ଘଟଣା ସ୍ଥଳରେ ପୋ-ଲି-ସ ଆସି ଶ-ବକୁ ଉ-ଦ୍ଧା-ର କରିବା ସହ ଏହି ମା-ମ-ଲା-ର ତ-ଦ-ନ୍ତ ଆରମ୍ଭ କରିଛି । ସେଠିକାର କିଛି ଲୋକ ମାନଙ୍କ କହିବା ଅନୁସାରେ ସେମାନେ ପାଣି ରେ ଶ-ବ ଦେଖିବା ପରେ ଭ-ୟ-ଭୀ-ତ ହୋଇ ଯାଇଥିଲେ । କାରଣ ଅଣ୍ଟା ତଳକୁ ମୃ-ତ ଶ-ରୀ-ର ରହିଛି ଆଉ ଉପର ଭାଗ ନାହି ।

ଏହା ପରେ ସେମାନେ ପୋ-ଲି-ସକୁ ସୂଚନା ଦେଇଥିଲେ । ତେବେ ଏହି ଘଟଣା ବା-ବ-ଦ-ରେ ଏତିକି କୁହା ଯାଇପାରେ ଯେ ଆଜିକା ଦୁନିଆରେ ନିଜର ଘରୋଇ ହିଂ-ସା ଯୋଗୁ ଏଭଳି କା-ଣ୍ଡ ହେଉଛି । ବାସ୍ତବରେ ଏତେ ନି-ର୍ମ-ମ ଭାବେ ହ-ତ୍ୟା କରା ଯାଇଛି ଯାହା ଦେଖିଲେ ସମସ୍ତଙ୍କ ରୋ-ମ ଟାଙ୍କୁରି ଉଠିବ । ତେଣୁ ଏହି ଘଟଣା ପ୍ରତି ପୋ-ଲି-ସ ବିଶେଷ ଭାବେ ଯା-ଞ୍ଚ ପରତାଳ କରିବା ଉଚିତ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *