NCBର ଜୋନାଲ ଡାଇରେକ୍ଟର Sameer Wankhede ଙ୍କୁ ଏମିତି କହିଲେ Aryan, ଦେଖନ୍ତୁ Video

ବଲିଉଡ କିଂ ଖାନଙ୍କ ପୁଅ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଏନସିବୀ ଦ୍ଵାରା ଡ୍ର-ଗ୍ସ ମା-ମ-ଲାରେ ଗି-ର-ଫ ହୋଇ ଆର୍ଥନ ଜେ-ଲରେ ଅଛନ୍ତି । ତେବେ ବର୍ତ୍ତମାନର ଖବର ଅନୁଯାୟୀ ଆର୍ୟନ ଏନସିବୀର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ ଙ୍କୁ କହିଛନ୍ତି ଯେ ସାର ମୁଁ ମୋ ନିଜକୁ ବଦଳାଇ ଦେବୀ, ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦଉଛି ଆପଣ ମୋ ପାଇଁ ଦିନେ ଗର୍ବ ଅନୁଭବ କରିବେ, ମୁଁ ଭଲ ପିଲା ହୋଇଜୀବୀ, ଆଉ କେବେ ବି ଜୀବନରେ ନି-ଶା ସେ-ବ-ନ କରିବି ନାହି ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି । ଏ କଥାଟି ଏନସିବିଆର ଜଣେ ଅଫିସର ସୂଚନା ଦେଇଛନ୍ତି । ଗତ ୨ ତାରିଖରେ ଆର୍ୟନ ଖାନ ଡ୍ଗ୍ସ ମା-ମ-ଲାରେ ତାଙ୍କ ବନ୍ଧୁ ମୁନମୁନ ।

ଅରବାଜଙ୍କ ସହ ଧ-ରା ପଡିଥିଲେ । ଏହା ସହ ତଙ୍କ ପାଖରୁ ୧୩ଗ୍ରାମର କୁ-କେ-ନ, ୫ଗ୍ରାମର M-D, ୨୧ଗ୍ରାମର ଚ-ର-ସ, ୨୨ଟି M-D-N ବ-ଟି-କା ଓ ୧ଲକ୍ଷ ୩୩ହଜାର ଟଙ୍କାର ନ-ଗ-ତ କ୍ୟା-ସ ଜବତ ହୋଇଥିଲା । ଏନସିବୀ ତରଫରୁ ସମସ୍ତଙ୍କୁ କା-ଉ-ନ୍ସି-ଲି-ଙ୍ଗ କରା ଯାଇଥିଲା । ଏହା ସହ ଡ୍ରା-ଗ-ସ୍ର ସେ-ବ-ନ ଦ୍ଵାରା ଶରୀର ଉପରେ କଣ ପ୍ରଭାବ ପଡେ ତାହା ମଧ୍ୟ ବୁଝା ଯାଇଥିଲା । କାଉନ୍ସିଲିଙ୍ଗ ସମୟରେ ଆର୍ୟନ ସମୀର ୱାଙ୍ଖଡେ ଙ୍କୁ ନିଜ ମନ କଥା ପ୍ରକାଶ କରିଥିଲେ । ଆର୍ୟନ କହିଥିଲେ ସେ କିଭଳି ଭାବେ ଡ୍ର-ଗ୍ସ ସେବନ କରନ୍ତି ଓ କେଉଁ କାରଣ ପାଇଁ କରନ୍ତି । ଏହା ସହ ତାଙ୍କ ବାପା ଶାହରୁଖ ଖାନ ତାଙ୍କୁ ସମୟ ଦେଇ ନ ଥାନ୍ତି ।

ତାଙ୍କ ବାପାଙ୍କୁ ଦେଖା କରିବା ପାଇଁ ଆପଏଣ୍ଟମେଣ୍ଟ ନେବାକୁ ପଡେ ବୋଲି ଆର୍ୟନ ଖାନ ସମୀର ୱାଙ୍ଖଡେଙ୍କୁ କହିଥିଲେ । କହିବାକୁ ଗଲେ ଆର୍ୟନଙ୍କୁ ସମୀର ୱାଙ୍ଖଡେ ଜଣେ ଅଫିସର ଭାବେ ନୁହେଁ ବରଂ ଜଣେ ବଡ ଭାଇ ବାହାବେ ବୁଝାଇ ଥିଲେ କି ଡ୍ର-ଗ୍ସ ସେବନ ଦ୍ଵାରା କିପରି ନିଜର ହିଁ କ୍ଷ-ତି ହୋଇଥାଏ । ଏହା ସହ ଆର୍ୟନ ଖାନ ସମୀର ୱାଙ୍ଖଡେଙ୍କୁ ସହଯୋଗ ମଧ୍ୟ କରିଥିଲେ । ଆର୍ୟନ ଭଲ ପିଲା ହେବା ସହ ଆଉ ନି-ଶା ସେବନ କରିବେ ନାହି ବୋଲି ସମୀର ୱାଙ୍ଖଡେ ଙ୍କୁ କହିଥିଲେ । ବର୍ତ୍ତମାନ ଆର୍ୟନ ଆର୍ଥନ ଜେ-ଲ ରେ ୯୫୬ କଏଦୀ ନମ୍ବର ମିଳିଛି । ତେବେ ଆସନ୍ତା ୨୦ ତାରିଖରେ ଆର୍ୟନ ଙ୍କର ବେଲ ଶୁଣାଣୀ ହେବ ।

ଅନ୍ୟ ପଟେ ଆର୍ୟନଙ୍କର ବେଲ ୩ଥର ଆଗ୍ରାହ୍ୟ କରିଛି କୋ-ର୍ଟ । ବର୍ତ୍ତମାନ ସେ ନିଜର ଦିନ କା-ଟୁ-ଛ-ନ୍ତି ଆ-ର୍ଥ-ନା ରୋଡ ଜେ-ଲରେ । ତେବେ ଆର୍ୟନ ଖାନ ସମୀର ୱାଙ୍ଖଡେଙ୍କୁ ଯେଉଁ ବଚନ ଦେଇଛନ୍ତି ତାହା କେତେ ସତ କେତେ ମିଛ ତାହା ସମୟ କହିବ । କଣ ସତରେ ଆର୍ୟନ ନି-ଶା ଛାଡି ଭଲ ପିଲା ହୋଇଯିବେ ତାହା ଏବେ ଦେଖିବାର ଅଛି । ବର୍ତ୍ତମାନ ଆର୍ୟନଙ୍କୁ ଯେଉଁ ଉଚିତ ଶିକ୍ଷା ମିଳିଲା ତାହାକୁ ଆଧାର କରି ସେ ଆଗକୁ ଯାଇ କଣ ନିଜ ଜୀବନକୁ ଠିକ ରାସ୍ତାରେ ନେବେ ତାହା ଦେଖିବା ବାକି ରହିଲା ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *