ମାତ୍ର 29 ବର୍ଷ ବୟସରେ ହୃଦଘାତ ଯୋଗୁ ଏହି କ୍ରିକେଟରଙ୍କର ହେଲା ଅକାଳ ବିୟୋଗ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦେଶର ଜଣେ ଯୁବ କ୍ରିକେଟରଙ୍କର ହୃ-ଦ-ଘା-ତରେ ମୃ-ତ୍ୟୁ ହୋଇଛି । ସେହି କ୍ରିକେଟରଙ୍କ ନାଁ ରହିଛି ଅଭି ବରୁଟଙ୍କର ଯାହାଙ୍କୁ ୨୯ ବର୍ଷ । ଅ-କା-ଳରେ ଯୁବ କ୍ରିକେଟରଙ୍କର ମୃ-ତ୍ୟୁ ଘଟିଛି । ତାଙ୍କର ମୃ-ତ୍ୟୁ ବିଷୟରେ ଟ୍ବିଟ କରିଛନ୍ତି ସୌରାଷ୍ଟ୍ର କ୍ରିକେଟ ସଂଘ । ଅଭି ବରୁଟ ୧୯ ବର୍ଷରୁ କମ ଭାରତୀୟ ବିଶ୍ଵକପ ଦଳର ଅଧୀନାୟକ ଭାବେ ରହିଥିଲେ । ସୌରାଷ୍ଟ୍ର ପକ୍ଷ ରୁ ରଞ୍ଜିତ କ୍ରିକେଟ ଅଭି ବରୁଟ ଖେଳିଛନ୍ତି । ୨୦୧୯ ରୁ ୨୦୨୨୧ ମସିହା ମଧ୍ୟରେ ସୌରାଷ୍ଟ୍ର ରଞ୍ଜିତ ଚମ୍ପିୟାନ ଦଳରେ ସଦସ୍ୟ ଥିଲେ ଅଭି ବରୁଟ । ସେ ୩୮ଟି ପ୍ରଥମ ଶ୍ରେଣୀ ମ୍ଯାଚ, ୩୮ଟି ଏଲ ମ୍ଯାଚ ଓ ୨୦ଟି ଘରୋଇ ୨୦-୨୦ ମ୍ଯାଚ ଖେଳିଛନ୍ତି ।

ଗତ କାଲି ତାଙ୍କର ଅଚାନକ ଏପରି ହୃ-ଦ-ଘା-ତ ରେ ଅ-କା-ଳ ବି-ୟୋ-ଗ ଘଟିଛି । ତାଙ୍କର ନିଧନରେ ସୌରାଷ୍ଟ୍ର ଆସୋସିଏସନ ଗଭୀର ଶୋ-କ ପ୍ରକାଶ କରିଛି । ଡାହାଣ ହାତୀ ବ୍ୟାଟିଂ ସହ ଅସପିନ ବୋଲିଂ କରୁଥିଲେ ଅବି ବରୁଟ । ସେ ଜଣେ ୱିକେଟ କିପର ବ୍ୟାଟର ଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ୧୫୪୭ ରନ ଓ ଲିଷ୍ଟ କ୍ରିକେଟରେ ୧୦୩୦ ରନ ଓ ଟି-୨୦ କ୍ରିକେଟ ରେ ୭୧୭ ରନ ସ୍କୋର କରିଛନ୍ତି । ସୌରାଷ୍ଟ୍ର ପକ୍ଷ ରୁ ୨୧ଟି ରଞ୍ଜିତ ମ୍ଯାଚ, ୧୭ଟି ଲିଷ୍ଟ ଏ ମ୍ଯାଚ,୧୧ଟି ଘରୋଇ ମ୍ଯାଚ ଓ ୧୧ଟି ଘରୋଇ ଟି-୨୦ ମ୍ଯାଚ ରେ ପ୍ରତିନିଧିତ୍ଵ କରିଥିଲେ ।

୨୦୧୧ ମସିହାରେ ଶୟଦ ମୁସ୍ତକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟ ରେ ଗୋଆ ବିପକ୍ଷରେ ୫୩ ବଳ ରୁ ୧୨୨ ରନ ର ଇନିଙ୍ଗ ଖେଳିଥିଲେ ଅଭି ବରୁଟ ଯାହା ଦ୍ଵାରା ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ । ୨୦୧୧ ମସିହାରେ ସେ ୧୯ ବର୍ଷ ରୁ କମ ବାହାରଟିତ ଦଳର ଅଧିନାୟକ ଭାବେ କାମ କରିଛନ୍ତି । ତାଙ୍କର ଏପରି କଳା ନିଧନ ଯୋଗୁ ସମସ୍ତେ ମ-ର୍ମା-ହ-ତ ହୋଇ ପଡିଛନ୍ତି । ପୁରା କ୍ରିକେଟ ଜଗତରେ ଶୋ-କର ଛାଇ ଖେଳି ଯାଇଛି । ପୁରା କ୍ରିକେଟ ଜଗତ ଅଭି ବିରୁଟଙ୍କର ଅ-କା-ଳ ବି-ୟୋ-ଗ ଯୋଗୁ ସ୍ତବ୍ଧ ହେବା ସହ ଦୁଖ ପ୍ରକାଶ କରିଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *