୧୦୧ ବର୍ଷ ପରେ ହୋଲିରେ ହେଉଛି ମହାସଂଯୋଗ, ଏହି ୨ ରାଶିର ଚମକି ଯିବ ଭାଗ୍ୟ

ଜଲ୍ଦି ହିଁ ରଙ୍ଗର ପର୍ବ ହୋଲି ଆସୁଛି ,ଏହି ଥର ହୋଲି ସର୍ବଥିସିଦ୍ଧି ଯୋଗରେ ପାଳନ କରାଯିବ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହିଥର ହୋଲିରେ କିଛି ବିଶେଷ ସଂଯୋଗ ବି ହେଉଛି । ଏହି ଦିନ ସବୁଲୋକ ବହୁତ ଉତ୍ସାହର ସହିତ ଏହି ପର୍ବ ପାଳନ କରନ୍ତି । ଏହା ଏକ ଏମିତି ପର୍ବ ଯେ ସବୁ ଭାରତୀୟ ମାନଙ୍କର ପ୍ରିୟ ଅଟେ । ଏହି ହୋଲି ପର୍ବରେ ଏକ ରଙ୍ଗ ମାଧ୍ୟମରେ ସଂସ୍କୃତି ର ରଙ୍ଗରେ ରଙ୍ଗାଇ ସବୁ ଭିନ୍ନତାକୁ ଶେଷ କରିଦେଇଥାଏ ।

ଆମେ ସମସ୍ତେ ଜାଣିଛେ କି ଏହି ବର୍ଷ ହୋଲିର ପର୍ବ ମାର୍ଚ ମାସ ଆରମ୍ଭ ଦିନରେ ହିଁ ପଡୁଛି । ଜୋତିଷ କହିଛନ୍ତି କି ଏହି ବର୍ଷ ହୋଲି ପାଞ୍ଚ ରାଶିଙ୍କ ପାଇଁ ବହୁତ ଖାସ ରହିବ ,ଯାହା ତାଙ୍କ ଜୀବନକୁ ଖୁସିର ରଙ୍ଗରେ ଭରିଦେବ ।

କାରଣ ଜୋତିଷଙ୍କ ଅନୁସାରେ ହୋଲି ପର୍ବରେ ଏମିତି ମହାସଂଯୋଗ ହେଉଛି ଯାହା ଫଳରେ ପାଞ୍ଚଟି ରାଶି ଉପରେ ଧନ ବର୍ଷା ହେବ । ଏହି ହୋଲିର ପର୍ବ ହସ ଉଲ୍ଲାସର ସହିତ ପାଳନ କରାଯାଏ । ଏହି ବର୍ଷ ଏହି ପର୍ବ ଏକ ଖାସ ସଂଯୋଗ ସହିତ ଆସିବ । ହୋଲିର ଶୁଭ ଦିନ କର୍କଟ ,ତୁଳା ,ମକର ଏବଂ ମେଷ ଲଗ୍ନ ବାଲା ଜାତକ ପାଇଁ ଲାଭକାରୀ ରହିବ । ଶାସ୍ତ୍ର ଅନୁସାରେ ପ୍ରତି ମାସରେ ସବୁ ଦିନରେ ସବୁ ରାଶି ନିଜର ଗୃହ ପରିବର୍ତନ କରିଥାନ୍ତି ଏବଂ ହୋଲି ଦିନ ବି ସବୁ ରାଶି ନିଜର ଗୃହ ପରିବର୍ତନ କରିବେ । ଏହି ପରିବର୍ତନ କାରଣରୁ ବହୁତ ଭଲ ମହାସଂଯୋଗ ହେବାକୁ ଯାଉଛି । ଆଜି ଆମେ ଆପଣଙ୍କୁ କହିବୁ ସେହି ରାଶିମାନଙ୍କ ବିଷୟରେ ଯିଏ ଏହି ମହାସଂଯୋଗରେ ଭାଗ୍ୟଶାଳୀ ହେବେ ।

୧ -ସିଂହ ରାଶି

ଏହି ପର୍ବରେ ସିଂହ ରାଶିର ଲୋକ ବହୁତ ଭାଗ୍ୟଶାଳୀ ହେବେ । ଏମାନଙ୍କ ଜୀବନରେ ହଠାତ ନୂଆ ପରିବର୍ତନ ହେବାର ସମ୍ଭାବନା ଅଛି । କିନ୍ତୁ ଆପଣଙ୍କୁ ଆପଣଙ୍କର ରାଗ ଉପରେ ନିୟତ୍ରଣ ରଖିବାକୁ ହେବ କାରଣ ଆପଣ ରାଗରେ ଭୁତ ନିସ୍ପତି ନେଇ ପାରନ୍ତି ,ଯାହା ଆପଣଙ୍କ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହେଇପାରେ । ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ ।

୨ -କନ୍ୟା ରାଶି

ଏହି ମହାସଂଯୋଗର ପ୍ରଭାବ କନ୍ୟା ରାଶିର ଜାତକରେ ବି ଦେଖାଦେବ । ଏମାନଙ୍କର ଶିକ୍ଷା ସହିତ ଯୋଡିହୋଇଥିବା କାମରେ ସଫଳତା ମିଳିବ ଏବଂ ନୂଆ ବେପାର ଆରମ୍ଭ କରିବା ରୁ ଧନ ଲାଭ ହେବ । ବେପାର କ୍ଷେତ୍ରରେ ବହୁତ ସଫଳତା ମିଳିବ ଏବଂ ଏହା ସହିତ ମହାଲକ୍ଷ୍ମୀ ଙ୍କର କୃପା ବି ହେବ ।

Leave a Reply

Your email address will not be published. Required fields are marked *