ଦେଖନ୍ତୁ ଭାଇରାଲ Video: ପେଟେ ପିଇ ଯୁବତୀ ଜଣକ କେମିତି ରାସ୍ତା ଉପରେ କରୁଛନ୍ତି ଡ୍ରାମା

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘଟଣା ବିଷୟରେ ନେଇ ଆସିଛୁ ଯାହାକୁ ଦେଖିଲେ ମହିଳା ମାନେ କିଅପରି କାମ କରି ନିଜ ଇଜ୍ଜତ ନିଜେ ହରାଉଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଏହି ଘଟଣା ଟି ମହାରାଷ୍ଟ୍ର ରେ ଘଟିଛି ଯାହାକୁ ନେଇ ସୋସିଆଲ ମିଡିଆରେ ଏବେ ଖୁବ ଜୋରସୋର ରେ ଚର୍ଚ୍ଚା ହେବାରେ ଲାଗିଛି ।

ବର୍ତ୍ତମାନ ଟ୍ରାଫିକ କଟକଣା ଯେଉଁ ଭଳି ରହିଛି ଏହି ସମୟରେ ଯୁବତୀ ଜଣକ ଏପରି କାମ କରିବାକୁ କେମିତି ସାହସ କରିଛନ୍ତି ଏହା ଆପଣଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଥିବ । କିନ୍ତୁ ସତ କଥା ହେଉଛି ଯୁବତୀ ଜଣକ ହୋସରେ ନ ଥିବାରୁ ଏପରି କା-ଣ୍ଡ କରିଛନ୍ତି । ଯୁବତୀ ଜଣକ ଏତେ ନି-ଶା କରିଥିଲେ ଯେ ନିଜ ହୋସରେ ନ ଥିଲେ ଯାହା ପାଇଁ ସେ ରାସ୍ତା ମଝିରେ ଶୋଇ ରହି ଗାଡି ଗୁଡିକୁ ଅଟକାଇବାରେ ଲାଗିଛନ୍ତି ଯାହା ଏହି ଭିଡିଓ ରୁ ଜଣା ପଡୁଛି ।

ତେବେ ଏହି ମାତାଲ ଯୁବତୀ ଜଣକ ଏମିତି କା-ଣ୍ଡ କରୁଥିବାର ଦେଖି ରାସ୍ତାରେ ଯାଉଥିବା ଗାଡି ଚାଳକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହା ପରେ ଯୁବତୀ ଜଣକ ଏମିତି କିଛି କରିଛନ୍ତି ଯାହାକୁ ଦେଖି ଅନ୍ୟ ମାନେ ଚିନ୍ତାରେ ପଡି ଯାଇଛନ୍ତି । ଯୁବତି ଜଣକ ଏତେ ନି-ଶା କରିଛନ୍ତି ଯେ କେତେବେଳେ ରାସ୍ତାରେ ବସି ପଡ଼ୁଛନ୍ତି ତ ଆଉ କେତେବେଳେ ରାସ୍ତା ରେ ଶୋଇ ପଡ଼ୁଛନ୍ତି । ଏହା ପାଇଁ ଗାଡି ଗୁଡିକ ଯିବା ଆସିବାରେ ମଧ୍ୟ ସମସ୍ଯା ସୃଷ୍ଟି ହେଉଛି ଯାହା ଏହି ଭିଡିଓ ରୁ ଜଣା ପଡୁଛି ।

ଯୁବତି ଏପରି କା-ଣ୍ଡ କରିବା ସମୟରେ ତାଙ୍କ ଭିଡିଓ କରି କେହି ବ୍ୟକ୍ତି ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ନିଜର ଭିଡିଓ ହେବାର ଦେଖିବା ପରେ ଯୁବତୀ ଜଣକ ଏହା ବନ୍ଦ କରିବାକୁ ପାଟି କରିବା ଆରମ୍ଭ କରି ଦେଇଥିଲେ । ଯୁବତୀ ଙ୍କୁ କିଛି ଲୋକ ମାନେ ରାସ୍ତା ରୁ ହଟିବା ପାଇଁ କହୁଥିଲେ ମଧ୍ୟ ସେ ଯାଇପାରୁ ନ ଥିଲେ । କାରଣ ନି-ଶାର ମାତ୍ରା ଏତେ ଅଧିକ ରହିଥିଲା ଯେ ଯୁବତୀ ଜଣକ ନିଜେ ଚାଲି କରି ଯାଇପାରୁ ନ ଥିଲେ ।

ଏହି ଘଟଣା ବାବଦରେ ଯେତେବେଳେ ପୋଲିସ କୁ ସୂଚନା ଦିଆଯାଇ ଥିଲା ସେହି ସମୟରେ ପୋଲିସ ଉତ୍ତର ରେ କହିଥିଲା ଯେ ଏ ବିଷୟରେ ତାଙ୍କ ପାଖରେ କିଛି ବି ସୂଚନା ନାହି କି ଏ ଘଟଣା କେତେବେଳେ ଘଟିଥିଲା ତାହା ସେମାନେ ଜାଣି ନାହାନ୍ତି ।

ପୋଲିସର ଏପରି କଥା ଶୁଣିବା ପରେ ଜନତା ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଶେଷରେ ଏତିକି କୁହା ଯାଇପାରେ ଯେ ଯୁବତୀ ଜଣକ ଏତେ ନି-ଶା କରିଛନ୍ତି ଯାହା ପାଇଁ ଆଜି ସେ ସୋସିଆଲ ମିଡିଆରେ ଭାଇରାଲ ହେଉ ନାହନ୍ତି ବରଂ ତାଙ୍କର ଓ ତାଙ୍କ ପରିବାର ମଧ୍ୟ ଇଜ୍ଜତ ହରାଇଛନ୍ତି । ତେଣୁ ମହିଳା ମାନଙ୍କୁ ନିଜ ଇଜ୍ଜତ ପ୍ରତି ଧ୍ୟାନ ଦେବା ଉଚିତ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *