ହାର୍ଟ ଆଟାକ୍ ଓ କ୍ୟାନସର ଭଳି ରୋଗକୁ ବି ଭଲ କରିବ ଏହି 1 ଜିନିଷ, ଜଲଦି ଦେଖନ୍ତୁ ଜୀବନ ବଞ୍ଚିଯିବ- Health Tips

ଆମ ଜୀବନରେ ସମସ୍ଯା ଏହି ଭଳି ଆସି ଥାଏ ଯେଉଁ ଭଳି ଆମେ ପରିବେଶ କୁ ଆଣି ଥାଉ । ଆମେ ଆମ ପରିବେଶ କୁ ଏତେ ଖରାପ କରି ଦେଇଛୁ ଯେ ଏହାକୁ ଦେଖିବା ପାଇଁ ଆମର ସମା ନାଇ ଯାହା ଦ୍ଵାରା ଆମେ ଅନେକ ପ୍ରକାର ସମସ୍ଯା ମାନ ଭୋଗ କରୁଛୁ । ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ କେତେ ବେମାରିଆ ହେବାରେ ଲାଗୁଛୁ ଏବେ ଆମେ କହିବା ପାଇଁ ଯାଉଛୁ କି ଆମେ କଣ କରିବା ଦ୍ଵାରା ହାର୍ଟ ଆଟାକ ଓ କ୍ୟାନ୍ସର ବେମାରି ଭଲ ହୋଇ ଯାଇ ପାରେ ।

ମାତ୍ର ଏକ ଉପାୟ କରିକି ଦେଖନ୍ତୁ । ସବୁ ପ୍ରକାର ପନିପରିବା ଆମେ ଖାଇବା ଦରକାର କାରଣ ଏହା ମଧ୍ୟରେ ଭରି ହୋଇକି ରହିଥାଏ କ୍ୟାନ୍ସର ଓ ହାର୍ଟ ଆଟାକ କୁ ଅଟକାଇବା ଭଳି ଗୁଣ ଆମ ଭାରତ ରେ ଥିବା ଖାଇବ୍ବା ଶୈଳୀ ଖୁବ ଅସ୍ଵାସ୍ଥକର ଅଟେ ।

ଯାହା ଆମର ଦେହ ସବୁ ବେଳେ ଖରାପ ହୋଇ ଥାଏ ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମକୁ ମନ ଇଚ୍ଛା ଖାଇବା ଦ୍ଵାରା ପେଟ ଯନ୍ତ୍ରଣା ଓ ଛାତି ଯନ୍ତ୍ରଣା ର ସାମନା କରିବା ପାଇଁ ପଡିଥାଏ । କିନ୍ତୁ ଏକ ନିର୍ଦ୍ଧିଷ୍ଟ ପାରିବା ଖାଇବା ଦ୍ଵାରା ଆମେ ଆମ ଦେହକୁ ଭଲ ରଖି ପାରିବା ।

ଏହାକୁ ଖାଇବା ଦ୍ଵାରା ଆମର ପେଟ ଥଣ୍ଡା ରହିଥାଏ ଏହାକୁ ଇଂରାଜୀ ରେ ଏହାକୁ ରୁଟ କ୍ୟାରୋଟ କୁହାଯାଏ । ଏହାର କାମ ଆମକୁ ହଜମ କରିବାରେ ସାହାଜ୍ଯ କରିଥାଏ । ଏହାକାଉ ଆମେ ସାରୁ କହି ଥାଉ । ଏହାକୁ ଆମେ ଖାଇବା ଦ୍ଵାରା କର୍କଟ କିମ୍ବା ହୃଦରୋଗ ହୋଇ ନଥାଏ ।

ଏହା ମଧ୍ୟରେ ଅଧିକା ମାତ୍ରାରେ କାର୍ବୋହାଇଡ୍ରେଟ ଥାଏ ଏହା ଦୁଇ ପ୍ରକାର ର ହୋଇଥାଏ ଏହା ଆମ ଶରୀର ରେ ଥିବା ଶର୍କରା ସ୍ତର କୁ ନିୟନ୍ତ୍ରିତ କରିଥାଏ । ସାରୁ ଖାଇବା ଦ୍ଵାରା ଏହା ଆମକୁ ରୋଗ ପ୍ରତୋରୋଧକ ଶକ୍ତି ବଢାଇ ଦେଇ ଥାଏ ।

ଏହା ମଧ୍ୟରେ ଥିବା ଆଣ୍ଟିଆକ୍ସିଡେଣ୍ଟ ଓଜନ କମାଇବା ରେ ସାହାଜ୍ଯ କରିଥାଏ । ଏହାକୁ ଖାଇବା ଦ୍ଵାରା ଆପଣଙ୍କ ହାଇ ବିପି ମଧ୍ୟ କମ ହୋଇଥାଏ । ଆପଣ ଯଦି ଓଜନ କମାଇବା ପାଇଁ ସାହାଜ୍ଯ କରୁଛନ୍ତି ତେବେ ଆପଣ ଏହାକୁ ସବୁ ଦିନ ନିଜ ଖାଦ୍ଯରେ ଖାଇବା ଭଲ ହୋଇଥାଏ । ଏହାକୁ ଖାଇବା ଦ୍ଵାରା କ୍ୟାନ୍ସର ଯଦି ପ୍ରାରମ୍ଭିକ ସ୍ଥାନରେ ଥାଏ ତେବେ ଏହା ଭଲ ହୋଇ ଯାଇ ଥାଏ ।

ଏହା କୁ ଖାଇବା ଦ୍ଵାରା ଆମ ଆଖିର ଶକ୍ତି ମଧ୍ୟ ବଢିଥାଏ । ଏହା ମଧ୍ୟରେ ଆଣ୍ଟିଇମ୍ପଲାମିଣ୍ଟ ଗୁଣ ସହ ଆଖି ପାଇଁ ଭିଟାମିନ ଏ ମଧ୍ୟ ଭରପୁର ମାତ୍ରାରେ ଅଛି । ତେଣୁ ଏହାକୁ ଆପଣ ଖାଦ୍ଯରେ ସାମିଲ କରିବା ଭଲ ହୋଇ ଥାଏ । ଏହା ଟିକେ ପସନ୍ଦ ନ ଆସି ପାରେ କିନ୍ତୁ ଏହାକୁ ଖାଇବା ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *