ବିଶ୍ୱାସ ନହେଲେ ବି ସତ ! ଡାଇନିଂ ଟେବୁଲରୁ ଆମ୍ବ ନେଇ ଖାଇଲେ ଶ୍ରୀକୃଷ୍ଣ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ଜଣେ ମହିଳା କାନ୍ଦିକି କହୁଛନ୍ତି ସେ ଯେତେବେଳେ ଠାକୁର ଘର ଖୋଲି ଦେଲେ ପ୍ରଭୁ ଶ୍ରୀ କୃଷ୍ଣ ବସିକି ଆମ୍ବ ଖାଇବାର ଦୃଶ୍ୟ ସେ ଦେଖିବାକୁ ପାଇଲେ । ମହିଳା କହୁଛନ୍ତି ମୋତେ ମୋ ପୁଅ ଆଜି ଡାକି ଦେଇଛି ମା କହି । ହଠାତ ଘରେ ଆର୍ବଭାବ ହେଲେ ପ୍ରଭୁ ଶ୍ରୀ କୃଷ୍ଣ । ପାଚିଆ ରୁ ଆସି ଆମ୍ବ ନେଲେ ଆଉ ଠାକୁର ଘରେ ବସି ଆମ୍ବ ଖାଉଛନ୍ତି । ଆଉ ଆମ୍ବ ଖାଇବାର ଦେଖାଇବା ପାଇଁ ଘରେ ମା ମା ବୋଲି ଡାକିଲେ ପ୍ରଭୁ ଶ୍ରୀ କୃଷ୍ଣ । ଯେତେବେଳେ ମା ଆସି କବାଟ ଖୋଲିଲେ ଆମ୍ବ ଖାଉଛନ୍ତି ପ୍ରଭହୁ ଶ୍ରୀକୃଷ୍ଣ ଯାହା ଆଜିର ଦ୍ରୁଶ୍ଯ ।

ସୂଚନା ଅନୁଯାୟୀ ମହିଳା ଜଣକ ସକାଳ ସମୟରେ ଘର କାମ କରୁଥିବା ବେଳେ ତାଙ୍କୁ ଠାକୁର ଘରୁ ମା ମା ଶବ୍ଦ ଶୁଭିଥିଲା ଆଉ ସେ ଦେଖିବାକୁ ଆସିଥିଲେ । ଆଉ ଆସିକି ଦେଖିଲେ କି ପ୍ରଭୁ କୃଷ୍ଣ ତାଙ୍କ ସିଂହାସନ ରୁ ଓଲହାଇ ଆସି ତଳେ ବସି ଆମ୍ବ ଖାଉଛନ୍ତି । ମହିଳା ଜଣକ କହୁଛନ୍ତି ଆଜି ସକାଳେ ୬ଟା ସମୟରେ ତାଙ୍କୁ ଘରେ ଶବ୍ଦ ଶୁଣାଗଲା ମା ମା ବୋଲି ।

ସେ ଭାବିଲେ ତାଙ୍କ ପିଲା ଡାକୁଛନ୍ତି କିନ୍ତୁ ତାଙ୍କ ପିଲା ସୋଇଥିଲେ । ଏହା ପରେ ସେ ଯେତେବେଳେ ପରିବା କାଟିବାକୁ ଠାକୁର ଘର ପାଖରେ ବସିଲେ ସେହି ସମୟରେ ଜୋର ରେ ଶବ୍ଦ ହେଲା ମା ମା ବୋଲି । ସେ ଯେତେବେଳ ଠାକୁର ଘର ଖୋଲି ଦେଲେ ଦେଖିଲେ ପ୍ରଭୁ ଆସି ଆମ୍ବ ଖାଉଛନ୍ତି । ଏହି କଥା ଟି କହିବା ସମୟରେ ମହିଳା ଜଣକ ଭାବ ପ୍ରବଣ ହୋଇ ଯାଇଛନ୍ତି ଆଉ ତାଙ୍କ ଆଖି ରୁ ଲୁହ ଝରି ଆସୁଛି ।

ତେବେ ମହିଳାଙ୍କ କହିବା ଅନୁଯାୟୀ ଆମ୍ବ ଟି ଘରର ଡାଇନିଙ୍ଗ ତେବଳ ଉପରେ ଥିଲା ଯାହାକୁ ଆଣିକି ପ୍ରଭୁ ଖାଇଛନ୍ତି । ପ୍ରଭୁ ତାଙ୍କୁ କେବେ ବି ସ୍ଵପ୍ନ ରେ କିଛି କହି ନାହାନ୍ତି କି ସଂକେତ ଦେଇ ନାହାନ୍ତି । ମହିଳା ଜଣକ ପ୍ରଭୁଙ୍କର ମା ଡାକ ଶୁଣିବା ତାଙ୍କ ଜୀବନ ଧନ୍ୟ ହୋଇ ଯାଇଛି ଆଉ ଆଜି ଠାରୁ ପ୍ରଭୁ ତାଙ୍କର ପୁଅ ହୋଇ ଯାଇଛନ୍ତି ବୋଲି କହିଛନ୍ତି ।

ଆଉ କେବେ ବି ପ୍ରଭୁ ଙ୍କୁ ଅବହେଳା କରିବେ ନାହି ବୋଲି ମହିଳା କହିଛନ୍ତି । ଏମିତି ପ୍ରଭୁ ଙ୍କ ପ୍ରତି ଭଲ ପାଇବା, ଶ୍ରଦ୍ଧା ରହିଥିଲା ଯାହା ଏପାଇଁ ଭଗବାନ ନିଜେ ଆସି ଆର୍ବଭାବ ହୋଇଛନ୍ତି ଯାହା ଏହି ଦୃଶ୍ୟ ରୁ ସ୍ପଷ୍ଟ ହୋଇଛି । ତେବେ ଭଗବାନ ଆଜି ବି ଅଛନ୍ତି ଯାହା ଏହି ଦୃଶ୍ୟରୁ ସତ୍ୟତା ପ୍ରମାଣ ହୋଇଛି । ଏହି କଥାଟି ବିଶ୍ୱାସଯୋଗ୍ୟ ନ ହୋଇଥିଲେ ମଧ୍ୟ କଥାଟି ସତ୍ୟ ଅଟେ ।

ଏହି ଘଟଣାଟି ଅଲୌକିକ ଅଟେ କାରଣ ପ୍ରଭୁ ଆମ୍ବ ଖଣ୍ଡିଆ କରିଥିବାର ମଧ୍ୟ ନଜର ଆସିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *