ବାହା ହେବେ Ashwin ଓ Prerana, ଦେଖନ୍ତୁ କେମିତି ଧୂମଧାମରେ ହେଲା ନିର୍ବନ୍ଧ…. ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଟେଲିଭିଜନ ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଚମତ୍କାର ଅଭିନୟ ଦ୍ଵାରା ଖୁବ ଚର୍ଚ୍ଚା ରେ ରହିଥାନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ବ୍ୟକ୍ତିଗତ ଜୀବନୀ କୁ ନେଇ ଅନେକ କଥା ସେୟାର କରିଥାନ୍ତି ସୋସିଆଲ ମିଡିଆରେ ଯାହା ସେମାନଙ୍କର ଫ୍ୟାନ୍ସ ମାନେ ଜାଣିବାକୁ ଆଗ୍ରହୀ ହୋଇଥାନ୍ତି । ତେବେ ବର୍ତ୍ତମାନ ସମୟରେ ଆମେ ଆପଣ ମାନଙ୍କୁ ଅଭିନେତା ଅଶ୍ଵିନୀ ଓ ଅଭିନେତ୍ରୀ ପ୍ରେରଣା ଙ୍କ ବିବାହ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ଆପଣ ମାନେ ଓଲିଉଡ ଜଗତର ଜଣାଶୁଣା ଅଭିନେତା ଅଶ୍ଵିନୀ ଓ ଅଭିନେତ୍ରୀ ପ୍ରେରଣା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ଅନେକ ସାରା ସିରିଏଲ ରେ ଖୁବ ସୁନ୍ଦର ଅଭିନୟ କରି ଲୋକପ୍ରିୟତା ହାସଲ କରିବାରେ ସଫଳ ହୋକିହନ୍ତି । ତେବେ ବର୍ତ୍ତମାନ ସମୟରେ ଦୁହିଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଳ ହେବାରେ ଲାଗିଛି ।

ଏହି ଭିଡିଓ ରେ ଦେଖା ଯାଉଛି ଦୁହିଙ୍କର ନିର୍ବନ୍ଧ ବା ଋଂରିଙ୍ଗ ସେରିମନି ଖୁବ ଧୂମଧାମ ରେ ସେଲିବ୍ରେସନ କରା ଯାଉଛି । ଦୁହିଙ୍କର ରିଙ୍ଗ ସେରିମନି ରେ ଓଲିଉଡ କଳାକାର ମାନଙ୍କ ଠାରୁ ଆରମ୍ଭ କରି ଦୁହିଙ୍କର ପରିବାର ବର୍ଗ ଓ ସାଙ୍ଗ ସାଥି ମାନେ ଯୋଗ ଦେଇଛନ୍ତି । ଅଶ୍ଵିନୀ ପ୍ରେରଣା ଉଭୟଙ୍କୁ ମୁଦି ପିନ୍ଧିଇବା ସହ କେକ ମଧ୍ୟ କାଟୁଛନ୍ତି ।

ଦୁହେଁ ନିଜର ରିଙ୍ଗ ସେରିମନି ଖୁବ ଧୂମଧାମ ରେ ପାଳନ କରିବା ସହ ଖୁବ ସାରା ମଜା ମସ୍ତି ମଧ୍ୟ କରିଛନ୍ତି । ଏମିତି କି ଦୁହେଁ ନିଜର ମ୍ୟାରେଜ ଖୁବ ଉଶ୍ଚାହ ଥିବାର ମଧ୍ୟ ନଜର ଆସୁଛନ୍ତି । ଦୁହେଁ କେକ କାଟିବା ପରେ ପରସ୍ପରକୁ କେକ ଖୁଆଉଥିବାର ମଧ୍ୟ ଏହି ଭିଡିଓ ରେ ନଜର ଆସୁଛନ୍ତି ।

ତେବେ ଦୁହିଙ୍କର ମ୍ୟାରେଜ ବହୁତ ଜଲ୍ଦି ହେବାକୁ ଯାଉଛି ଯାହା ସୂତ୍ର ରୁ ଜଣା ପଡିଛି । ଦୁହିଙ୍କର ନିର୍ବନ୍ଧ ରେ ଓଡିଆ କଳାକାର ମାନେ ସାମିଲ ହୋଇ ବହୁତ ସାରା ମସ୍ତି କରିବା ସହ ଉପୋଭୋଗ ମଧ୍ୟ କରିବାର ନଜର ଆସିଛନ୍ତି । ଦୁହେଁ ନିଜର ଅଭିନୟ ଆଗ ପରି ସେମିତି ଜାରି ରଖିଛନ୍ତି ।

ଦୁହିଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେବା ସହ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ଦୁହେଁ ନିଜର ନିର୍ବନ୍ଧ ରେ ଡ୍ୟାନ୍ସ କରିବାର ମଧ୍ୟ ନଜର ଆସିଛନ୍ତି । ଏହା ସହ ଓଡିଆ କଳାକାର ମାନଙ୍କ ସହ ବହୁତ ସାରା ଫୋଟୋ ମଧ୍ୟ ଉଠାଇଛନ୍ତି ଏହି ଦୁଇ ଯୋଡି । ତେବେ ଦୁହିଙ୍କର ଆଗାମୀ ମ୍ୟାରେଜ ଲାଇଫ ଆନନ୍ଦମୟ ହେଉ ଏହା ଆମର କାମନା ଓ ଶୁଭେଚ୍ଛା ।

ବନ୍ଧୁଗଣ ଆପଣ ମାନଙ୍କୁ ଅଶ୍ଵିନୀ ଓ ପ୍ରେରଣା ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *