ବହୁତ ଲୋକଙ୍କୁ ଏହା ଲାଗେ ଯେ ଆମେରିକା ଦୁନିଆର ସବୁ ଠାରୁ ଶକ୍ତିଶାଳୀ ଦେଶ ଅଟେ ସେଥିପାଇଁ ଲୋକ ଭାବନ୍ତି ଏହି ଦେଶ ଆମେରିକା ଡଲାର ସବୁ ଠାରୁ ମହଙ୍ଗା ହୋଇବ । କିନ୍ତୁ ଏମିତି ନୁହଁ, ଆମେରିକା ଡଲାର ବହୁତ ଦେଶ ଅନୁଯାଇ ଦୁର୍ବଳ ବା ଶସ୍ତା ଅଟେ । ସମସ୍ତେ ଆମେରିକାକୁ ସର୍ବ ଶ୍ରେଷ୍ଠ ଭାବନ୍ତି କିନ୍ତୁ ଆଜି ଆମେ ସମସ୍ତଙ୍କୁ କହିବାକୁ ଚାହୁଁଛୁ ଯେ ଆମେରିକା ସର୍ବ ଶ୍ରେଷ୍ଟ ବୋଲି ଏହି ଧାରଣା ଭୁଲ ଅଟେ ।
ଆଜି ଆମେ ଆପଣଙ୍କୁ ଦୁନିୟାର ସବୁ ଠାରୁ ମହଙ୍ଗା ମୁଦ୍ରା କେଉଁଟା ଅଟେ ।
ସବୁ ଠାରୁ ମହଙ୍ଗା ମୁଦ୍ରା :
କୁବେତ :-
କୁବେତି ମୁଦ୍ରା ଦିନାର ଦୁନିଆ ର ସବୁ ଠାରୁ ମହଙ୍ଗା ମୁଦ୍ରା ଅଟେ, କୁବେତି ଦିନାର ମୂଲ୍ୟ ଯଦି ଆମେ ଆମେରିକା ଡଲାର ସହ ତୁଳନା କରିବା ତେବେ ଗୋଟେ ଦିନାର ୩.୩୨ ଆମେରିକା ଡଲାର ହୋଇ ଥାଏ । ତେବେ ଭାରତ ଅନୁଯାଇ ଗୋଟେ ଦିନାର କୁବେତ ରେ ୨୨୨ ଟଙ୍କା ହେଉଛି ।
ବହରିନ :
ଏହି ଦେଶ ମୁଦ୍ରା ଦୁନିୟାର ଦ୍ଵିତୀୟ ସବୁ ଠାରୁ ମହଙ୍ଗା ମୁଦ୍ରା ଅଟେ, ଗୋଟେ ବହରିନ ଦିନର ମୂଲ୍ୟ ୨.୬୫ ଅଟେ ଏବଂ ଏହା ଭାରତ ରେ ୧୭୭.୫୫ଟଙ୍କା ସହ ସମାନ ।
ଓମାନ :
ଓମାନ କରେନ୍ସି ଓମାନ ରିୟଲ ତୃତୀୟ ନମ୍ବର ରେ ଆସିଛି, ଓମାନ ରିୟଲ ମୂଲ୍ୟ ଗୋଟେ ଓମାନ ସହ ୨.୬୦ ଡଲାର ସମାନ ଅଟେ ଏବଂ ଗୋଟେ ଓମାନ ସହ ୧୭୪.୦୨ ଭାରତ ଟଙ୍କା ସମାନ ଅଟେ ।
ୟୁକେ :
ଏହି ସୁଚିରେ ୟୁକେ ଏହା ପର ସ୍ଥାନ ରେ ଆସିଛି । ୟୁକେ ଗୋଟେ ପାଉଣ୍ଡ ଆମେରିକା ୧.୩୦ ଡଲାର ସହ ସମାନ ଅଟେ, ଏବଂ ଭାରତ ୮୭.୦୧ ସମାନ ଅଟେ ।
ୟୁରୋ :
ୟୁରୋପ ମୁଦ୍ରା ଗୋଟେ ୟୁରୋ ୧.୧୨ ଡଲାର ସହ ସାମ ଅଟେ ଏବଂ ଗୋଟେ ୟୁରୋ ଭାରତ ୭୫.୦୪ଟଙ୍କା ସହ ସମାନ ଅଟେ ।
ସ୍ଵିଜରଲ୍ୟାଣ୍ଡ :
ସ୍ଵିଜରଲ୍ୟାଣ୍ଡ କରେନ୍ସି ମଧ୍ୟ ଆମେରିକା ଡଲାର ଠାରୁ ଅଧିକ ଅଟେ, ସ୍ଵିସଫ୍ରେଙ୍କ ମୂଲ୍ୟ ଆମେରିକୀୟ ଡଲାର ରେ ୧.୦୩ ଅଟେ ଏବଂ ଭାରତ ଟଙ୍କା ଅନୁଯାଇ ୬୯.୦୧ ଅଟେ ।
ବୃନେଇ :
ଏହା ପରେ ବୃନେଇ ଦେଶ ମୁଦ୍ରା ଏହି କଡି ବା ସୂଚୀ ରେ ଆସୁଛି ଏହା ଅନୁଯାଇ ଆମେରିକା ଡଲାର ୦.୭୪ ଅଟେ ଏବଂ ଭାରତୀୟ ଟଙ୍କା ଅନୁଯାଇ ୪୯.୫୮ ଅଟେ ।
ଲିବିୟା :
ଲିବିୟା ଦିନର ଆମେରିକା ଡଲାର ଅନୁଯାଇ ୦.୭୨ ଅଟେ ଏବଂ ଭାରତୀୟ ଟଙ୍କା ଅନୁଯାଇ ୪୮.୨୪ ଅଟେ ।