ଧୋକେବାଜ ଓ ମିଛ ଲୋକଙ୍କର ପରିଚୟ, ଏମାନଙ୍କ ପାଖରେ ଥାଏ ଏହି 10ଟି ଗୁଣ- Krishna Gyan

ଦୁଖ ସେତେବେଳେ ଲାଗିଥାଏ ଯେବେ ବିଶ୍ବାସର ଲୋକ ଧୋକା ଦେଇଥାଏ ଆମ ସାଥ ଦିଏ ନାହି । ଯେବେ ସେହି ବ୍ୟକ୍ତି ଆପଣଙ୍କଙ୍କର କେୟାର କରେ ନାହି ଯାହାର ଆମେ ବହୁତ ପରୱା କରିଥାଉ । ଏମିତି ମଣିଷ ଯାହାକୁ ଆମେ ଜୀବନ ଠାରୁ ବହୁତ ଭଲ ପାଇଥାଉ କିନ୍ତୁ ସେ ଆମ ପ୍ରେମର ଯୋଗ୍ୟ ହୋଇନଥାଏ । ବନ୍ଧୁଗଣ ଏହା ପ୍ରେମରେ ଧୋକା ଖାଇଲେ ଏହି ସବୁ ଲକ୍ଷଣ ଦେଖାଯାଏ । ତେବେ ପ୍ରେମ ଦୁନିଆରା ଅମୂଲ୍ୟ ସମ୍ପର୍କ ମଧ୍ୟରୁ ଅନ୍ୟତମ ଅଟେ ଯାହାର ତୁଳନା କାହା ସହ କରାଯାଇ ପାରିବ ନାହି । ଆଜି ଆମେ ଆପଣଙ୍କୁ ଧୋକା ଦେଇଥିବା ଲୋକକୁ କିପରି ଜାଣିହେବ ସେହି ବିଷୟରେ କିଛି କହିବାକୁ ଯାଉଛୁ ।

୧- ଯେବେ ଆପଣଙ୍କ ସାଥି ଆପଣଙ୍କୁ ମିଛ କହୁଥିବେ କିନ୍ତୁ ସତ କଣ ଆପଣ ଜାଣିଥିବେ ଯାହା କଥା ଶୁଣିବା ପରେ ପନାଙ୍କୁ ଲାଗିବ ସେ କେବେ ବି ସତ କହିବ ନାହି ଏଭଳି ବ୍ୟକ୍ତି ଆପଣଙ୍କ ଭରସାଯୋଗ୍ୟ କେବେ ହୋଇପାରିବ ନାହି । ଆଜି ନୁହେଁ ତ କାଲି ଏଭଳି ଲୋକ ଠାରୁ ଧୋକା ଆଉ ପ୍ରତାରଣା ନିଶ୍ଚିନ୍ତ ମିଳିବ ।

୨- ଯେଉଁ ଲୋକ ନିଜ ବିଷୟରେ ଭାବୁଥିବା ଆପଣଙ୍କ ବିଷୟରେ ଇଛି ଚିନ୍ତା ନ ଥିବା ଆପଣଙ୍କ ହୃଦୟରେ କେତେ ଦୁଖ ଅଛି ତାହାର ପରୱା କରୁନ ଥିବ । ଯିଏ ଆପଣଙ୍କ ସହ ସମ୍ପର୍କ ଏପରି ରଖୁ ନ ଥିବ କି ଅପାନଙ୍କ ସହ ପ୍ରେମ ଅଛି ସେ ଆପଣଙ୍କ ସହ ସମ୍ପର୍କ ଏଥିପାଇଁ ରଖୁଥିବ କି ଆପଣଙ୍କ ଠାରୁ ସେ ଫାଇଦା ପାଉଥିବ ।

୩- ଯେଉଁ ଲୋକକୁ ଆପଣଙ୍କର ପରୱା ନାହି ଯିଏ ଆପଣଙ୍କର କଦର କରୁ ନାହି ଯିଏ ଆପଣଙ୍କୁ ଅନୁଭବ ଓ ପ୍ରେମକୁ ବୁଝିପାରୁ ନାହି ସେ କେବେ ସଚ୍ଚା ପ୍ରେମୀ ଏବେ ନାହି ।

୪- ଯେବେ ସମ୍ପର୍କରେ ଜଣେ ଅନ୍ୟ ଜଣଙ୍କୁ ହରାଇବାର ଭୟ ନ ଥିବ ସେତେବେଳେ ଯାଏଁ ଜଣେ ଅନ୍ୟ ଜଣଙ୍କ ପାଇଁ କେୟାର କରିବ ନାହି । ଏଭଳି ବ୍ୟକ୍ତି କେବେ ବି ସଚ୍ଚା ପ୍ରେମ କରିପାରିବ ନାହି ।

୫- ଯିଏ ବଡ ବଡ କଥା କହି ବଚନ ଦେଇଥାଏ କିନ୍ତୁ ନିଭାଏ ନାହି ସେଭଳି ବ୍ୟକ୍ତି ବିଶ୍ଵାସ ଯୋଗ୍ୟ ନୁହେଁ । ଯେଉଁ ମଣିଷ କହିଥାଏ କିଛି ଆଉ କରିଥାଏ ଆଉ କିଛି ଯିଏ ନିଜର ବଚନ ଭାଙ୍ଗିଥାଏ ସେଭଳି ବ୍ୟକ୍ତି ଧୋକାବାଜ ହୋଇଥାଏ ।

୬- ଯେଉଁ ବ୍ୟକ୍ତି ଆପଣଙ୍କ ସହ ମତଲବରେ ଯୋଡି ହୋଇଥିବ ଯେମିତିକି ଆପଣଙ୍କ ପଇସା ତାକୁ ଦରକାର ବା ଆପଣଙ୍କ ଶରୀର ଦରକାର ବା ଯେବେ ସିଏ ଏକା ଥିବା ଆପଣଙ୍କର ଜରୁରତ ଥିବା ସେଭଳି ବ୍ୟକ୍ତି କେବେ ସଚ୍ଚା ପ୍ରେମୀ ହୋଇପାରିବ ନାହି ।

୭- ଯେଉଁ ବ୍ୟକ୍ତିକୁ ସମସ୍ତଙ୍କ ଠାରୁ ପ୍ରଶଂସା ଦରକାର ଥିବ କିନ୍ତୁ ଆପଣଙ୍କର ପ୍ରଶଂସା ବ ପ୍ରେମର ଫରକ ପଡେ ନାହି ଯିଏ ଆଟେନସନ ପାଇବା ପାଇଁ ଖୋଜି ହେଉଥାଏ ସେ ଧୋକାବାଜ ହୋଇଥାଏ ।

୮- ଯିଏ ବାରମ୍ବାର ରାସ୍ତା ମଝିରେ ଆପଣଙ୍କୁ ଛାଡି ଦେଉଥିବା ସେ କେବେ ଜି ସଚ୍ଚା ପ୍ରେମି ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *