Mahabharat Odia GK- ମହାଦେବଙ୍କ ସର୍ପ ର ନାମ କଣ ଅଟେ ? 99% ଲୋକ ଜାଣି ନାହାନ୍ତି ଏହାର ଉତ୍ତର, ଏହା ସହ ଆହୁରି 12ଟି Gk Quiz

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି ।

ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ । ୧- ସାରଳା ଦାସଙ୍କର ଜନ୍ମ ସ୍ଥାନ କେଉଁଠି ଅବସ୍ଥିତ ଅଟେ ?

ଉତ୍ତର- କନକପୁର

୨- ସାରଳା ଦାସ ମହାଭାରତ ଲେଖିବା ବେଳେ ଉତ୍କଳ

ର ରାଜା କିଏ ଥିଲେ ?

ଉତ୍ତର- କପିଳେନ୍ଦ୍ର ଦେବ

୩- ମଭାରତରେ ସୂର୍ଯ୍ୟଙ୍କ ପୁତ୍ର କିଏ ଥିଲେ ?

ଉତ୍ତର- କର୍ଣ୍ଣ

୪- ହନୁମାନ ଙ୍କ ମାତାଙ୍କ ନାମ କଣ ଅଟେ ?

ଉତ୍ତର- ଅଞ୍ଜନା

୫- ପ୍ରଦ୍ଯୁମ୍ନ ପୂର୍ବ ଜନ୍ମରେ କିଏ ଥିଲେ ?

ଉତ୍ତର- କାମଦେବ

୬- ଧୃତରାଷ୍ଟ୍ର ଙ୍କ ମାତାଙ୍କ ନାମ କଣ ଅଟେ ?

ଉତ୍ତର- ଅମ୍ବିକା

୭- ଧୃତରାଷ୍ଟ୍ର ଙ୍କ ଝିଅଙ୍କ ନାମ କଣ ଅଟେ ?

ଉତ୍ତର- ଦୂଷିଲା

୮- ଧୃତରାଷ୍ଟ୍ର ଙ୍କ ସ୍ତ୍ରୀ ଙ୍କ ନାମ କଣ ଅଟେ ?

ଉତ୍ତର- ଗାନ୍ଧାରୀ

୯- କୌରବ ଙ୍କ ପିତାଙ୍କ ନାମ କଣ ଅଟେ ?

ଉତ୍ତର- ଧୃତରାଷ୍ଟ୍ର

୧୦- ଧୃତରାଷ୍ଟ୍ର ଙ୍କ କେତୋଟି ପୁତ୍ର ଥିଲେ ?

ଉତ୍ତର- ୧୦୧

୧୧- ଛନ୍ଦ ମଧ୍ୟରେ ଶ୍ରେଷ୍ଠ କିଏ ଅଟେ ?

ଉତ୍ତର- ଗାୟତ୍ରୀ

୧୨- ମହାଭାରତ ଯୁଦ୍ଧ ରେ କୌରବ ଙ୍କ ପ୍ରଥମ ସେନାପତି କିଏ ଥିଲେ ?

ଉତ୍ତର- ଭୀଷ୍ମ

୧୩- ମହାଦେବ ଙ୍କ ସର୍ପ ର ନାମ କଣ ଅଟେ ?

ଉତ୍ତର- ବାସୁକି

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *