ଧନର ବର୍ଷା କରୁଥିବା ଏକ ଚମତ୍କାରୀ ଫୁଲ, ଆଜି ହିଁ କରନ୍ତୁ ଏହି ଚମତ୍କାରୀ ଉପାୟ- Ajira Anuchinta

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଫୁଲ ବିଷୟରେ କହିବାକୁ ଯାଉଛୁ ଯାହା ଚମତ୍କାରୀ ଉପାୟ ଅଟେ । ସେହି ଫୁଲ ହେଉଛି ନାଗଚମ୍ପା । ଏହି ଉପାୟ କରିବା ସମୟରେ କେହି ଯେମିତି ଆପଣଙ୍କୁ ନ ଦେଖନ୍ତୁ ସେଥିପ୍ରତି ଧ୍ୟାନ ଦେବା ଉଚିତ । ହିନ୍ଦୁ ଧରମରେ ଫୁଲ ଗୁଡିକ ବିଶେଷ ମହତ୍ଵ ରହିଛି । ଠାକୁର ପୂଜା କରିବା ସମୟରେ ଆମେ ଅନେକ ଫୁଲ ଅର୍ପଣ କରିଥାଉ । ସାଧାରଣତ ନାଗଚମ୍ପା ଫୁଲ ଶୀତଦିନରେ ଦେଖା ଯାଇଥାଏ । ଏହି ଫୁଲ ଦେଖିବାକୁ ନାଗ ସାପ ଭଳି ହୋଇଥାଏ ।

୧- ଏହି ନାଗଚମ୍ପା ଫୁଲ ସୋମବାର ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦେଲେ ଘରେ ଥିବା ଖରାପ ଶକ୍ତି ଦୂର ହେବ ସହ ସାକାରାତ୍ମକ ଶକ୍ତିର ଆଗମନ ହୋଇଥାଏ । ଧ୍ୟାନ ରଖିବେ ଏହି ଉପାୟ କରିବା ସମୟରେ ଯେମିତି କେହି ଆପଣଙ୍କୁ ନ ଦେଖନ୍ତି । ଏହା ସହ ଆପଣଙ୍କର ଆର୍ଥିକ ସମସ୍ଯା ମଧ୍ୟ ଦୂର ହୋଇଯିବ । ଘରେ ଚାଲିଥିବା କଳହ ବା ବିବାଦ ମଦ୍ୟ ଏହି ଉପାୟ କରିବା ଦ୍ଵାରା ଦୂର ହୋଇଯିବ ।

୨- ଶନିବାର ବା ସୋମବାର ଦିନ ରାତ୍ରି ସମୟରେ ନାଗଚମ୍ପା ଫୁଲ ତୋଳି ଆଣି ତା ପର ଦିନ ସକାଳେ ଏହି ଫୁଲକୁ ଜଳ ସ୍ରୋତ ରେ ହସାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ଆର୍ଥିକ ସମସ୍ଯା ଦୂର ହେବା ସହ ଧନର ଆଗମନ ହୋଇଥାଏ । ଏହି ଉପାୟ ଟି କରିବା ସମୟରେ ଧ୍ୟାନ ରଖିବେ ଯେମିତି କେହି ଆପଣଙ୍କୁ ନ ଦେଖନ୍ତି ।

୩- ଯଦି ଆପଣ ମନ ପସନ୍ଦର ଚାକିରି ଚାହୁଁଥାନ୍ତି ତେବେ ମା ପାରବତୀ ବା ମା ଦୂର୍ଗାଙ୍କୁ ଗୋଟିଏ ଲେଖାଏଁ ନାଗଚମ୍ପା ଫୁଲ ପ୍ରତି ଦିନ ଅର୍ପଣ କରନ୍ତୁ । ଏହି ଉପାୟକୁ ଆପଣଙ୍କୁ ଦୀର୍ଘ ୧୧ ଦିନ ଯାଏଁ କରିବାକୁ ପଡିବେ । ଏହି ଉପାୟ ଟି କରିବା ଦ୍ଵାରା ଆପଣଙ୍କୁ ଆପଣଙ୍କର ମନ ମୁତାବକ ଚାକିରି ମିଳି ପାରିବ । ମନେ ରଖିବେ ଏହି ଉପାୟ ବିଷୟରେ ଆପଣ ଅନ୍ୟ କୁ କହିବେ ନାହି । ନଚେତ ଆପଣଙ୍କର କୌଣସି ଇଛା ପୂରଣ ହେବ ନାହି ।

୪- ସୋମବାର ଦିନ ୩ଟି ନାଗଚମ୍ପା ଫୁଲ ଶିବ ଲିଙ୍ଗ ଉପରେ ଅର୍ପଣ କରନ୍ତୁ । ସେଥି ମଧ୍ୟରୁ ଗୋଟିଏ ଫୁଲ ଅପାନ ନିଜ ପାଖରେ ଆଣି ରଖନ୍ତୁ । ସେହି ଫୁଲକୁ ଆପଣ ମାନେ ନିଜର ଟଙ୍କା ରଖୁଥିବା ଜାଗାରେ ବା ନିଜ ପର୍ସ ରେ ରଖିବା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହୋଇଥାଏ । ଏହା ସହ ଆପଣଙ୍କୁ ଆପଣଙ୍କର ମନ ପସନ୍ଦର ଚାକିରି ମିଳିବା ସହ ଚାକିରି କ୍ଷେତ୍ର ରେ ପ୍ରମୋଶନ ମଧ୍ୟ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *