ମୋର ସବୁ ଯାକ ଖରାପ Video ଟୁଙ୍ଗୁରୁ ତାର ମୋବାଇଲେରେ ରଖିଛି, ଅନ୍ୟ ମାନଙ୍କୁ ଦେଖାଇ….ଦେଖନ୍ତୁ କଣ କହୁଛନ୍ତି Barsha

ନମସ୍କାର ବନ୍ଧୁଗଣ । ବହୁ ଚର୍ଚ୍ଚିତ ବର୍ଷା ଓ ଟୁଙ୍ଗୁରୁ ଭୋଳ ଙ୍କ ପ୍ରେମ କାହାଣୀ ସାରା ରାଜ୍ୟରେ ଚାଞ୍ଚଲ୍ୟକର ସ୍ଥିତି ସୃଷ୍ଟି କରିଛି । ତେବେ ବର୍ଷା ନିଜର ମତରେ କହିଛନ୍ତି ଆଜି ଯଦି ଟୁଙ୍ଗୁରୁ ଷ୍ଟାର ହୋଇଛି କେବଳ ତାଙ୍କ ପାଇଁ । ତାଙ୍କ ପରିବାର ଲୋକଙ୍କ ଏଥିରେ କୌଣସି ହାତ ନାହିଁ । ଟୁଙ୍ଗୁରୁ ଯଦି ଆଜି ସାରା ଦେଶରେ ଚର୍ଚ୍ଚାକୁ ଆସି ପାରିଛି ତେବେ କେବଳ ବର୍ଷାଙ୍କ ପାଇଁ । ଆହୁରି ମଧ୍ୟ ବର୍ଷା କହିଛନ୍ତି କି ତାଙ୍କ ଚରିତ୍ରକୁ ନେଇ ଆଙ୍ଗୁଠି ଉଠାଇ ମିଛ କହିଛନ୍ତି ଟୁଙ୍ଗୁରୁ । ଯଦି ବର୍ଷା ମିଡିଆ ଆଗରେ ସତ କଣ କହି ନ ଥାନ୍ତେ ତେବେ ଟୁଙ୍ଗୁରୁ ଭୋଳ କେମିତି ଆଜି ଷ୍ଟାର ହୋଇ ପାରିଥାନ୍ତେ ବୋଲି ପ୍ରଶ୍ନ କରିଛନ୍ତି ବର୍ଷା ।

ଯଦି ଏମିତି ହୋଇ ନ ଥାନ୍ତା ତେବେ ଟୁଙ୍ଗୁରୁ ଆଜି ଜେଲକୁ ଯାଇ ନିଜ କର୍ମର ଫଳ ଭୋଗିଥାନ୍ତା । ଟୁଙ୍ଗୁରୁ କାହା ପାଇଁ ଆଜି ଷ୍ଟାର ହେଲେ କେବଳ ବର୍ଷା ଯୋଗୁଁ । ତାଙ୍କୁ ଷ୍ଟାର କରିବାରେ ମୁଖ୍ୟ ଭୂମିକା ରହିଛି ବର୍ଷାଙ୍କର, ଯାହା ନିଜେ ବର୍ଷା ଜୋର ଦେଇ କହିଛନ୍ତି । ଯଦି ସେ ମିଡିଆ ଆଗରେ ତାଙ୍କର ପ୍ରେମ କାହାଣୀ ଓ ସମ୍ପର୍କ ବିଷୟରେ କିଛି ନ କହି ଚୁପ ରହିଥାନ୍ତେ ତେବେ କଣ ଟୁଙ୍ଗୁରୁ ଭୋଳ ଆଜି ସବୁ ଆଡେ ଚର୍ଚ୍ଚା ରେ ରହିଥାନ୍ତେ ।

ଆହୁରି ମଧ୍ୟ ବର୍ଷା କହିଛନ୍ତି କି ତାଙ୍କର ସବୁ ଖରାପ ଭିଡିଓ ଗୋଟେ ଆପ କରି ଲକ କରି ରଖନ୍ତି ଟୁଙ୍ଗୁରୁ ଭୋଳ । ଯେବେ ସେ ଏହି କଥା ଜାଣିଲେ ବର୍ଷା ନିଜେ ଟୁଙ୍ଗୁରୁଙ୍କ ଫୋନ ଭାଙ୍ଗି ଦେଇଥିଲେ । ଟୁଙ୍ଗୁରୁ ଭୋଳ ଏବେ ଯେଉଁ କଥା କହୁଛନ୍ତି କି ବର୍ଷା ତାଙ୍କ ସହ ଜୋର ଜବରଦସ୍ତି କରୁଥିଲେ ଫୋଟୋ ଉଠାଇବା ପାଇଁ ତାହା ସଂପୂର୍ଣ୍ଣ ମିଛ ବୋଲି ବର୍ଷା ଖୁଲାସା କରିଛନ୍ତି ।

ବର୍ଷାଙ୍କର ଖରାପ ଭିଡିଓ ରେକର୍ଡ କରି ଟୁଙ୍ଗୁରୁ ରଖିବା ସହ ତାକୁ ଲକ କରି ରଖିଥାନ୍ତି ଅନ୍ୟ ମାନଙ୍କୁ ଦେଖାଇବା ପାଇଁ । ଯାହା ପାଇଁ ସେ ଟୁଙ୍ଗୁରୁଙ୍କ ମୋବାଇଲ ଭାଙ୍ଗିଦେଇଛନ୍ତି । ଏହି କଥାକୁ କେହି ପସନ୍ଦ କରୁ ନାହାନ୍ତି କିନ୍ତୁ ଏହା ହିଁ ପ୍ରକୃତ ସତ୍ୟ ବୋଲି ବର୍ଷା ଖୁଲାସା କରିଛନ୍ତି ।

ସବୁ ରେକର୍ଡ, ସବୁ ଭିଡିଓ ବର୍ଷାଙ୍କ ପାଖରେ ଅଛି ବୋଲି ନିଜେ ବର୍ଷା କହିଛନ୍ତି । ଏମିତିକି ଭଏସ ରେକର୍ଡ ମଧ୍ୟ ବର୍ଷାଙ୍କ ପାଖରେ ରହିଛି ଯାହା ସେ ଓ ଟୁଙ୍ଗୁରୁ କଥା ହୋଇଛନ୍ତି । ତେବେ ବର୍ଷା ଓ ଟୁଙ୍ଗୁରୁ ଭୋଳ ଙ୍କ ମାମଲାରେ ଆସିଲା ଏମିତି ଏକ ବଡ କଥା ଯାହାର ଖୁଲାସା କରିଛନ୍ତି ନିଜେ ବର୍ଷା ।

ତେବେ ଦେଖାଯାଉ ଦୁହିଁଙ୍କର ମାମଲା ଓ ପ୍ରେମ କାହାଣୀ ଆଗକୁ କେଉଁ ରୂପ ନେବ । ବନ୍ଧୁଗଣ ଆପଣ ମାନଙ୍କର ବର୍ଷା କରିଥିବା ଖୁଲାସା ଉପରେ ମନ୍ତବ୍ୟ ବିଷୟରେ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *