ଅଭିନୟ ଛାଡି ଲୁଗା ଦୋକାନ ଖୋଲିଲେ Subhasis Sharma

ଓଲିଉଡ ଜଗତରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । କିଛି କଳାକାର ମାନେ ନିଜର ସାମାଜିକ କାମ ପାଇଁ ମଧ୍ୟ ସୋ-ସି-ଆ-ଲ ମି-ଡି-ଆରେ ସକ୍ରିୟ ରହିଥାନ୍ତି । ସେହିପରି ଟେଲିଭିଜନ ଜଗତରେ କଳାକାର ମାନେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି । ଆଜିକାଲି ଘରେ ଘରେ ଲୋକ ମାନେ ଟିଭି ସିରିଏଲ ଦେଖିବାକୁ ଆଗ୍ରହ ହୋଇଥାନ୍ତି । କିଛି କଳାକାର ମାନେ ନିଜର ଷ୍ଟାଇଲ, ଲୁକ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ସୁଭାସିସ ଶର୍ମା ଅଭିନୟ ଛାଡି ଲୁଗା ଦୋକାନ କଣ ପାଇଁ କରିଲେ ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଅଭିନେତା ସୁଭାସିସ ଶର୍ମାଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ଓଡିଆ ସିରିଏଲରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଏହା ସହ ସେ ଅନେକ ଓଡିଆ ଫିଲ୍ମରେ ମଧ୍ୟ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ବର୍ତ୍ତମାନ ସେ “ହେ ପ୍ରଭୁ” ସିରିଏଲରେ ନିଜର ଜବରଦସ୍ତ ଅଭିନୟ ଜାରି ରଖିଛନ୍ତି । ଏହି ସିରିଏଲେ କରିବା ସମୟରେ ଶୁଭାଶିସ ଏକ ନୂଆ ସପିଙ୍ଗ ମଲ ଖୋଲିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । ଏହି ମଳ ରେ ସବୁ ପ୍ରକାର ଡିଜାଇନ ଡ୍ରେସ ରହିବା ସହ ସବୁ ବୟସର ଲୋକ ମାନଙ୍କ ପାଇଁ ଡ୍ରେସ ରହିଛି । ଏହା ସହ ବ୍ରାଇଡ଼ର କଲେକସନ ଓ ବହୁତ ସାରା ଭଲ ଭଲ ଡ୍ରେସ ବିକ୍ରି କରା ଯାଉଛି ।

ତେବେ ପ୍ରକୃତ କଥା ହେଉଛି ସୁଭାସିସ ତାଙ୍କର ଜଣେ ସମ୍ପର୍କୀୟଙ୍କ ସପିଙ୍ଗ ମଲ ଉଦ୍ଘାଟନ କରିବାକୁ ଯାଇଥିଲେ । ଏହି ସପିଙ୍ଗ ମହଲ ଟି କଟକରେ ଅବସ୍ଥିତ ରହିଛି । ଶୁଭାଶିସ ଙ୍କ ସହ ଅଭିନେତ୍ରୀ ଶିବାନୀ ଙ୍କ ସହ ଉଦଘାତନ କରିବାକୁ ଯାଇଥିଲେ । ଏହା ସହ ସେ ତାଙ୍କର ସମ୍ପର୍କୀୟ ଭାଇଙ୍କ ସହ ଆଗକୁ ବିଜନେସ କରିବେ ବୋଲି ସ୍ଥିର କରିଛନ୍ତି । ଏହି ମହଲର ଉଦଘାଟନ ପାଇଁ ଅନେକ କଳାକାର ମାନେ ଯୋଗ ଦେଇଥିଲେ । ତେବେ ଏହି ଭିଡିଓ ରେ ସୁଭାସିସ ଉଦ୍ଘାଟନ ସମୟରେ ବହୁତ ଖୁସି ଥିବର ଜଣା ପଡ଼ୁଛନ୍ତି ।

ଆଗକୁ ଏମିତି ସେ ନିଜର ଅଭିନୟ ଜାରି ରଖିବେ ବୋଲି ଆଶା କରା ଯାଉଛି । ତେବେ ଗତ ଦିନ ମାନଙ୍କରେ ତାଙ୍କର ଓ ଅନିଶା ଶର୍ମାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । ଯାହାକୁ ନେଇ ଦୁହେଁ ବହୁତ ଖୁସିରେ ଅଛନ୍ତି ବୋଲି ସୋ-ସି-ଆ-ଲ ମି-ଡି-ଆରେ ସେୟାର କରିଥିଲେ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ସୁଭାସିସ ଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *