ସ୍ଵାମୀ ଆଗରେ ଡ୍ୟାମକୁ ଡେଇଁଲା ସ୍ତ୍ରୀ, ଆଉ ତା ପରେ ଯାହା ହେଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଦଶହରା ପୂଜା ସାରି ଘରକୁ ଫେରୁ ଥିବା ବେଳେ ହୋଇଥିଲା ଦୁଇ ଦମ୍ପତିଙ୍କ କ-ଳ-ହ । ଏହା ପରେ ଯାହା ଘଟିଲା ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗି । ସ୍ତ୍ରୀ ଜଣକ ରା-ଗି-ଜା-ଇ ସ୍ଵାମୀଙ୍କ ଆଗରେ ପାଣି ଭିତରକୁ ଡେ-ଇଁ ପଡିଲେ । ସ୍ଵାମୀଙ୍କ ସାମନାରେ ଜଲାପୁଟ ଜଳ ଭ-ଣ୍ଡା-ର-କୁ ଡେଇଁ ମହିଳାଙ୍କ ଆ-ତ୍ମ-ହ-ତ୍ୟା । କୋରାପୁଟ ଚମ୍ପାପୁଟ ପୋଲ ନିକଟରେ ଜଳାପୁଟ ଭଣ୍ଡାରକୁ ଡେଇଁ ପଡିଥିବା ଅ-ଭି-ଯୋ-ଗ ହୋଇଛି । ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିସନ ବାହିନୀ ମହୀଳାଙ୍କୁ ଖୋଜିବାରେ ଲାଗିଛନ୍ତି । ସ୍ତ୍ରୀ ଜଣକ ଏମିତି କଣ ପାଇଁ କରିଲେ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି ।

ତେବେ ପାରିବାରିକ କାରଣ ଯୋଗୁ ମହିଳା ଜଣକ ପାଣି ଭିତରକୁ ଡେଇଁ ପଡିଛନ୍ତି ବୋଲି ସ-ଙ୍ଗି-ନ ଅ-ଭି-ଯୋ-ଗ କରିଛନ୍ତି । ଅଗ୍ନିସମ ବାହିନୀ ମହିଳାଙ୍କୁ ଯେତେ ଖୋଜିଲେ ମଧ୍ୟ ଏ ଯାଏଁ କିଛି ପତ୍ତା ମିଳି ନାହି । ତେବେ ପୁରା ଘଟଣା ହେଉଛି ପାଦୁଆ ଥାନା କୁକୁଡା ପକ୍ଷୀ ଗାଁ ର ପୂର୍ଣ୍ଣ ଖରା ଙ୍କୁ ବିବାହ କରିଥିଲେ ପଦ୍ମା । ଏହି ଦୁଇ ଦମ୍ପତିଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି । ଗତ ଶୁକ୍ରବାର ଦିନ ବିଜୟା ଦଶମୀ ଥିବାରୁ ସ୍ଵାମୀ ସ୍ତ୍ରୀ ପିଲାଙ୍କୁ ଘରେ ଛାଡି ପୂଜାରିଗଡା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଆଜି ଅପରାହ୍ନରେ ଏହି ଦୁଇ ଦମ୍ପତି ଘରକୁ ଫେରୁଥିଲେ । କୌଣସି କଥା କୁ ନେଇ ଜଲାପୁଟ ବ୍ରିଜ ଉପରେ ପୂର୍ଣ୍ଣ ଓ ପଦ୍ମାଙ୍କ ମଧ୍ୟରେ ସାମାନ୍ୟ ପା-ଟି-ତୁ-ଣ୍ଡ ହୋଇଥିଲା ।

କଥା ହେବା ଭିତରେ ପଦ୍ମା ସ୍ଵାମୀ ପୂର୍ଣ୍ଣଙ୍କ ଆଗରେ ଜଳ ଭଣ୍ଡାର କୁ ଡେ-ଇଁ ପଡିଥିଲେ । ଜଳ ଭଣ୍ଡାର ଅକାତ ପାତ ପାଣି ଭିତରେ ବୁ-ଡି ଯାଇଥିଲେ ପଦ୍ମା । ଏହା ପରେ ପୂର୍ଣ୍ଣ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକେ ଅଗ୍ନିସମ ବାହିନୀକୁ ଖବର ଦେବା ପରେ ସେମାନେ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଖୋଜିଥିଲେ ମଧ୍ୟ କିଛି ଖବର ମିଳି ନାହି । ଏ ନେଇ ଥା-ନା-ରେ କୌଣସି ଲିଖିତ ଅ-ଭି-ଯୋ-ଗ ନ ହୋଇଥିଲେ ମଧ୍ୟ ପାଦୁଆ ଥା-ନା ପୋ-ଲି-ସ ଏହି ଘଟଣା ଉପରେ ନଜର ରଖିଛି ।

ତେବେ ପ୍ରକୃତରେ କଣ ଘଟଣା ଘଟିଛି ତାହା ପୋ-ଲି-ସ-ର ତ-ଦ-ନ୍ତ ହେବା ପରେ ଜଣା ପଡିବ । ଏହି ଘଟଣା ରୁ ଏତିକି କୁହା ଯାଇପାରେ ଯେ ସାମାନ୍ୟ କ-ଳ-ହ ରୁ କେତେ ବଡ ଦୁର୍ଘଟଣା ଘଟିଗଲା ଯାହା ବିଷୟରେ କେହି କିଛି ଜାଣି ପାରିଲେ ନାହି । ଏମିତି କି ପଦ୍ମାଙ୍କ ସ୍ଵାମୀ ପୂର୍ଣ୍ଣ ତାଙ୍କ ପାଖରେ ରହି ମଧ୍ୟ କିଛି କରି ପାରିଲେ ନାହି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *