ଧରା ପଡିଲା Tunguru Bholaର ମିଛ, ଭାଇରାଲ ହେଉଛି ଟୁଙ୍ଗୁରୁ-ବର୍ଷାଙ୍କ କଲ ରେକର୍ଡ… ଯାହା କହୁଛନ୍ତି ଶୁଣି ବିଶ୍ଵାସ ହେବନି

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପ୍ରେମ କାହାଣୀ ସାରା ରାଜ୍ଯରେ ଚାଞ୍ଚଲ୍ୟକର ସ୍ଥିତି ସୃଷ୍ଟି କରିଛି । ତେବେ ଦୁହିଙ୍କର କଲ ରେକରଡିଙ୍ଗ ବର୍ତ୍ତମାନ ସୋସିଆଲ ମିଡିଆରେ ସାମନାକୁ ଆସିଛି । ଏହି କଲରେ ଟୁଙ୍ଗୁରୁ ଭୋଳ କହୁଛନ୍ତି ମୁଁ ତତେ ହିଁ ବାହା ହେବି ଆଉ କେହି ତୋର ହେଇପାରିବେ ନାହି । ବର୍ଷା କହୁଛନ୍ତି କାହା ପାଇଁ ମୁଁ ବଞ୍ଚିବୀ ଯାହା ପାଇଁ ବଞ୍ଚୁଛି ସେ ମୋ ଠାରୁ ଅଲଗା ହୋଇ ଯାଉଛି । ଉତ୍ତାରେ ଟୁଙ୍ଗୁରୁ ଭୋଳ କହୁଛନ୍ତି ତୁ ଯଦି ହାତ ଗୋଡ କାଟିଥିବୁ ତା ହେଲେ ମୋତେ ଚିହ୍ନିବୁ ବେସୀ ମୁଣ୍ଡ ଖରାପ କରେନା ।

ଯଦି ହାତ ଗୋଡ କାଟିଥିବୁ ତା ହେଲେ ମୋର ମଲା ମୁହଁ ତୁ ଦେଖିବୁ ବୋଲି ତୁଙ୍ଗୁରୁ କହୁଛନ୍ତି । ଆହୁରି ମଧ୍ୟ ଟୁଙ୍ଗୁରୁ କହୁଛନ୍ତି ମୁଁ ତ ରାଜି ଅଛି ନାନ ତୁ ଟେନସନ କଣ ପାଇଁ ନେଉଛୁ । ବର୍ଷା କହୁଛନ୍ତି ମୁଁ ମେଡିକାଲ ଆସିଛି କାରଣ ତୁମ ପାଇଁ ହାତ କାଟି ଦେଇଛି ।

ଉତ୍ତରରେ ଟୁଙ୍ଗୁରୁ କହୁଛନ୍ତି ବର୍ଷାର ଇଜତ ସହ ଖେଳାଯାଉଛି ସେଥିପାଇଁ ମୁଁ ହାତ କାଟି ଦେଉଛି । ଏମିତିକି ବର୍ଷା ଟୁଙ୍ଗୁରୁକୁ ଆପଣ କହି ସମ୍ବୋଧନ କରୁଛନ୍ତି ଉତ୍ତାରେ ଟୁଙ୍ଗୁରୁ କହୁଛନ୍ତି ହଉ ହେଲା । କାଲି ରାତିରେ ବର୍ଷାଙ୍କୁ ଟୁଙ୍ଗୁରୁ କହିଥିଲେ ତୁ ମରିଗଲେ ତୋ ମଢ ରଖିକି ଦେଖିବି ।

ଆଜି ଏତ ସାବୁ ହେବା ଖାଇପିଇ ମୋତେ କାହିଁକି କଲ କରୁଛ ବୋଲି ବର୍ଷା କହୁଛନ୍ତି । ଉତ୍ତରରେ ଟୁଙ୍ଗୁରୁ କହୁଛନ୍ତି ତୁ ଦେହରୁ ଯଦି ରକ୍ତ ଯାଇଥିବ ତୋ ପ୍ରାଣ ନେଇଯିବି । ବର୍ଷା କହିଲେ ବାବା ମୋତେ ଫୋନ କରିଥିଲେ ତୁ ଯଦି ମୋ ପୁଅ ଠାରୁ ୪ ବର୍ଷ ସାନ ହେଇଥାନ୍ତା ତେବେ ନିଶ୍ଚିନ୍ତ ବାହା କରି ଦେଇଥାନ୍ତି କାରଣ ସେ ମଦ ନିଶାରେ ଅଛନ୍ତି ।

ବାବା ଯଦି ରାଜି ହେଲେ ତମେ କାହିଁକି ରାଜି ହଉନ ବୋଲି ବର୍ଷା କହୁଛନ୍ତି । ଉତ୍ତରରେ ଟୁଙ୍ଗୁରୁ କାନ୍ଦିକୁ କହୁଛନ୍ତି ତୁ ତୋର କିଛି କରିବୁ ନାହି । ଟୁଙ୍ଗୁରୁ ଘରେ କେହି ତାଙ୍କ ସହ କଥା ହେଉ ନାହାନ୍ତି । କେବଳ ଆଲୋକ-ବର୍ଷା ଆଉ କେହି ନୁହେଁ ବୋଲି ଟୁଙ୍ଗୁରୁ କହୁଛନ୍ତି ।

ତମ ପାଇଁ ଗୋଟେ ସଂସାର ଭାସିଗଲା ଆଉ ଗୋଟେ ଝିଅ କାନ୍ଦୁଛି ବୋଲି ଟୁଙ୍ଗୁରୁ ବାବାଙ୍କୁ ବର୍ଷା କହିଛନ୍ତି । ତତେ ମୁଁ ବୋହୁ କରିକି ନେବି ସାରା ଓଡିଶା ଦେଖିବ ବୋଲି ଟୁଙ୍ଗୁରୁ କହିଛନ୍ତି । ଯଦି ମୁଁ ସାଇଲେନ୍ସ ରହିବି ତା ହେଲେ ମୋତେ କଣ ପାଇଁ କଳା କରୁ ନାହଁ । ବଜାରକୁ ଯାଇ ଡ୍ରେସ ଆଣିଛ ବୋଲି ଶ୍ଵଶୁର କହିଛନ୍ତି ବର୍ଷାଙ୍କୁ । କିଛି ଖାଇ ନାହି ସିଗାରେଟ ଟାଣୁଛି ବୋଲି ଟୁଙ୍ଗୁରୁ କହିଛନ୍ତି ।

ଆଲୋକ ପାଇଁ ସବୁ କିଛି କରିପାରିବି ଆଲୋକ ବିନା ମୁଁ ବଞ୍ଚିପାରିବି ନାହି ବୋଲି ବର୍ଷା ତାଙ୍କ ଶ୍ଵଶୁରକୁ କହିଛନ୍ତି । ଏଭଳି ଭାବେ ବାରତାଲାପ ଚାଲିଛି ବର୍ଷା-ଟୁଙ୍ଗୁରୁଙ୍କ ମଧ୍ୟରେ । ତୁ ଯେତିକି ରକ୍ତ ବାହାର କରିଛୁ ସେତିକି ମୋର ବି ବାହାରିବ ବୋଲି କହିଛି ଟୁଙ୍ଗୁରୁ । ବନ୍ଧୁଗଣ ଆପଣଙ୍କର ଏହି ପ୍ରେମ କାହାଣୀକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *