ବର ଯୌତୁକରେ ମାଗିଲା ଦାମୀ କାର ତା ପରେ କନ୍ୟା ଯାହା କଲା, ଦେଖି କାନ୍ଦିବାକୁ ଲାଗିଲା ବର, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବିବାହ ଏମିତି ଏକ ବନ୍ଧନ ଯାହା ସାତ ଜଣ ପାଇଁ ହୋଇଥାଏ । ବିବାହରେ କେବଳ ଗୋଟେ ପୁଅ ବା ଝିଅର ମିଳନ ହୋଇ ନ ଥାଏ ବରଂ ଦୁଇ ପରିବାର ମଧ୍ୟ ମିଳନ ହେବା ସହ ନୂଆ ସମ୍ପର୍କର ଆରମ୍ଭ ହୋଇଥାଏ । ଗୋଟେ ଭଲ ଜୀବନ ସାଥିର ଇଚ୍ଛା ଝିଅଟି ନିଜ ମନରେ ସାଇତି ରଖିଥାଏ ।

ଆଜି ଆମେ ଆପଣ ମାନଙ୍କୁ ବିବାହକୁ ନେଇ ଏମିତି ଏକ ଘଟଣା ବାବଦରେ କହିବାକୁ ଯାଉଛୁ ଯେଉଁଠି ବର ଯୌତୁକରେ କାର ଡିମାଣ୍ଡ କରିବା ପରେ କନ୍ୟା ଯାହା କରିଲା ତାହା ଦେଖିଲେ ବିଶ୍ଵାସ କରି ହେବ ନାହି । ଆମ ସମାଜରେ ଯୌତୁକ ପ୍ରଥା ଅନେକ କାଳରୁ ଚାଲି ଆସିଛି । ସେହି ଭଳି ଆଜିର ଆମର ଏହି ଲେଖାରେ ସୁରଜ ନାମକ ଯୁବକ ଓ ପ୍ରିୟା ନାମକ ଯୁବତୀଙ୍କ ବିବାହ ଉଭୟ ପରିବାର ସହମତିରେ ସ୍ଥିର ହୋଇଥିଲା । ବିବାହ ପୂର୍ବରୁ ସୁରଜଙ୍କ ଘର ଲୋକେ କାର ଡିମାଣ୍ଡ କରିଥିଲେ ଯାହାକୁ ପ୍ରିୟା ଘର ଲୋକେ ଦେବେ ବୋଲି କଥା ହୋଇଥିଲା ।

ବିବାହର ପର ଦିନ ସୂରଜକୁ ଯୋତୁକରେ କାର ମିଳି ଯାଇଥିଲା । କାର ପାଇବା ଖୁସିରେ ସୂରଜ ନିଜ ସ୍ତ୍ରୀ ପ୍ରିୟାକୁ ଲଙ୍ଗ ଡ୍ରାଇଭରେ ବୁଲାଇବାକୁ ନେଇ ଯାଇଥିଲା । ସୁରଜ ଏତେ ଖୁସି ହୋଇଥିଲା ଯେ ତେଜ ସାଉଣ୍ଡରେ ଗୀତ ଶୁଣି କାର ଚଲାଉଥିଲା । ଏତେ ଜୋରରେ ଗାଡି ଚଲାଉ ଥିବାର ଦେଖି ପ୍ରିୟା ସୂରଜକୁ କହିଲା ଯେ “ମତେ ଡର ଲାଗୁଛି ଗାଡି ସ୍ଲୋରେ ଚଲାଅ” । କିନ୍ତୁ ସୂରଜ ନିଜ ସାଙ୍ଗ ମାନଙ୍କ ଗାଡି କେତେ ଥର ଚଳାଇଛି ବୋଲି କହିଲା ।

ନିଜର ସେତିକି ଔକାତ ନାହି କାର କିଣିବାକୁ ସେଥିପାଇଁ ପ୍ରିୟା ଘରୁ କାର ଡିମାଣ୍ଡ କରିଥିଲା ବୋଲି ସୁରଜ ନିଜ ରାଏରେ କହିଲା । ଏହି ସମୟରେ ମଧ୍ୟରେ ଦୁହିଙ୍କ ମଧ୍ୟରେ ଆଲୋଚନା ହେବା ସମୟରେ ଗାଡି ଆଗକୁ ଗୋଟେ ଭିକାରି ଆସି ଯିବାରୁ ସୂରଜ ଗାଡିକୁ ଅଲଗା ଆଡକୁ ନେଇଗଲା ।

ଏହା ପରେ ପ୍ରିୟା ଗାଡିରୁ ଓଲହାଇ ସେ ଭିକାରି ତାଙ୍କର ନୂଆ ବିବାହ ହୋଇଛି ଓ ତାକୁ ମିଠା ଖାଇବାକୁ ୧୦୦ ଟଙ୍କା ମଧ୍ୟ ଦେଲା । ଏହା ପରେ ସୂରଜ ପ୍ରିୟା ଉପରେ ରାଗି ଯାଇ କହିଲା ଯେ “ତମ ଭଳି ଲୋକଙ୍କ ପାଇଁ ଏଭଳି ଭିକାରିଙ୍କର ମୁହଁ ବଢୁଛି” ଯାହାକୁ ଶୁଣିବା ପରେ ପ୍ରିୟାକୁ ଭଲ ଲାଗିଲା ନାହି ।

ଉତ୍ତରରେ ପ୍ରିୟା କହିଲା ଯେ “ଭିକାରିଟି ମେହନତ କରି ନିଜର ଭରଣପୋଷଣ କରୁଛି କିନ୍ତୁ ମୋ ବାପା ଯେଉଁ କାର ତମକୁ ଦେଇଛନ୍ତି ତାହା ତାଙ୍କର ମେହନତ ଟଙ୍କାରେ କିଣା ହୋଇଛି” । ଏହା ଛଡା “ସେ ନିଜର ଜିଗରର ଟୁକୁଡାକୁ ତୁମ ହାତରେ ଟେକି ଦେଇଛନ୍ତି କାରଣ ମୁଁ ତୁମ ଜୀବନରେ ଖୁସି ଆଣି ଦେବୀ” ଏହିଭଳି କଥା ପ୍ରିୟା ସୂରଜକୁ କହିଲା । ଏ କଥା ଶୁଣିବା ପରେ ସୂରଜ ଆଖିରେ ଲୁହ ଚାଲି ଆସିଲା ଓ ସେ ଜାଣି ପାରିଲା ସବୁଠାରୁ ଭିକାରି ଯେଉଛି ଯିଏ ଯୋତୁକ ଡିମାଣ୍ଡ କରିଥାଏ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *