ଧାନ, ମୁଗ, ଗହମ, ସୋରିଷ, ମଣ୍ଡିଆ, କଳାରାଶି, ଏହି ସବୁ କୁ ପୁଡିଆ କରି ଏକ କାନାରେ ସବୁ ଜାଗାରେ ମାନେ ଘରାର ସବୁ ରାମ ରେ ରାଖୀ ଦିଅନ୍ତୁ ଦେଖିବେ ଆପଣଙ୍କ ଘରେ କେବେ ଭି ଧନ କମ ହେବନି ।
ଏହାର କାରଣ ଏହାକୁ ମା ଲକ୍ଷ୍ମୀ ବୋଲି କୁହା ଯାଏ ତେଣୁ ଏହା କୁ କରିବା ଦ୍ଵାରା ଧନ ବୃଦ୍ଧି ହୁଏ । କେତୋଟି ପଦ ଧୁଳି ଘରେ ପଡିଲେ ଆପଣଙ୍କ ଘରର ଭଲ ହୋଇ ଥାଏ କଣ କଣ ସବୁ ଆସନ୍ତୁ ଜାଣିବା ଗାଈ ପାଦ, ଧାନର ଧୁଳି, ଭଣଜା ପାଦ ଧୁଳି, ବ୍ରାହ୍ମଣ ର ପାଦ ଧୁଳି ପଡିଲେ ଆପଣଙ୍କ ଘରେ ଆପଣଙ୍କ ମଙ୍ଗଲ ହୁଏ ଓ ଯଦି କେହି ଗରିବ ଥାଏ ସେ ଧନୀ ହୋଇ ଯାଏ । କିନ୍ନର ମାନଙ୍କୁ ସବୁଜ ବସ୍ତ୍ର ଦାନ କରନ୍ତୁ ଦେଖିବେ ଆପଣଙ୍କ ଧନ ସତ ବାଟରେ ଜୀବ ।
ଯଦି ଆପଣ କମାଉ ଥିବା ଧନ ସଞ୍ଚିତ ହୋଇ ପାରୁନି । ତେବେ ଗାଧୋଇବା ବେଳେ ଗୋଟେ କିମ୍ବା ଦୁଇଟା କଳା ରାଶି କୁ ଆପଣ ପାନନୀରେ ପକାଇ କି ଗାଧାନ୍ତୁ ଦେଖିବେ ଲାଭ ହେବ । ଆଉ ଏକ ଉପାୟ କରି ପାରିବେ କିଛି କଳା ରାଶି ଓ କିଛି କଳା ଗୁଡ କୁ ଏକ କଳା କାନାରେ ଗୁଡାଇ କି ଆପଣ ରଖିବେ ତାପରେ ଏହାକୁ ଆପଣ ଏକ ଭିକାରି କୁ ଦେଇ ଦେବେ ଏହା ଦ୍ଵାରା ଆପଣଙ୍କ ର ଧନ ସଞ୍ଚୟ ନିଶ୍ଚିତ ହେବ ।
ସାଧାରଣତଃ ଆପଣ ନିଜ ଟଙ୍କା ପଇସା କୁ ଘରେ ଥିବା ଗଡ୍ରେଜ ର ମୁହଁ ଦକ୍ଷିଣ ଦିଗକୁ ନ ରହୁ କାରଣ ଏବହଳି ହେବା ଦ୍ଵାରା ଘରେ କାହାର ନା କାହାର ଦେହ ଖରାପ ହେବ ଓ ଶେଠୀ ପାଇଁ ଆପଣ ପଇସା ଅଜଥା ଖର୍ଚ ହେବ । ଯଦି ଆପଣ ଆଉ କିଛି ଜିନିଷ ରଖୁଛନ୍ତି ଟଙ୍କା ପଇସା ଣ ରଖିକି ତେବେ ଏହାର ମୁହଁ ଦକ୍ଷିଣ କୁ ନ ହେବା ଉଚ୍ଚିତ । ଛେଳି ଗୋଡର ଧୁଳି ଯଦି ଘରେ ପଡେ ତେବେ ଆପଣ ଧନୀ ଥିଲେ ଗରିବ ହେବେ ।
ଘୁଷୁରି ଗୋଡର ଧୁଳି ଯଦି ଘରେ ପଡେ ତାହେଲେ ଆପଣ ଧନୀ ଥିଲେ ଗରିବ ହେବେ । ଯଦି ଛାଞ୍ଚୁଣି ରେ ଘର ଓଳାଇ ସାରିବା ପରେ ଯଦି ଏହା ପୁଣି ଥରେ ଘରକୁ ଫେରି କି ଆସେ ଏହା ଦ୍ଵାରା ଯଦି ଆପଣ ଧନୀ ଅଛନ୍ତି ଗରିବ ହୋଇ ଜୀବେ । ରାଜସଫଳା ନାରୀ ଙ୍କ ପାଦ ଯଦି ଠାକୁର ଘରେ ପଡେ ତାହେଲେ ଧନୀ ଥିଲେ ଗରିବ ହୋଇଯିବେ ।
ଆପଣ ମାନେ ସବୁ ବେଳେ ପାଖରେ ମନି ପର୍ଶ ରଖୁଛନ୍ତି ଯଦି ଆପଣ ସେଥିରେ ଏକ ଅସ୍ଵସ୍ଥ ଗଛର ପତ୍ର କୁ ଆଣିକି ସେଥିରେ ଆପଣ କେସର ରେ ଶ୍ରୀ ଲେଖିକି ଏହା କୁ ସେଥିରେ ରଖିବେ ଦେଖିବେ ନିଶ୍ଚିତ ଭାବେ ଆପଣ ଙ୍କ ପାଖରୁ କେବେ ଭି ଟଙ୍କା ସରିବ ନି ।