ଧନ୍ତେରସ ପୂର୍ବରୁ ଘରକୁ ଆଣନ୍ତୁ 5 ଟଙ୍କାର ଏହି ଚମତ୍କାରୀ ଜିନିଷ, ଏତେ ଧନ ବର୍ଷିବ କି ସମ୍ଭାଳି ପାରିବେନି

ଦୀପାବଳି ଧନର ଦେବୀ ଲକ୍ଷ୍ମୀ ମାତାଙ୍କର ପୂଜାର ଦିନ ଅଟେ । ଆମେ ପ୍ରଥମେ ଧନ୍ତେରସକୁ ବହୁତ ମହତ୍ଵ ଦେଇଥାଉ, କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀ ଦିନ ସମୁଦ୍ର ମନ୍ଥନ ସମୟରେ  ଆୟୁର୍ବେଦିକ ଜନକ ଧନବନ୍ତ୍ରିଅମୃତ କଳସ ଧରି ପ୍ରକଟ ହୋଇଥିଲେ ।

ସବୁ ଦେବତା ମାନଙ୍କୁ ଅମୃତ ପାନ କରାଇ ମର ବନାଇ ଦେଇଥିଲେ । ସେଥି ଲାଗି ଏହି ସମୟକୁ ଧନ୍ତେରସ ଓ ଧନ ତ୍ରୟୋଦଶୀ ନାମରେ ଜଣାଯାଏ । ଧନବନ୍ତ୍ରି ଭଗବାନ ବିଷ୍ନୁଙ୍କ ଅବତାର ହୋଇଥାଏ । କୁହାଯାଏକି କଳସ ନେଇ ପ୍ରକଟ ହୋଇଥିଲେ । ଏହିଦିନ ତମ୍ବା ଜିନିଷ କିଣିବାର ମହତ୍ଵ ରହିଛି । ଏହି ଦିନରେ ତମ୍ବା ଜିନିଷ ବା ଥାଳି କିଣିବା ଦ୍ଵାରା ସେଥିରେ ତେର ଗୁଣ ବୃଦ୍ଧି ହୋଇଥାଏ ।

Image Courtesy: Google

ପୂର୍ବ କାଳରେ ତମ୍ବା, ଚାନ୍ଦି, ପିତଳ ଆଦି ଜିନିଷ ଓ ସୁନା ଜିନିଷ ଆଦି କିଣୁଥିଲେ । ଧନ୍ତେରସ ଦିନ ଭଗବାନ ଧନବନ୍ତ୍ରିଙ୍କ ପୂଜା କରିବା ହୋଇଥାଏ । ଏହି ଦିନରେ ଦୀପ ଚାରିଆଡେ ଲଗାଇବା ଆବଶ୍ୟକ ହୋଇଥାଏ । ଏହି ଦିନରେ ଯମଦେବତାଙ୍କୁ ପୂଜା କରାଯାଇଥାଏ ଓ ଦକ୍ଷିଣ ଦିଗରେ ଦୀପ ଲଗାଯାଇଥାଏ । ଏଥିରେ ଯମ ରାଜ ଖୁସି ହୋଇଥାନ୍ତି  ପରିବାର ଲୋକଙ୍କୁ ଅକାଳ ମୃତ୍ୟୁରୁ ସୁରକ୍ଷା ପ୍ରଦାନ କରିଥାନ୍ତି ।

Image Courtesy: Google

ଏହି ଧନ୍ତେରସ ୧୩ ନଭେମ୍ବର ଶୁକ୍ରବାରକୁ ପଡୁଛି  ମାନେ ଏହା ଲକ୍ଷ୍ମୀ ମାଙ୍କ ବାରରେ ପଡୁଛି । ଏହି ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିର ପ୍ରାରମ୍ଭ ୧୨ ନଭେମ୍ବର ଦିନ ଗୁରୁବାର ୯ । ୩୦ ମିନିଟରେ ହେଉଛି ଓ ୧୩ ନଭେମ୍ବର ସନ୍ଧ୍ୟା ୫ ।୫୯ ମିନିଟ ପର୍ଯ୍ୟନ୍ତ ରହିବ । ଏଥରକ ପୂଜା ପାଇଁ ୩୦ ମିନିଟ ପୂଜା ପାଇଁ ମିଳୁଛି । ଆପଣଙ୍କୁ ଧନତେରସ ପୂଜା ସନ୍ଧ୍ୟା ୫ । ୨୮ ରୁ ସନ୍ଧ୍ୟା ୫.୫୯ ମିନିଟ ଭିତରେ କରିବ ।

Image Courtesy: Google

ଘରେ ଦିବାଲିର ପୂଜା ଧନ୍ତେରସ ଦିନରୁ ହିଁ ଆରମ୍ଭ ହୋଇଯାଏ । ଏହିଦିନ ଘରକୁ ସ୍ବଚ୍ଛ ବନାଇ ରଙ୍ଗୋଲି କରି ଓ ଏହି ସମୟରେ ଦୀପ ଜଳାଇ ମାର ଆବାହନ କରାଯାଇଥାଏ । ଦୀପ ଲଗେଇବାର ଆରମ୍ଭ ଆଜି ଦିନରୁ ହିଁ  ହୋଇଥାଏ । ଏହି ଦିନରେ ଭଗବାନ ଯମରାଜ ଓ ଧନବନ୍ତ୍ରୀଙ୍କ ସହିତ ମାତା ଲକ୍ଷ୍ମୀଙ୍କର ମଧ୍ୟ ପୂଜା ହୋଇଥାଏ ।

Image Courtesy: Google

ଏହି ଦିନରେ କୁବେରଙ୍କ ପୂଜା ମଧ୍ୟ କରାଯାଏ,କୁବେର ଧନକୁ ଯୋଡିକି ରଖିଥାନ୍ତି ଓ ଧନବନ୍ତ୍ରି ଦୁନିଆରା ସବୁଠୁ ବଡ ବଇଦ ଅଟନ୍ତି । ସେଥିପାଇଁ ଧନ ସୁଖ ସମ୍ପତି ଓ ସ୍ୱାସ୍ଥ୍ୟ  ଏହିସବୁ ଧନତେରସ ଦିନରେ ସବୁ ପ୍ରାପ୍ତ ହୋଇଥାଏ । ଲକ୍ଷ୍ମୀ ମାତା ସ୍ତିର ହୋଇ ଘରେ ରାହିଜାଆନ୍ତି । କିଛି ଜିନିଷ ଥାଏ ଯାହା ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କରାଯାଇଥାଏ ।

Leave a Reply

Your email address will not be published. Required fields are marked *