ଏହି ଘରେଲୁ ଫେସ ମାସ୍କ ଏତେ ବଢିଆ ଅଟେ ଏହାକୁ ଲଗେଇଲା ପରେ ଦୁଇ ତିନି ଦିନରେ ଏହାର ପ୍ରଭାବ ଜଣା ପଡିବ । ଚେହେରାରେ ଯେଉଁ କଳାପନ ଓ ଦାଗକୁ ଦୁରକରୀ ଉଜଳତା ଆଣିବା ସହିତ ପ୍ରପର ନ୍ୟୁଟ୍ରିସନ ଦେବ । ଏହି ରିମେଡି ଆପଣଙ୍କ ସ୍କିନରେ ଯେଉଁ ଟ୍ୟାନିଙ୍ଗ ଆସୁଛି ତାକୁ ରିମୁଭ କରିବ । ବହୁତ ଦାଗ ଓ ମଳିକୁ ବାହାର କରିବା ଏହା ସହିତ ଆପଣଙ୍କ ଚେହେରାର ହଜିଯାଇଥିବା ପ୍ରାକୃତିକ ଚମକକୁ ଫେରାଇ ଆଣିବ ।
ଏହି ସବୁ ଜିନିଷ ଆପଣଙ୍କ ଘରର ଆଖପାଖରେ ମିଳିବ ଯେଉଁଥିରେ ଦିବ୍ୟ ଗୁଣ ମିଳେ । ଯାହା ଆପଣଙ୍କୁ ଜଣାପଡେ ନାହିଁ , ସେଥିଲାଗି ଆପଣ ତାହାର ଫାଇଦା ଉଠେଇପାରନ୍ତି ନାହିଁ । ଯେଉଁ ଲୋକମାନେ ଅଧିକ ଟଙ୍କା ଦେଇ କ୍ରିମ ଲଗେଇଲା ପରେ ମଧ୍ୟ ବ୍ରଣର ଦାଗ ଯାଉନି । ଏହି ଘରେଲୁ ଉପାୟ କରି ଦାଗକୁ ରିମୁବ କରି ଗୋରା ପଣ ପାଇପାରିବେ ।
ଏହି ଉପାୟ ପୁରା ପ୍ରାକୃତିକ ଅଟେ, ଏଥିରେ କୌଣସି କେମିକାଲର ବ୍ୟବହାର ନାହିଁ । ଯଦି ସୁରକ୍ଷିତ ରୂପରେ ଆପଣ ଆପଣଙ୍କ ଚେହେରାରେ ଗୋରାପଣ ଆଣିବାକୁ ଚହୁଁଛନ୍ତି ତ ଏହୁ ଘରେଲୁ ଉପାୟ କରନ୍ତୁ । ଗୋଟେ ଚାମଚ ବେସନ ନିଅନ୍ତୁ , ଓ ସେଥିରେ ଅଧା ଚାମଚ ମହୁ, ଅଳ୍ପ ଲେମ୍ବୁ ମିଶାନ୍ତୁ ।
ତାପରେ ଏହି ସବୁକୁ ମିକ୍ସ କରିଦିଅନ୍ତୁ, ତାପରେ ଗୋଟେ ଚାମଚ ଦହି ମିଶାନ୍ତୁ । ମକା ଗୁଣ୍ଡ ଗୋଟେ ଚାମଚ ମିଶାନ୍ତୁ ଓ ଏହାକୁ ଅଧ ଘଣ୍ଟା ରଖି ତାପରେ ଏହାକୁ ଚେହେରା ଓ ବେକ ଓ ହାତରେ ଲଗେଇ ପାରିବେ । ଏହା ଦାଗ ଲେଭିଇବା ସହିତ ମଇଳାକୁବି ବାହାର କରିଥାଏ । ଲେମ୍ବୁରେ ସେଟରିକ ଏସିଡ ଭିଟାମିନ ସି ଥାଏ, ଏହା ଚେହେରାକୁ ଗୋରା କରିବା ସହିତ ଡେଡ ସେଲକୁ ବାହାର କରିଥାଏ ।
ଏହା ତ୍ଵଚାର ସେଲସ ଭିତରକୁ ଯାଇ ମଇଳାକୁ ବାହାର କରିଥାଏ । ଏହା କରିବା ଦ୍ଵାରା ପ୍ରାକୃତିକ ଗୋରାପଣ ମିଳିପାରିବ । ଏହାକୁ ଦିନରେ ଗୋଟେ ଥର କରନ୍ତୁ ଦେଖିବେ ବହୁତ କମ ଦିନରେ ଏହାର ପ୍ରଭାବ ଦେଖିବାକୁ ମିଳିବ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।