ଦେଖନ୍ତୁ ହୃଦୟ ଥରେଇ ଦେଲାଭଳି ଭିଡିଓ, ଯେତବେଳେ କଂସେଇ କୁ ଗୋମାତା ନିଜେ ଉତାରିଲେ ମରଣ ମୁହଁରେ

ଭାରତୀୟ ପରମ୍ପରା ଅନୁସାରେ ଆଜି ବି ହିନ୍ଦୁ ଧର୍ମରେ ଗାଈ କୁ ମାଆ ର ସମାନ କୁହାଯାଇଥାଏ । ଏହି କାରଣ ରୁ ବହୁତ ଭାରତୀୟ ଘରେ ନିଜେ ରୁଟି ଖାଇବା ପୂର୍ବରୁ ଗାଈ ପାଇଁ ରୋଟି ଅଲଗା ରଖାଯାଇ ଥାଏ । ଏହାଛଡା ବୈଜ୍ଞାନିକ ରୂପେ ଏହା ପ୍ରମାଣ ହୋଇଛି କି ଗାଈର କ୍ଷୀର କୌଣସି ଔଷଧ ଠାରୁ କମ ନୁହେଁ ଏବଂ ଏହା ମଣିଷକୁ କେତେକ ରୋଗରୁ ମୁକ୍ତି ଦେଇଥାଏ । ଯେମିତି ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଇଥାଏ ସେମିତି ଅନ୍ୟ ଧର୍ମରେ ଗାଈକୁ ମୃତ୍ୟୁ ଘାତକୁ ବାହାର କରାଯାଇଥାଏ ।

ଆଜି ପର୍ଯ୍ୟନ୍ତ ଗୋ ହତ୍ୟା କରିବାର ଘଟଣା ଲଗାତାର ବଢି ଚାଲିଛି ।

ଆପଣ ଦେଖିଥିବେ କି ଯେତବେଳେ ଗାଈକୁ ରାଗ ଆସିଥାଏ ତାହେଲେ ପରିଣାମ ବହୁତ ହିଁ ଖରାପ ହୋଇଥାଏ । ଆଜି ଯେଉଁ ଭିଡିଓ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ତାହା ଏଥିରେ ସମ୍ବନ୍ଧିତ ଅଟେ । କୌଣସି ଯାନୁଆର କୁ ଏମିତି ରୂପରେ ଦେଖି ଆପଣ ବି ଚମକି ଯିବେ । ଏହି କାରଣରୁ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆପଣ ଜାଣିଥିବେ ବି କଂସେଇ ମାନେ ଗାଈ ମାନଙ୍କୁ କାଟିଥାନ୍ତି କିନ୍ତୁ ଏପରି ଭିଡିଓ ଆପଣ କେବେ ଦେଖି ନଥିବେ ।

ଏମିତି କୁହାଯାଇଛି କି ଏହି ଭିଡିଓ ପାକିସ୍ଥାନରେ ହୋଇଛି ଏବଂ ଏହା ଇଦ ଦିନର ଅଟେ । ଏବେ ଏହି କଥାରେ କେତେ ସତ ଅଛି ତାହାତ ଏହି ଭିଡିଓ ଦେଖିବା ପରେ ଜଣାପଡିବ । ଯଦି ଆପଣଙ୍କ ହୃଦୟ କମଜୋର ଅଟେ ତାହେଲ ଏହି ଭିଡିଓକୁ ଦଖନ୍ତୁ ନାହିଁ । ଏହା ଏଥିପାଇଁ କି କାରଣ ଏଥିରେ କିଛି ଏମିତି ଦୃଶ୍ୟ ଅଛି ଯାହା ଆପଣଙ୍କୁ ବିଚଳିତ କରିପାରେ ଏବଂ ଯାହାକୁ ଦେଖି ଆପଣଙ୍କର ରାମ କମ୍ପି ଉଠିବ ।

ଏହି ଭିଡିଓରେ ଜଣେ ବ୍ୟକ୍ତି ଗାଈ ସହିତ କିଛି ଏମିତି କଲା ଯାହାର ତାକୁ ବହୁତ ଭାରି କିମତ ଦେବାକୁ ପଡିଲା । କୁହାଯାଇକି ଗୋଟେ ଦିନ ଜନ୍ତୁକୁ ଭଗବାନ ନିହାତି ଶୁଣିଥାନ୍ତି ଏବଂ ଏମିତି ହିଁ କିଛି ଏହି ଭିଡିଓରେ ବି ହୋଇଛି । ସେତବେଳେ ଗୋ ହତ୍ୟା କରିବା ବାଲାକୁ ତାର ପାପର ଦଣ୍ଡ ମିଳିଗଲା ।

ଆପଣ ନିଜେ ଦେଖନ୍ତୁ କି କେମିତି ଗୋମାତା ଜଣେ କଂସାଇ କୁ ସବକ ଶିଖାଇଲା ଏବଂ ତାକୁ ତାର କର୍ମର ଫଳ ଦେଲା ।

Leave a Reply

Your email address will not be published. Required fields are marked *